ଘରେ ପଶି ମହିଳା ସରକାରୀ କର୍ମଚାରୀଙ୍କୁ ଛୁରୀ ଭୁସି ହତ୍ୟା

ଘରେ ପଶି ଅତି ନିର୍ମମ ଭାବେ ମହିଳା ସରକାରୀ କର୍ମଚାରୀଙ୍କୁ ଛୁରୀ ଭୁସି ହତ୍ୟା କଲେ ଦୁର୍ବୃତ୍ତ। କର୍ଣ୍ଣାଟକର ବେଙ୍ଗାଲୁରୁରେ ଘଟିଛି ଏଭଳି କିଛି ହତ୍ୟାକାଣ୍ଡ। ପ୍ରତିମା। ତାଙ୍କ ବୟସ ୩୭ ବର୍ଷ। ସେ କର୍ଣ୍ଣାଟକର ଖଣି ଏବଂ ଭୂବିଜ୍ଞାନ ବିଭାଗର…

ଅମ୍ବାଭୋନା ଥାନା ଭିତରେ ଗଣ୍ତଗୋଳ ସହ ଭଙ୍ଗାରୁଜା କଲେ ଶତାଧିକ ବ୍ୟକ୍ତି

ବରଗଡ଼ : ଅମ୍ବାଭୋନା ଥାନା ଭିତରେ ତୁମୁଳକାଣ୍ଡ । ଥାନା ଭିତରେ ଗଣ୍ତଗୋଳ ସହ ଭଙ୍ଗାରୁଜା କଲେ 30ରୁ ଉର୍ଦ୍ଧ୍ଵ ବ୍ୟକ୍ତି । ପୋଲିସ ଚଢ଼ାଉରେ ଅତିଷ୍ଠ ହୋଇ ଭଙ୍ଗାରୁଜା କରିଥିବା ଗଣ୍ଡଗୋଳର କାରଣ ବୋଲି ଅଭିଯୋଗ ହୋଇଛି । ପିକନିକ ପାରଟିରେ…

ପୂର୍ବତନ ଇସ୍ରୋ ମୁଖ୍ୟଙ୍କ ବିରୋଧରେ ବଡ଼ ଅଭିଯୋଗ ଆଣିଲେ ଏସ୍‌ ସୋମନାଥ

ପଦାରେ ପଡ଼ିଲା ଇସ୍ରୋ କଳି। ଇସ୍ରୋର ପୂର୍ବତନ ମୁଖ୍ୟ କେ. ଶିବନଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ ବର୍ତ୍ତମାନ ମୁଖ୍ୟ ଏସ୍‌ ସୋମନାଥ। ୨୦୧୮ରେ ଇସ୍ରୋ ଅଧ୍ୟକ୍ଷ ପଦ ପାଇଁ ପୂର୍ବତନ ଅଧ୍ୟକ୍ଷ କେ.ଶିବନ ଏସ୍‌ ସୋମନାଥଙ୍କୁ ରୋକିବାକୁ ଚେଷ୍ଟା କରିଥିଲେ।…

ଆରମ୍ଭ ହେଲା ଝାରସୁଗୁଡ଼ା-କୋଲକାତା ମଧ୍ୟରେ ବିମାନ ଚଳାଚଳ

ଝାରସୁଗୁଡା: ପଶ୍ଚିମବଙ୍ଗ ଯାତ୍ରୀମାନଙ୍କୁ ଓଡି଼ଶାକୁ ଯାତାୟତ କରିବା ହେଲା ଆହୁରି ସହଜ । ଆରମ୍ଭ ହେଲା ଝାରସୁଗୁଡ଼ା-କୋଲକାତା ମଧ୍ୟରେ ବିମାନ ଚଳାଚଳ ସେବା । କୋଲକାତାରୁ ୨୭ ସିଟ୍ ବିଶିଷ୍ଟ  ATR-72 ବିମାନ ଚଳାଚଳ ଆଜିଠୁ ଆରମ୍ଭ ହୋଇଛି । ପ୍ରତିଦିନ…

ଦିଲ୍ଲୀରେ ୧୦ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ସ୍କୁଲ୍

ନୂଆଦିଲ୍ଲୀ: ରାଜଧାନୀର ବାୟୁ ପ୍ରଦୂଷଣ ସ୍ଥିତି ଅତ୍ୟନ୍ତ ଗମ୍ଭୀର ସ୍ଥିତିରେ ପହଞ୍ଚିଛି। ସ୍ଥିତି ଏପରି ହୋଇଛି ଯେ ଦିଲ୍ଲୀର ଅନେକ ସ୍ଥାନରେ ଏକ୍ୟୁଆଇ ପାଖାପାଖି ୫୦୦ ପାଖାପାଖି ପହଞ୍ଚିଛି। ଏଭଳି ପରିସ୍ଥିତିରେ ଏୟାର କ୍ୱାଲିଟି ମ୍ୟାନେଜମେଣ୍ଟ କମିଶନ ରାଜଧାନୀରେ ଜିଆରଏପି-୪ ଲାଗୁ…

