ଷ୍ଟୁଡିଓ ଭିତରେ ପଶି ରେଡିଓ ଜକିଙ୍କୁ ଦୁଇ ରାଉଣ୍ଡ ଗୁଳିମାଡ଼
ଷ୍ଟୁଡିଓ ଭିତରେ ପଶି ରେଡିଓ ଜକିଙ୍କୁ ଗୁଳିମାଡ। ଘଟଣାସ୍ଥଳରେ ଟଳି ପଡିଲେ ବ୍ୟକ୍ତି। ରବିବାର ଦିନ ଫିଲିପିନ୍ସରେ ଏକ ଷ୍ଟୁଡିଓ ଭିତରେ ପଶି କିଛି ଦୁର୍ବୃତ୍ତ ଜଣେ ରେଡିଓ ଜକିଙ୍କୁ ଗୁଳି ମାରି ହତ୍ୟା କରାଯାଇଛି। ଏନେଇ ପୁଲିସ ସୂଚନା ଦେଇଛି।…
ଷ୍ଟୁଡିଓ ଭିତରେ ପଶି ରେଡିଓ ଜକିଙ୍କୁ ଗୁଳିମାଡ। ଘଟଣାସ୍ଥଳରେ ଟଳି ପଡିଲେ ବ୍ୟକ୍ତି। ରବିବାର ଦିନ ଫିଲିପିନ୍ସରେ ଏକ ଷ୍ଟୁଡିଓ ଭିତରେ ପଶି କିଛି ଦୁର୍ବୃତ୍ତ ଜଣେ ରେଡିଓ ଜକିଙ୍କୁ ଗୁଳି ମାରି ହତ୍ୟା କରାଯାଇଛି। ଏନେଇ ପୁଲିସ ସୂଚନା ଦେଇଛି।…
ଅନୁଗୁଳ: ମଦ ବ୍ୟବସାୟକୁ ନେଇ ହତ୍ୟାକାଣ୍ଡ ଅଭିଯୋଗ । ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ଏକଘରିଆ ଗାଁ ନିକଟରେ ଥିବା ଏକ ବିଲରୁ ଆଜି ସକାଳେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ନତଡା ଗାଁର ରତନ ନାଏକ…
ପାଖେଇ ଆସୁଛି ତେଲେଙ୍ଗାନା ବିଧାନସଭା ନିର୍ବାଚନ। ତେବେ ନିର୍ବାଚନର ସପ୍ତାହ ପୁର୍ବରୁ ଫସିଛନ୍ତି ପୂର୍ବତନ କ୍ରିକେଟର ତଥା କଂଗ୍ରେସ ନେତା ମହମ୍ମଦ ଆଝାରୁଦ୍ଦିନ। ତାଙ୍କ ବିରୋଧରେ ଆସିଛି ଦୁର୍ନୀତି ଅଭିଯୋଗ। ଅର୍ଥ ହେର୍ଫେର୍ ମାମଲାରେ ତାଙ୍କ ନାଁରେ ୪ଟା ମାମଲା ରୁଜୁ…
କାମାକ୍ଷାନଗର: ଢେଙ୍କାନାଳ ଜିଲା ଆଦିବାସୀ ବହୁଳ ଅଞ୍ଚଳ କଙ୍କଡାହାଡ଼ ବ୍ଲକରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହେଇଥିବା ସୁଯୋଗ ନେଇ କିଛି ନକଲି ଡାକ୍ତର ଜମାଇଛନ୍ତି ନିଜର ଆଧିପତ୍ୟ। ଆଦିବାସୀ ନିରୀହ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ନାଁ ରେ ଶୋଷଣ କରୁଥିବା ଦେଖିବାକୁ…
ହମାସ ଓ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ଥମିବା ନାଁ ଧରୁନି । ହମାସର ଆତଙ୍କୀ ହାମଲା ପରେ ଗାଜା ପଟ୍ଟି ଉପରେ ଇସ୍ରାଏଲ ତୁହାକୁ ତୁହା ଆକ୍ରମଣ କରି ଚାଲିଛି। ଏପରିକି ଲଗାତାର ଆକ୍ରମଣ କରି ଗାଜା ପଟ୍ଟି ୨ଭାଗରେ…
ଭୁବନେଶ୍ବର : ଆଜିଠାରୁ ଭୁବନେଶ୍ୱରରୁ କୋରାପୁଟ ଜିଲ୍ଳା ଜୟପୁରରୁ ଉଡିଲା ଦ୍ୱିତୀୟ ବିମାନ। ଭୁବନେଶ୍ବରରୁ ଛାଡିଥିବା ଇଣ୍ଡିଆଓ୍ବାନ୍ ଏୟାର ବିମାନଟି ଜୟପୁରରେ ପହଞ୍ଚିଛି । ଆଜି ସକାଳୁ ୭ଟା ୧୦ରେ ଭୁବନେଶ୍ବରରୁ ଛାଡି ୮ଟା ୪୫ରେ ବିମାନଟି ଜୟପୁରରେ ପହଞ୍ଚିଛି ।…
କୋଲକାତା : କୋଲକାତାର ଐତିହାସିକ ଇଡେନ ଗାଡେନ୍ସଠାରେ ଚାଲିଥିବା ଆଇସିସି ବିଶ୍ବକପର ଏକ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୨୪୩ ରନରେ ପରାସ୍ତ କରିଛି ଭାରତ । ଏହା ସହିତ ଚଳିତ ବିଶ୍ବକପରେ ନିଜର ଅପରାଜେୟ ଧାରା ଜାରି ରଖିଛି ଟିମ୍ ଇଣ୍ଡିଆ…
କଟକ: ଡି-ବ୍ରଦର୍ସ ନାଁରେ ଦାଦାବଟି ଆଦାୟ କରିବା ପଡିଲା ମହଙ୍ଗା। ବନ୍ଧା ହେଲେ ଦୁଇ ଅଭିଯୁକ୍ତ। କଟକରେ ପୁଣି ଧଳସାମନ୍ତ ଭ୍ରାତା ସୁଶାନ୍ତ ଏବଂ ସୁଶୀଲ ଧଳସାମନ୍ତଙ୍କ ନାଁରେ ଦାଦାବଟି ଆଦାୟ ଅଭିଯୋଗ ଆସିଛି। ଛତ୍ର ବଜାରର ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କୁ ୫…
ଗାଜା ସିଟି: ଶନିବାର ରାତିରେ କେନ୍ଦ୍ରୀୟ ଗାଜାରେ ଥିବା ଏକ ଶରଣାର୍ଥୀ ଶିବିରରେ ଇସ୍ରାଏଲ୍ ବୋମାବର୍ଷଣ ଯୋଗୁଁ ୩୦ରୁ ଊର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ଘଟିଛି ବୋଲି ହମାସ୍ ପରିଚାଳିତ ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି। ସ୍ବାସ୍ଥ୍ୟ ମନ୍ତ୍ରାଳୟ ମୁଖପାତ୍ର ଅଶ୍ରଫ୍ ଅଲ୍-କୁଦ୍ରା ଜାରି…
ବାଲେଶ୍ଵର: ପୁଣି ଅଲୋଡା ହେଲା ଶିଶୁ କନ୍ୟା । ସ୍ଵର୍ଣ୍ଣଚୁଡ ପାହାଡ ନିକଟ ଏକ ମସଜିଦ ସମ୍ମୁଖରେ ଶିଶୁ କନ୍ୟାକୁ ଛାଡି ଚାଲିଗଲେ ନିଷ୍ଠୁର ବାପା-ମା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ।…