ରାଜ୍ୟପାଳ ପ୍ରୋଟୋକଲ ଭାଙ୍ଗିଛନ୍ତି : କଂଗ୍ରେସ

ଭୁବନେଶ୍ୱର: ରାଜ୍ୟପାଳ-ମୁଖ୍ୟମନ୍ତ୍ରୀଙ୍କ ସାକ୍ଷତକୁ ନେଇ ତେଜିଲା ବିବାଦ । ରାଜ୍ୟପାଳ ପ୍ରୋଟୋକଲ ଭାଙ୍ଗିଥିବା ଅଭିଯୋଗ ଆଣିଲା କଂଗ୍ରେସ । ରାଜ୍ୟପାଳ ଗତକାଲି ଦିଲ୍ଲୀରୁ ଫେରିଲା ପରେ ଆଜି ସକାଳୁ କାହିଁକି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଯାଇଥିଲେ ତାହାର ଉତ୍ତର ରାଜ୍ୟପାଳଙ୍କ ଅଫିସ ଦେବାକୁ…

ଦୀପାବଳି ଉପହାର, ପିଏଫ୍ ଆକାଉଣ୍ଟକୁ ସୁଧ ପଠାଇବା ଆରମ୍ଭ କଲେ ସରକାର

ଇପିଏଫଓ ଆକାଉଣ୍ଟଧାରୀ କର୍ମଚାରୀଙ୍କ ପାଇଁ ଦୀପାବଳି ଉପହାର ଦେଲେ ସରକାର। ଏମ୍ପ୍ଲୋଇଜ୍ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେସନ୍(ଇପିଏଫଓ) କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ (ପିଏଫ) ବା ଭବିଷ୍ୟତ ପାଣ୍ଠି ଆକାଉଣ୍ଟକୁ ସୁଧ ପଠାଇବା ଆରମ୍ଭ କରିଛି। ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପିଏଫ୍ ଆକାଉଣ୍ଟ ଉପରେ…

ଓଡ଼ିଶା ଫେରିଲା ଅଷ୍ଟଧାତୁରେ ନିର୍ମିତ ମା’ କୋଟ୍ରାକ୍ଷୀଙ୍କ ମୂର୍ତ୍ତି

ଯାଜପୁର: ଓଡ଼ିଶା ଫେରିଲା ଅଷ୍ଟଧାତୁରେ ନିର୍ମିତ ମା’ କୋଟ୍ରାକ୍ଷୀଙ୍କ ମୂର୍ତ୍ତି । ଅଢ଼େଇ ବର୍ଷ ପୂର୍ବରୁ ଚୋରି ହୋଇଥିବା ବଡ଼ଚଣା ଥାନା ଅନ୍ତର୍ଗତ ଦର୍ପଣ ଗ୍ରାମର ଅଷ୍ଟଧାତୁରେ ନିର୍ମିତ ମା’ କୋଟ୍ରାକ୍ଷୀଙ୍କ ମୂର୍ତ୍ତି ଶେଷରେ ଓଡିଶାରେ ପହଞ୍ଚିଛି । ଗତକାଲି କେନ୍ଦ୍ରମନ୍ତ୍ରୀ…

୨୦୨୬ ସୁଦ୍ଧା ଉଡ଼ିପାରେ ଇ-ଏୟାର ଟ୍ୟାକ୍ସି

ଆସନ୍ତା ତିନି ବର୍ଷ ମଧ୍ୟରେ ଭାରତରେ ଚାଲିବ ଫୁଲ୍-ଇଲେକ୍ଟ୍ରିକ୍ ଏୟାର୍ ଟ୍ୟାକ୍ସି। ଇଣ୍ଟରଗ୍ଲୋବ ଏଣ୍ଟରପ୍ରାଇଜେସ୍(InterGlobe Enterprises) ୨୦୨୬ ମସିହାରେ ସାରା ଦେଶରେ ଇ-ଏୟାର ଟ୍ୟାକ୍ସି ସେବା ଆରମ୍ଭ କରିବାକୁ ଯୋଜନା କରୁଛି। ଆମେରିକା ଭିତ୍ତିକ 'ଆର୍ଚର ଏଭିଏସନ'(Archer Aviation) ସହଯୋଗରେ ଇଣ୍ଟରଗ୍ଲୋବ…