ରେଳ ଯାତ୍ରା ସମୟରେ ଆତସବାଜି ଓ ଫଟକା ପରିବହନ ନିଷିଦ୍ଧ

ଭୁବନେଶ୍ଵର: ଆପଣ ଟ୍ରେନରେ ଯାତ୍ରା କରୁଥିବା ସମୟରେ ଜ୍ଵଳନ୍ତ ତଥା ବିସ୍ଫୋରକ ଜିନିଷ ପରିବହନ କରୁଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ । ଏଥିପାଇଁ ଆପଣଙ୍କୁ ଜେଲ ଦଣ୍ଡ ମଧ୍ୟ ଭୋଗିବାକୁ ପଡିପାରେ । କାରଣ ରେଳ ଯାତ୍ରା ସମୟରେ…

ଭାରତ ବିରୋଧରେ ପୁଣି ବିଷ ଉଗାରିଲେ କାନାଡା ପ୍ରଧାନମନ୍ତ୍ରୀ

ପୁଣି ଭାରତ ବିରୋଧରେ ବିଷ ଉଗାରିଲେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ। ସେ ହିନ୍ଦୁମାନଙ୍କ ସ୍ୱସ୍ତିକ ଚିହ୍ନକୁ ନେଇ ଦେଲେ ବିବାଦୀୟ ବୟାନ। ସ୍ୱସ୍ତିକ ଚିହ୍ନକୁ ସେ ଘୃଣାର ପ୍ରତୀକ ବୋଲି କହିଛନ୍ତି। ଏହାକୁ ନେଇ ଏବେ ଦୁଇ ଦେଶ ମଧ୍ୟରେ ବିବାଦ…

ଓଲଟିଲା ଗୋରୁ ବାଝେଇ ଟ୍ରକ୍ : ୫ଗୋରୁ ମୃତ

ତେଲକୋଇ : ତେଲକୋଇରେ ଅଭାବନୀୟ ଘଟଣା ଘଟିଛି । ବିଞ୍ଜବାହାଲ ବସଷ୍ଟାଣ୍ଡ ନିକଟରେ ଭାରସାମ୍ୟ ହରାଇ ଏକ ଗୋରୁବୋଝେଇ ଟ୍ରକ ଓଲଟି ପଡିଛି । ଫଳରେ ୫ ଜଣ ଗୋରୁଙ୍କର ମୃତ୍ୟୁ ଘଟିଛି । ସୂଚନା ଅନୁସାରେ ଆଜି ସକାଳେ କେନ୍ଦୁଝର…

ବୁଝାଇବାକୁ ଯାଇଥିଲେ ଅଫିସର, ତାଙ୍କୁ ହିଁ ନଡା ପୋଡିବାକୁ ଧରାଇଦେଲେ କୃଷକ

ଭୟଙ୍କର ଭାବେ ବଢ଼ି ଚାଲିଛି ପ୍ରଦୂଷଣ ମାତ୍ରା । କୃଷକମାନେ ନଡ଼ା ଜାଳିବା ଯୋଗୁ ଏହା ବଢ଼ୁଥିବା କୁହାଯାଉଛି। ଏଥିପାଇଁ ସରକାର ନଡା ଜାଳିବାକୁ ବାରଣ କରିଛନ୍ତି। ନଡା ନ ଜାଳିବାକୁ ଘର ଘର ବୁଲି କୃଷକମାନଙ୍କୁ ବୁଝାଉଛନ୍ତି ସରକାରୀ ଅଫିସର।…

ଦିବ୍ୟାଙ୍ଗଙ୍କୁ ମାଡ ମାରି ଲହୁଲୁହାଣ କଲା ଖଲ୍ଲିକୋଟ ପୋଲିସ

ଖଲ୍ଲିକୋଟ : ସବୁ ସୀମା ଟପିଗଲା ଖଲ୍ଲିକୋଟ ପୋଲିସ । ଭୁଲିଗଲା ମଣିଷ ପଣିଆ  । ଜଣେ ଦିବ୍ୟାଙ୍ଗ ଯୁବକକୁ ନିସ୍ତୁକ ଭାବେ ମାଡ ମାରି ଲହୁଲୁହାଣ କରିଛି ପୋଲିସ । ଆଉ ଉପାୟଶୂନ୍ୟ ହୋଇ  ନ୍ୟାୟ ପାଇଁ  ଗଞ୍ଜାମ ଏସପିଙ୍କ…