ଦିନେ ଥିଲେ ବନ୍ଧୁକଧାରୀ ମାଓବାଦୀ, ଏବେ ବନିଲେ ମନ୍ତ୍ରୀ
ହାଇଦ୍ରାବାଦ :ପ୍ରଥମେ ବନ୍ଧୁକ ଧରି ଲୋକଙ୍କୁ ଭୟଭୀତ କରୁଥିଲେ। କୁଖ୍ୟାତ ମାଓବାଦୀ ଭାବେ ପରିଚୟ ହାସଲ କରିଥିଲେ। କିନ୍ତୁ ସମୟକ୍ରମେ ମୁଖ୍ୟସ୍ରୋତକୁ ଫେରି ଓକିଲ ବନିଲେ। ଏହାପରେ ସେ ବିଧାୟକ ହେଲେ। ଏବେ ସେ ତେଲଙ୍ଗାନାରେ କ୍ଷମତା ଦଖଲ କରିଥିବା କଂଗ୍ରେସ…