ସ୍କୁଲ ଶିକ୍ଷକଙ୍କ ଦ୍ୱାରା ଗଣ ଦୁଷ୍କର୍ମର ଶିକାର ହେଲେ ୧୧ ବର୍ଷର ନାବାଳିକା

ନବରଙ୍ଗପୁର: ଶିକ୍ଷକ ସାଜିଲେ ଶିକାରୀ । ଶିକ୍ଷକଙ୍କ ଲୋଲୁପ ଦୃଷ୍ଟିର ଶିକାର ହେଲା ୧୧ ବର୍ଷର ନାବାଳିକା । ପ୍ରଧାନଶିକ୍ଷକ ଏବଂ ସହକାରୀ ଶିକ୍ଷକ ମିଶି ନାବାଳିକାକୁ ଗଣ ଦୁଷ୍ମର୍ମ କରିବା ପରି ଲଜ୍ଜାଜନକ ଘଟଣା ଆସିଛି ନବରଙ୍ଗପୁର ଜିଲ୍ଲାରୁ ।…

ଭାରତ-ଆମେରିକା ୨+୨ ଡାଏଲଗ୍

ବସୁଛି ଭାରତ-ଆମେରିକା ମଧ୍ୟରେ ବୈଦେଶିକ ଓ ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ 'ଟୁ ପ୍ଲସ୍ ଟୁ' ବୈଠକ ବସିବାକୁ ଯାଉଛି। ପଞ୍ଚମ ଥର ପାଇଁ ଦୁଇ ଦେଶ ମଧ୍ୟରେ ବସୁଛି ଏହି ବୈଠକ। ଏଥିପାଇଁ ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଲୋୟଡ ଅଷ୍ଟିନ ଏବଂ ବୈଦେଶିକ…

କାଳୀ ପୂଜା ଲାଗି ଚଳଚଞ୍ଚଳ ଭଦ୍ରକ ସହର : ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

ଭଦ୍ରକ : ଆଉ ଗୋଟିଏ ଦିନ ପରେ ଧରାପୃଷ୍ଠକୁ ଅବତରଣ କରିବେ ମାଆ କାଳୀ  । ଏଥିଲାଗି ଚଳଚଂଚଳ ହୋଇଉଠିଛି ଗାଁଠୁ ସହର  । ଭଦ୍ରକରେ ବଡ ଧୂମଧାମ ସହକାରେ ପାଳିତ ହୁଏ ମାଆଙ୍କର ପୂଜା  । ଏଥିଲାଗି ପ୍ରସ୍ତୁତି ପ୍ରା୍ୟ…

ଜିଲାରେ ବଢୁଛି ବେଆଇନ ଇଟାଭାଟି ନିର୍ମାଣ

କେନ୍ଦ୍ରାପଡ଼ା : ନଭେମ୍ବର ଆରମ୍ଭରୁ କେନ୍ଦ୍ରାପଡ଼ା ଜିଲାରେ ମାଟି ନିର୍ମିତ ଇଟାଭାଟି ବଢ଼ିଚାଲିଛି। ନଦୀ ଶଯ୍ୟାର ୫୦୦ ମିଟର ମଧ୍ୟରେ ମାଟି ଓ ବାଲି ଉଠା ପାଇଁ କଟକଣାକୁ ସ୍ଥାନୀୟ ଭାଟି ନିର୍ମାତା ମାନୁନାହାନ୍ତି। ଏହି ବେଆଇନ ଇଟାଭାଟି ସ୍ଥାନୀୟ ପରିବେଶ…

ମୟୂରଭଞ୍ଜ ଜିଲାର ଅମର୍ଦ୍ଧା ଏୟାରଷ୍ଟ୍ରିପ୍‌‌କୁ ବ୍ୟବସାୟିକ ବିମାନ ବନ୍ଦର ଭାବେ ବିକଶିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି

ବାରିପଦା,୯।୧୧: ମୟୂରଭଞ୍ଜ ଜିଲାର ଅମର୍ଦ୍ଧା ଏୟାରଷ୍ଟ୍ରିପ୍‌‌କୁ ଏକ ବ୍ୟବସାୟିକ ବିମାନ ବନ୍ଦର ଭାବେ ବିକଶିତ କରିବା ପାଇଁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ୪୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ…

ଛାୟା ସରପଞ୍ଚ ବ୍ୟବସ୍ଥା ବନ୍ଦ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୯।୧୧: ରାଜ୍ୟରେ ବିଭିନ୍ନ ପଞ୍ଚାୟତରେ ଛାୟା ସରପଞ୍ଚ ବ୍ୟବସ୍ଥା ବନ୍ଦ କରିବାକୁ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ। ବିଚାରପତି ଏସକେ. ପାଣିଗ୍ରାହୀଙ୍କ ଜଣିକିଆ ଖଣ୍ଡପୀଠ କହିଛନ୍ତି, “ପଞ୍ଚାୟତ ରାଜ ବିଭାଗ ରାଜ୍ୟରେ ପଞ୍ଚାୟତ ରାଜ ବ୍ୟବସ୍ଥାରେ ମହିଳାଙ୍କ ସଂରକ୍ଷଣର ପବିତ୍ରତା…