December 2023

ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ

ରାଜସ୍ଥାନରେ ବିଜେପି ସରକାର ଗଠନ କରିବାକୁ ଯାଉଛି। କଂଗ୍ରେସକୁ ଗାଦିଚ୍ୟୁତ କରି ବିଜେପି ଦମଦାର ଢଙ୍ଗରେ କ୍ଷମତା ଦଖଲ କରିଛି। ରାଜସ୍ଥାନର ୧୯୯ ବିଧାନସଭା ଆସନରୁ ବିଜେପି ୧୧୬ଟିରେ ଜିତିଥିବା ବେଳେ କଂଗ୍ରେସ ୬୮ ଓ ଅନ୍ୟାନ୍ୟ ଦଳ ୧୫ଟି ଆସନ…

ପ୍ରେମିକକୁ ଖୋଜି ଖୋଜି ଓଡ଼ିଶାରେ ପହଞ୍ଚିଲେ ବାଂଲାଦେଶୀ ଯୁବତୀ

ବାଲେଶ୍ଵର: ପ୍ରେମ ସତ୍ୟ ଶାଶ୍ୱତ ଚିରନ୍ତନ । ବିଶ୍ୱାସର ଅନ୍ୟ ନାମ ପ୍ରେମ । ପ୍ରେମ ମାନେନା ବନ୍ଧ ବାଡ଼ । ପ୍ରେମ ବୁଝେନା ଜାତି ଧର୍ମ । ଯାହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ବାଂଲାଦେଶୀ ଯୁବତୀ ରୁମା ମାରୀୟମ ।…

ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଓ କଂଗ୍ରେସ ସଭାପତିଙ୍କୁ ହରାଇଲେ ବିଜେପି ପ୍ରାର୍ଥୀ

ଭାରତ ରାଷ୍ଟ୍ର ସମିତି (ବିଆରଏସ୍‌) ମୁଖ୍ୟ ତଥା ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଓ ତେଲଙ୍ଗାନା କଂଗ୍ରେସ ସଭାପତି ତଥା ମୁଖ୍ୟମନ୍ତ୍ରୀ ଆଶାୟୀ ରେବନ୍ଥ ରେଡ୍ଡୀଙ୍କୁ ଲାଗିଛି ବଡ଼ ଝଟକା। ଉଭୟଙ୍କୁ ପରାସ୍ତ କରିଛନ୍ତି ବିଜେପି ପ୍ରାର୍ଥୀ କଟପଲ୍ଲୀ ଭେଙ୍କଟରମଣ…

ରାଜ୍ୟପାଳଙ୍କ ପାଖକୁ ଇସ୍ତଫା ପତ୍ର ପଠାଇଲେ ମୁଖ୍ୟମନ୍ତ୍ରୀ କେସିଆର

ତେଲେଙ୍ଗାନାରେ କଂଗ୍ରେସର ବିପୁଳ ବିଜୟ ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି କେ ଚନ୍ଦ୍ରଶେଖର ରାଓ ବା କେସିଆର। ସେ ନିଜର ଇସ୍ତଫାପତ୍ର ରାଜ୍ୟପାଳ ତାମିଲିସାଇ ସୌନ୍ଦରାଜନଙ୍କ ପାଖକୁ ପଠାଇ ଦେଇଛନ୍ତି। ୨୦୧୪ରୁ କେସିଆର ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଭାବେ କାମ କରି…

ହାରିଗଲେ କେନ୍ଦ୍ରମନ୍ତ୍ରୀ ଫଗନ ସିଂହ କୁଲସ୍ତେ

ମଧ୍ୟ ପ୍ରଦେଶରେ ବିଜେପିର ବିଜୟ ନିଶ୍ଚିତ ହୋଇସାରିଛି। ୨୩୦ଟି ଆସନରୁ ଦଳ ୮୦ଟିରେ ଜିତି ସାରିଥିବା ବେଳେ ୮୨ଟିରେ ଆଗୁଆ ରହିଛି। ଅନ୍ୟପକ୍ଷରେ କଂଗ୍ରେସ ୨୧ଟି ଆସନରେ ଜିତିଥିବା ବେଳେ ୪୬ଟି ଆସନରେ ଆଗୁଆ ରହିଛି। ଅନ୍ୟାନ୍ୟ ଦଳ ଗୋଟିଏ ଆସନରେ…

