December 2023

ଓଡ଼ିଶାରେ ବଢ଼ିବ ଶୀତର ପ୍ରକୋପ; ୩ ରୁ ୫ ଡିଗ୍ରୀ ପାରଦ ଖସିବା ପୂର୍ବାନୁମାନ

ଭୁବନେଶ୍ୱର, ୯।୧୨: ସାମୁଦ୍ରିକ ଝଡ଼ ମିଗ୍‍ଜୋମ୍‍ ଅପସରି ଯାଇଥିବାବେଳେ ତାପମାତ୍ରା ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି । ଆସନ୍ତା ୨ରୁ ୩ ଦିନ ମଧ୍ୟରେ ରାତ୍ରି ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ଖସିଯିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ…

ଜୟପୁରରେ ଟ୍ରକ୍‌ ଟର୍ମିନାଲ ନିର୍ମାଣ ପାଇଁ ଉଠିଲା ଦାବି

ଜୟପୁର: ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ୩୦୦ କୋଟି ଟଙ୍କା ଖର୍ଚ୍ଚ କରି ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, ଅନୁଗୁଳ, ବାଲେଶ୍ବର, ଭଦ୍ରକ, ନବରଙ୍ଗପୁର, ଯାଜପୁର, ବ୍ରହ୍ମପୁର, କେନ୍ଦୁଝର ଓ ଜଗତସିଂହପୁରରେ ଟ୍ରକ୍ ଟର୍ମିନାଲ ନିର୍ମାଣ ପାଇଁ ଯୋଜନା କରିଛି। ତେବେ ଅବିଭକ୍ତ କୋରାପୁଟ…

ଯବାନଙ୍କୁ ଆକ୍ରମଣ ଓ ହତ୍ୟା ଘଟଣାରେ ୫ ଗିରଫ

ଛତ୍ରପୁର: ଗଞ୍ଜାମ ଜିଲ୍ଲା ଚମାଖଣ୍ତି ଥାନା ଅନ୍ତର୍ଗତ କାଳିପଲ୍ଲୀ ଗ୍ରାମର ସେନା ଯବାନ ଜେ.ଡିଲେଶ୍ବର ପାତ୍ରଙ୍କୁ ସଂଘବଦ୍ଧ ଆକ୍ରମଣ ଓ ହତ୍ୟା ଘଟଣାରେ ପୁଲିସ ୫ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ କାଳିପଲ୍ଲୀ ଗ୍ରାମର ସିଏଚ୍.ଶେଖର ପାତ୍ର(୨୩), ଜେ.କଲ୍ୟାଣୀ ପାତ୍ର(୧୯)…

ଭୁଶୁଡିଲା ଓପିଜିସି ପାଉଁଶ ପୋଖରୀ

ଝାରସୁଗଡ଼ା: ଭୁଶୁଡି ପାଉଁଶ ପୋଖରୀ | ଝାରସୁଗୁଡା ଜିଲ୍ଲା ଇବ ଥର୍ମାଲସ୍ଥିତ ଓପିଜିସିର ପାଉଁଶ ପୋଖରୀ ଆଜି ସକାଳୁ ଭୁଶୁଡି ପଡିଛି | ମିଳିଥିବା ସୂଚନା ମୁତାବକ ପାଉଁଶ ପୋଖରୀରେ ୨୦ ଫୁଟ ଚଉଡ଼ାର ଘାଇ ସୃଷ୍ଟି ହେବା ପରେ ପାଉଁଶ…

ବେନାମୀ ଧନର ମୂଳ ଉତ୍ସ କେଉଁଠି ?

ଭୁବନେଶ୍ୱର: ରାଜ୍ୟରେ କିଛିଦିନ ହେଲା ଆୟକର ବିଭାଗ କୋଟି କୋଟି ଟଙ୍କା ଜବତ କରୁଥିବାବେଳେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ | ସେ ଟ୍ୱିଟ କରି ଲେଖିଛନ୍ତି ଯେ ଓଡ଼ିଶାରେ କିଛି ଦିନ ହେବ ଗଣମାଧ୍ୟମରେ…

