December 2023

ରାଘବଙ୍କ ନିଲମ୍ବନ ପ୍ରତ୍ୟାହାର କଲେ ରାଜ୍ୟସଭା ଅଧ୍ୟକ୍ଷ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି(ଆପ୍)ର ସାଂସଦ ରାଘବ ଚଢ଼ାଙ୍କ ନିଲମ୍ବନକୁ ପ୍ରତ୍ୟାହାର କଲେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖର। ୧୧୫ଦିନ ପରେ ଆଜି ରାଘବଙ୍କ ନିଲମ୍ବନ ପ୍ରତ୍ୟାହାର କରାଯାଇଛି। ଆପ୍‌ ସାଂସଦ ରାଘବ ଚଢ଼ାଙ୍କୁ ରାଜ୍ୟସଭାରୁ ଗତ ଅଗଷ୍ଟ ୧୧ ତାରିଖରେ…

ସ୍ତ୍ରୀର ତଣ୍ଟି ଚିପି ହତ୍ୟା ପରେ ଥାନାରେ ସ୍ୱାମୀର ଆତ୍ମସମର୍ପଣ

କଣିହାଁ: ସ୍ତ୍ରୀର ତଣ୍ଟି ଚିପି ହତ୍ୟା ପରେ ଥାନାରେ ସ୍ୱାମୀର ଆତ୍ମ ସମର୍ପଣ । ଅନୁଗୋଳ ଜିଲ୍ଲା କଣିହାଁ ବ୍ଳକ ଅନ୍ତର୍ଗତ ରେଙ୍ଗାଳି ପ୍ରୋଜେକ୍ଟ ଫାଣ୍ଡି ଛକ ଅଞ୍ଚଳରେ ଘଟିଛି ଘଟଣା । ପାରିବାରିକ କଳହରୁ ଶରତ ଖୁଣ୍ଟିଆ ନାମକ ବ୍ୟକ୍ତି…

ପରାଜୟର ରାଗ ସଂସଦରେ ବାହାର କର ନାହିଁ: ପ୍ରଧାନମନ୍ତ୍ରୀ ମୋଦି

ପରାଜୟର ରାଗ ସଂସଦରେ ପ୍ରକାଶ କରନାହିଁ। ସଂସଦକୁ ସକରାତ୍ମକ ମନଭାବନା ନେଇ ଆସନ୍ତୁ। ଗଣତନ୍ତ୍ରର ମନ୍ଦିରକୁ ରାଜନୀତିର ପ୍ଲାଟଫର୍ମରେ ପରିଣତ କରନ୍ତୁ ନାହିଁ।’ ଆଜି ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ବିରୋଧୀଙ୍କୁ କଟାକ୍ଷ କରି ଏଭଳି କିଛି ପରାମର୍ଶ…

ବିଲରେ ଦଳିଦେଲା ଦନ୍ତା, ୨ ମୃତ

ଟାଙ୍ଗୀ: ଦଳିଦେଲା ଦନ୍ତା । ୨ ମୃତ । କଟକ ଜିଲ୍ଲା ଟାଙ୍ଗୀ ଥାନା ପରୀରଡ ପଞ୍ଚାୟତ ସିଦ୍ଧେଶ୍ବର ମନ୍ଦିର ନିକଟ ବିଲରେ ଅଭାବନୀୟ ଘଟଣା । ଦୁଇ ମୃତକ ପାରି ଓରଡ ଜରିଟାପୁ ଗାଁର କୃଷ୍ଣ ପ୍ରଧାନ ଓ ପରୀରଡ…

କ୍ରାଶ ହେଲା ବାୟୁସେନା ବିମାନ, ୨ ପାଇଲଟ୍‌ ମୃତ

କ୍ରାଶ ହେଲା ବାୟୁସେନା ବିମାନ। ତେଲେଙ୍ଗାନାରେ ବାୟୁସେନାର ଏକ ପ୍ରଶିକ୍ଷଣ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଦୁଇ ଜଣ ପାଇଲଟଙ୍କ ମୃତ୍ୟୁ ହୋଇଛି। ସୂଚନା ମୁତାବକ, ତେଲେଙ୍ଗାନାର ଡିଣ୍ଡିଗୁଲ ସ୍ଥିତ ବାୟୁସେନା ଏକାଡେମିରେ ଟ୍ରେନିଂ ବେଳେ ବିମାନ ପିସି-୭…

