ସହକାରୀ ଯନ୍ତ୍ରୀଙ୍କ ଘରୁ ବାହାରିଲା ଟଙ୍କା ଆଉ ପ୍ଲଟ, ଭିଜିଲାନ୍ସ ଟିମ ଜଳକା

କଟକ : ଆସିଷ୍ଟାଣ୍ଡ ଇଞ୍ଜିନିୟରଙ୍କ ଘରୁ ବାହାରିଲା ପୁଳା ପୁଳା ଟଙ୍କା ଆଉ ଏକାଧିକ ପ୍ଲଟ । ଏତେ ସମ୍ପତ୍ତି ଦେଖି ଭିଜିଲାନ୍ସ  ବି ଟେରା । ଆଜି ସକାଳୁ କଟକ ଜିଲ୍ଲା ସାଲେପୁର RW ସଵ ଡିଭିଜନ ସହକାରୀ ଯନ୍ତ୍ରୀ…

ବିଜେପିର ସମ୍ମୁଖ ଯୋଦ୍ଧା ହେଉଛନ୍ତି ସିବିଆଇ ଓ ଇଡି: କଂଗ୍ରେସ

ନୂଆଦିଲ୍ଲୀ: ରାଜସ୍ଥାନରେ ଜଣେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଅଧିକାରୀ ଏବଂ ତାଙ୍କ ସହଯୋଗୀଙ୍କୁ ଗିରଫ କରାଯିବା ପରେ କଂଗ୍ରେସ ଶୁକ୍ରବାର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି। କଂଗ୍ରେସ ଅଭିଯୋଗ କରିଛି ଯେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି), ସେଣ୍ଟ୍ରାଲ ଇନଭେଷ୍ଟିଗେସନ୍ ବ୍ୟୁରୋ (ସିବିଆଇ)…

ମହିଳା ସାମ୍ବାଦିକଙ୍କୁ ପ୍ରଯୋଜକଙ୍କ ମାଡ଼, ପ୍ରଯୋଜକଙ୍କ ନାଁରେ ଥାନାରେ ମାମଲା

ଭୁବନେଶ୍ୱର: କଳାକାରଙ୍କ କଳିରେ ବିବଦୀୟ ହୋଇଥିବା ଟୁଟୁ ନାୟକ ପୁଣି ଥରେ ସୀମା ଟପିଛନ୍ତି ! ସର୍ବସମ୍ମୁଖରେ ସାମ୍ବାଦିକାଙ୍କ ସହ କଲେ ଦୁର୍ବ୍ୟବହାର । ଖବର ସଂଗ୍ରହ ପାଇଁ ଯାଇଥିବାବେଳେ ଜଣେ ମହିଳା ସାମ୍ବାଦିକାଙ୍କୁ ଟୁଟୁ ନାୟକ ଚାପୁଡା ମାରିଥିବା ଅଭିଯୋଗ…

ରାମ ଲଲାଙ୍କୁ ଧରି ୫୦୦ ମିଟର ଚାଲି ଚାଲି ଯିବେ ମୋଦି, ଗର୍ଭଗୃହରେ କରିବେ ପ୍ରତିଷ୍ଠା

ଅଯୋଧ୍ୟରେ ନିର୍ମାଣ ଚାଲିଥିବା ଭବ୍ୟ ରାମ ମନ୍ଦିରର ପ୍ରତିଷ୍ଠା ଆସନ୍ତା ଜାନୁଆରୀ ୨୨ ତାରିଖରେ ହେବ। ସେହି ଦିନ ମନ୍ଦିରର ଗର୍ଭଗୃହରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ। ଏହି ପ୍ରତିଷ୍ଠା କାର୍ଯ୍ୟକ୍ରମ ଐତିହାସିକ କରିବା ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି।…

ପିଆଜ ପାଇଁ ଠେଲାପେଲା : ୩୦ଟଙ୍କାରେ ପିଆଜ ବିକୁଛି ନାଫେଡ୍

ଭୁବନେଶ୍ୱର : ସାରା ରାଜ୍ୟକୁ ଏବେ କନ୍ଦାଉଛି ପିଆଜ । କାରଣ ଦିନକୁ ଦିନ ଅହେତୁକ ଭାବେ ବଢିବାରେ ଲାଗିଛି ପିଆଜ ଦର । କେବଳ ପିଆଜ ନୁହେଁ ଡାଲି , ଚାଉଳ ଦର ମଧ୍ୟ ବୃଦ୍ଧି ଘଟିଛି । ଯାହାକି…