ମଦ ବେପାରୀଙ୍କ ଘରେ ଚତୁର୍ଥ ଦିନରେ ଆୟକର ଚଢ଼ାଉ

ସୁନ୍ଦରଗଡ଼: ସୁନ୍ଦରଗଡ଼ର ମଦ ବ୍ୟବସାୟୀ ରାଜକିଶୋର ଜୟସ୍ୱାଲଙ୍କ ଘରେ ଆଜି ଚତୁର୍ଥ ଦିନରେ ଆୟକର ବିଭାଗ ଚଢାଉ କରିଛି। ୨ ଦିନ ତଳେ ଟଙ୍କା ଭର୍ତ୍ତି ଟ୍ରଙ୍କ ଓ ଗୁଡାଏ ଦସ୍ତାବିଜ୍ ଜବତ କରିଥିବା ଆୟକର ଟିମ୍ ଆଜି ପୁଣି ଘରେ…

ଆୟକର ଚଢ଼ଉ: ଓଡ଼ିଶାରେ ଟଙ୍କାର ପାହାଡ଼, ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବିଜେପି ସଭାପତି

ଭୁବନେଶ୍ବର: ଆୟକର ବିଭାଗ ଦ୍ବାରା ଚଢ଼ଉ କରାଯାଇ ରାଜ୍ୟର ବିଭିନ୍ନ ସ୍ଥାନରେ କୋଟିକୋଟି ଟଙ୍କା ଜବତ କରାଯିବା ଘଟଣାକୁ ନେଇ ବିଜେପି ସଭାପତି ମନମୋହନ ସାମଲ କ୍ଷୋଭ ପ୍ରକାଶ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଶନିବାର ଅପରାହ୍‌ଣରେ ସେ ରାଜ୍ୟ ସରକାରଙ୍କୁ ଟାର୍ଗେଟ…

ଚିଲିକାରେ ୧୪ ବିଦେଶୀ ପକ୍ଷୀ ଶିକାର; ସ୍କୁଟି ଓ ମୋବାଇଲ ଜବତ, ଜଣେ ଶିକାରୀ ଗିରଫ

ବ୍ରହ୍ମଗିରି: ମରାଳ ମାଳିନୀ ଚିଲିକାରେ ଏବେ ଦେଶୀ ବିଦେଶୀ ପକ୍ଷୀମାନଙ୍କର ସମାଗମ ହୋଇଛି। ନୀଳ ଜଳରାଶିରେ ପକ୍ଷୀମାନଙ୍କର କ୍ରୀଡ଼ା ପର୍ଯ୍ୟଟକମାନଙ୍କର ଆନନ୍ଦକୁ ଦୁଇଗୁଣ କରିଛି। କିନ୍ତୁ କ୍ଷୋଭର ବିଷୟ ହେଲା ଯେ, ଚିଲିକାରେ ପକ୍ଷୀମାନେ ସୁରକ୍ଷିତ ନାହାନ୍ତି। ପୂର୍ବ ବର୍ଷ ଭଳି…

ବାଘ ଡରକୁ ବି ଖାତିର କଲେନି; ନିର୍ଯାତନାରେ ଅତିଷ୍ଠ ୧୪ ଛାତ୍ର ଡେଇଁଲେ ହଷ୍ଟେଲ ପାଚେରି

ରାୟଗଡା : ରାତିରେ ମାତୁଛନ୍ତି ବାଘ । ରାଜରାସ୍ତାରେ ବୁଲୁଛନ୍ତି। ମାତ୍ର ବାଘ ଡରକୁ ଖାତିର ନ କରି ପ୍ରଧାନଶିକ୍ଷକଙ୍କ ନିର୍ଯାତନାରେ ଅତିଷ୍ଠ ୧୪ ଛାତ୍ର ପିଲା ଶୀତୁଆ ରାତିରେ ହଷ୍ଟେଲ ପାଚେରି ଡେଇଁ ପଡ଼ିଲେ । ଆଉ କୁନି କୁନି…

ସମିତି ସଭ୍ୟାଙ୍କ କାରନାମା; ନୀରିହ ମହିଳାଙ୍କୁ ଫସାଇ ଲୁଟି ନେଲେ ୧୧ ଲକ୍ଷ

ଯାଜପୁର : ସମିତି ସଭ୍ୟାଙ୍କ କଳାକାରନାମା। ଗାଁର ନିରୀହ ମହିଳାଙ୍କୁ ଲଗାଇ ଦେଲେ ଚୁନ । ମୋତେ ସାହାଯ୍ୟ କର, ମୁଁ ତୁମମାନଙ୍କ କଥା ବୁଝିବି ବୋଲି କହି ବୁଲାଇଲେ କଳା କନା। ଗାଁର ବହୁ ମହିଳାଙ୍କୁ ମିଠା କଥାରେ ଫସାଇ…