କାମାରେଡ୍ଡୀ ଆସନରେ କଡ଼ା ଟକ୍କର, ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଲେ ବିଜେପି ପ୍ରାର୍ଥୀ
ତେଲଙ୍ଗାନାରେ କଂଗ୍ରେସ 63ଟି ଆସନରେ ଆଗରେ ରହିଛି। ବିଆରଏସ୍ ତା’ପଛରେ ରହିଛି। ଦଳ 40ଟି ଆସନରେ ଆଗରେ ରହିଛି। ବିଜେପି ମାତ୍ର 8ଟି ଆସନରେ ଆଗରେ ରହିଛି। କିନ୍ତୁ କାମାରେଡ୍ଡୀ ଆସନରେ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଘଟିଛି। ଏହି ଆସନରୁ…