ନିର୍ବାଚନ ଲଢ଼ିବେନି ଜଗନ ମୋହନଙ୍କ ଭଉଣୀ

ଆଉ କିଛି ଦିନ ପରେ ତେଲେଙ୍ଗାନା ବିଧାନସଭା ଫାଇଟ୍। ଏଥିପାଇଁ ସରଗରମ ରାଜ୍ୟ ରାଜନୀତି। ଏହାରି ମଧ୍ୟରେ ୱାଇଏସଆର୍ ତେଲେଙ୍ଗାନା ପାର୍ଟି ନେଇଛି  ବଡ଼ ପଦକ୍ଷେପ। ଏଥର ନିର୍ବାଚନରେ ଦଳର ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନ ମୋହନ ରେଡ୍ଡୀଙ୍କ ସାନ ଭଉଣୀ…

ଡାକ୍ତରଖାନାରେ ଆଖି ବୁଜିଲେ ରେଞ୍ଜ ରୋଭର ଦୁର୍ଘଟଣାରେ ଆହତ ଯୁବତୀ

ଭୁବନେଶ୍ୱର: ରେଞ୍ଜ ରୋଭର ଦୁର୍ଘଟଣାରେ ଆହତ ଯୁବତୀ ମୃତ୍ୟୁ ସହ ସଂଘର୍ଷ କରୁଥିବାବେଳେ ତାଙ୍କର ଆଜି ମୃତ୍ୟୁ ଘଟିଛି । ଏହା ପରେ ରେଞ୍ଜ ରୋଭରକୁ ନେଇ ବିବାଦ ଘନେଇବାରେ ଲାଗିଛି । ଗତ ୩୧ ତାରିଖ ଦିନ ଏହି ରେଞ୍ଜ…

“ମାଇଁ ଲର୍ଡ” ନ କହିଲେ ଦରମାର ଅଧା ଦେଇଦେବି: ସୁପ୍ରିମକୋର୍ଟ ବିଚାରପତି

ସୁପ୍ରିମକୋର୍ଟ ବିଚାରପତିଙ୍କୁ ବିରକ୍ତ କଲା "ମାଇଁ ଲର୍ଡ" ଏବଂ "ଇଓର୍ ଲର୍ଡସିପ୍" ସମ୍ବୋଧନ। ନ୍ୟାୟିକ ପ୍ରକ୍ରିୟାରେ ଏପରି ସମ୍ବୋଧନ ସାଧାରଣ କଥା ହେଲେ ମଧ୍ୟ ଜଣେ ବିଚାରପତି ବିରକ୍ତ ଭାବ ପ୍ରକାଶ କରିଛନ୍ତି। ଏକ ମାମଲାର ଶୁଣାଣି ସମୟରେ ଜଣେ ବରିଷ୍ଠ…

୨ହଜାର ଟଙ୍କିଆ ନୋଟ୍‌ ବଦଳାଇବାକୁ କମୁନି ଭିଡ଼, ଖୋଳତାଡ କରୁଛି କ୍ରାଇମବ୍ରାଞ୍ଚ EOW ଓ ଇଡି

ଭୁବନେଶ୍ବର : ସରୁନି ୨ହଜାର ଟଙ୍କିଆ ନୋଟ କି କମୁନି ଭିଡ଼ । ଗୋଲାପୀ ନୋଟ୍ ବଦଳାଇବାକୁ ଭୁବନେଶ୍ବର ଆଇବିଆଇ କାର୍ଯ୍ୟାଳୟ ଆଗରେ ଲୋକଙ୍କ ଲମ୍ବା ଲାଇନ ଲାଗୁଛି । କମିଶନ ନେଇ ନୋଟ୍ ବଦଳାଉଥିବା ଖବର ଉପରେ ଖୋଳତାଡ କରୁଛି କ୍ରାଇମବ୍ରାଞ୍ଚ…

IIT-BHU କ୍ୟାମ୍ପସରେ ବିକ୍ଷୋଭ, ଛାତ୍ରୀଙ୍କୁ କିସ୍ ସହ ଟଣାଓଟରା କରାଯାଇଥିବା ଅଭିଯୋଗ

ଆଇଆଇଟି ବନାରସ ହିନ୍ଦୁ ୟୁନିଭରସିଟି କ୍ୟାମ୍ପସରେ ଉତ୍ତେଜନା। ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶତାଧିକ ଛାତ୍ରଛାତ୍ରୀ। କ୍ୟାମ୍ପସ ମଧ୍ୟକୁ ଅଣଛାତ୍ର ପ୍ରବେଶ କରି ଜଣେ ଛାତ୍ରୀଙ୍କୁ ଚୁମ୍ବନ ଦେବା ଏବଂ ଟଣାଓଟରା କରିବାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ତୁରନ୍ତ ଅଣଛାତ୍ରଙ୍କୁ କ୍ୟାମ୍ପସ୍ ପ୍ରବେଶ ଉପରେ…