ବାତ୍ୟା ’ମିଗଜୋମ’: ଆଜିଠୁ ରାଜ୍ୟରେ ପ୍ରବଳ ବର୍ଷା

ଭୁବନେଶ୍ଵର: ସମୁଦ୍ର ଭିତରେ ବଳ ଗୋଟାଉଛି ବାତ୍ୟା ମିଗଜୋମ । ଏହା ଆହୁରି ଅଧିକ ଘନୀଭୂତ ହୋଇ ଭୀଷଣ ବାତ୍ୟାର ରୂପ ନେଇପାରେ । ଏବେ ଘଣ୍ଟାପ୍ରତି ୧୩ କିଲୋମିଟର ବେଗରେ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି ସାମୁଦ୍ରିକ ଝଡ଼…

ବିଜ୍ଞାନପ୍ରଚାର ସମିତି ସାଲେପୁର ଶାଖାର ଆଲୋଚନାଚକ୍ର

ସାଲେପୁର : ବିଜ୍ଞାନପ୍ରଚାର ସମିତି ସାଲେପୁର ଶାଖାର ମାସିକ ଆଲୋଚନାଚକ୍ର ସ୍ଥାନୀୟ ପିକୋଳସ୍ଥିତ ଜଗନ୍ନାଥ-ଗୋପୀନାଥ ଟ୍ରଷ୍ଟ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି | ଏହି ଆଲୋଚନାଚକ୍ରରେ ସଭାପତିତ୍ବ କରିଥିଲେ ମେଜର ମଞ୍ଜୁଶ୍ରୀ ପତି | ହଳଦୀର ଔଷଧୀୟ ଗୁଣ ଉପରେ ପ୍ରବନ୍ଧ ପାଠ…

କାମ କରିବା ଆରମ୍ଭ କଲା ସୋଲାର ମିସନ୍ ଆଦିତ୍ୟ L-1

ବେଙ୍ଗାଲୁରୁ ୩।୧୨: ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ (ଇସ୍ରୋ)ଙ୍କ ସୋଲାର ମିସନ ଆଦିତ୍ୟ ଏଲ-୧ ନିଜର କାମ କରିବା ଆରମ୍ଭ କରିଦେଇଛି। ଏଥିରେ ଆଦିତ୍ୟ ଏଲ-୧ ସୌର ବାୟୁର ଅବଲୋକନ କରିବା ଆରମ୍ଭ କରିଛି। ଇସ୍ରୋ ଏ ସମ୍ପର୍କରେ ସୂଚନା ଦେଇ…

ଏହି ବିଜୟ ୨୦୨୪ ର ବିଜୟକୁ ସୁନିଶ୍ଚିତ କରିଛି : ମୋଦୀ

ନୂଆଦିଲ୍ଲୀ: ରାଜନୈତିକ ଦୃଷ୍ଟିକୋଣରୁ ଦେଶର ତୃତୀୟ ମହତ୍ତ୍ବପୂର୍ଣ୍ଣ ରାଜ୍ୟ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବିପୁଳ ବିଜୟ ପରେ ଦିଲ୍ଲୀସ୍ଥିତ ମୁଖ୍ୟାଳୟରେ ବିଜୟ ଉତ୍ସବ ପାଳନ କରିଛି ବିଜେପି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଏହି…

ଚଳନ୍ତା ବସ୍‌ ଉପରକୁ ଫାୟାରିଂ; ୮ ମୃତ, ୨୬ ଗୁରୁତର

ପାକିସ୍ତାନରେ ଏକ ବଡ଼ ଧରଣର ଆତଙ୍କୀ ହାମଲା ହୋଇଛି। ଏକ ଚଳନ୍ତା ବସ୍‌ ଉପରେ ଆତଙ୍କବାଦୀମାନେ ଆଖି ବୁଜା ଗୁଳି ଚଳାଇବାରୁ ଘଟଣାସ୍ଥଳରେ ୮ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ଏହି ହାମଲାରେ ୨୬ ଜଣ ଗୁରୁତର ଆହତ ହୋଇଥିବା ଜଣାଯାଇଛି।…