୬:୪ ବିଭାଜିତ ଭୋଟରେ ମହୁଆ ମୈତ୍ରଙ୍କୁ ‘ସଂସଦରୁ ବହିଷ୍କାର’ ନିଷ୍ପତ୍ତିକୁ ଅନୁମୋଦନ କଲା ସଦାଚାର କମିଟି
ନୂଆଦିଲ୍ଲୀ: ତଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ରଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ କରୁଥିବା ସଂସଦୀୟ ସଦାଚାର (ଏଥିକ୍ସ) କମିଟି ତାଙ୍କୁ ‘ସଂସଦରୁ ବହିଷ୍କାର’ କରିବା ସୁପାରିସକୁ ଅନୁମୋଦନ କରିଛି। ସୂତ୍ରରୁ ପ୍ରକାଶ ଯେ ୬ ଜଣ ସଦସ୍ୟ ଏହି ସୁପାରିସ…