ଧୂମ୍‌ ଧାମ୍‌ରେ ପାଳିତ ହେଲା ପ୍ରଭୁ ଆୟାପ୍ପାଙ୍କ ଅଗ୍ନି ପୂଜା

ନବରଙ୍ଗପୁର : ଚାଲିଛି ପୂଜାର୍ଚ୍ଚନା । ଘଣ୍ଟ ଧୂପ ଦୀପ ଆଳତିର ମହକରେ ମହକୁଛି ପୂରା ପରିବେଶ । ଧୂମ୍‌ ଧାମ୍‌ରେ ପାଳିତ ହେଉଛି ସ୍ୱାମୀ ଆୟାପ୍ପାଙ୍କ ଅଗ୍ନିପୂଜା। ଆୟାପ୍ପାଙ୍କ ପ୍ରଭୁ ନିକଟରେ ବିଶ୍ବାସ ଓ ନିଷ୍ଠାର ସହ ଏହି ବ୍ରତ…

ତେଲେଙ୍ଗାନାବାସୀଙ୍କୁ ଧନ୍ୟବାଦ ଦେଲେ, ବାକି ୩ ରାଜ୍ୟର ଜନାଦେଶକୁ ସ୍ୱୀକାର କଲେ ରାହୁଲ ଗାନ୍ଧି

ହିନ୍ଦୀ ହାର୍ଟଲ୍ୟାଣ୍ତରେ ପରାସ୍ତ ହୋଇଥିବା କଂଗ୍ରେସ ଏକମାତ୍ର ରାଜ୍ୟ ତେଲେଙ୍ଗାନାରେ କଂଗ୍ରେସ ଜିତିବାକୁ ସକ୍ଷମ ହୋଇଛି। ଦଳ ପୂର୍ବରୁ ରାଜସ୍ଥାନ ଓ ଛତିଶଗଡ଼ରେ କ୍ଷମତାରେ ଥିଲେ ମଧ୍ୟ ଏଥର ବିଜେପି ଠାରୁ ହାରିଛି। ବର୍ତ୍ତମାନ ଯାଏ ଗଣତି ଶେଷ ହୋଇ ନଥିଲେ…

ରେଜଲ୍ଟ ପୂର୍ବରୁ ଶୁଭେଚ୍ଛା ଜଣାଇ ନିଲମ୍ବିତ ହେଲେ ତେଲେଙ୍ଗାନା ଡିଜିପି

ରେଜଲ୍ଟ ନ ଆସୁଣୁ ଉତ୍ସାହର ସହ ପ୍ରାର୍ଥୀଙ୍କୁ ଜଣାଇଲେ ଶୁଭେଚ୍ଛା। ରୋକି ପାରିଲେନି ନିଜ ଏକ୍ସାଇଟ୍‌ମେଣ୍ଟ। ହାତରେ ଫୁଲତୋଡା ଧରି ଘରେ ପହଞ୍ଚି ଯାଇଥିଲେ। ଏଭଳି କରିବା ଏବେ ତାଙ୍କୁ ମହଙ୍ଗା ପଡିଛି। ଶେଷରେ ନିଲମ୍ବିତ ହୋଇଛନ୍ତି ତେଲେଙ୍ଗାନା ଡିଜିପି ଅଞ୍ଜନୀ…

ଖାତା ଖୋଲିପାରିନି ଆମ୍ ଆଦ୍‌ମୀ ପାର୍ଟି, ଦେଇଥିଲା ୨୦୦ଟି ଆସନରେ ପ୍ରାର୍ଥୀ

ଘନଘନ ପ୍ରଚାର। ମାଳ ମାଳ ରୋଡ୍‌ ଶୋ’। ମୌଦାନକୁ ଓହ୍ଲାଇଥିଲେ ହେଭିଓ୍ୱେଟ୍‌ ନେତା। ଏସବୁ ପରେ ବି ଖାତା ଖୋଲିପାରିନି ଆମ୍ ଆଦ୍‌ମୀ ପାର୍ଟି। ୪ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଭିତରେ ଉଭେଇ ଯାଇଛି ଅରବିନ୍ଦ କେଜ୍ରିଓ୍ୱାଲଙ୍କ ଦଳ। ମଧ୍ୟପ୍ରଦେଶ,…

ଏସ୍‌ସିବିକୁ ମହିଳାଙ୍କ ମୃତ ଶରୀର ଦାନ କଲେ ପରିବାର ଲୋକେ

ଡାକ ବିଭାଗର ଅବସରପ୍ରାପ୍ତ କର୍ମଚାରୀ ତାରାମଣି ବେହେରାଙ୍କ ଆଜି ସକାଳେ ପରଲୋକ ହୋଇ ଯାଇଛି । ୬୭ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ତାଙ୍କ ମରଶରୀରକୁ କଟକ ବଡ଼ ମେଡିକାଲକୁ ଦାନ କରିଛନ୍ତି ପରିବାର ଲୋକେ ।…