2024

ଡ୍ରଗ୍‌ସ ଟେଷ୍ଟିଙ୍ଗ ଲାବୋରେଟୋରୀ ଯୋଗୁ ଆମ ରାଜ୍ୟରେ ଉନ୍ନତମାନର ଔଷଧ ବିତରଣ ତ୍ୱରାନ୍ୱିତ ହୋଇପାରିବ-ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡିଶାରେ ୩ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଭୁବନେଶ୍ୱର ନିକଟସ୍ଥ ଗୋଠପାଟଣା ଠାରେ ସେଣ୍ଟ୍ରାଲ ଡ୍ରଗ୍‌ସ ଟେଷ୍ଟିଙ୍ଗ ଲାବୋରେଟୋରୀର ଉଦ୍‌ଘାଟନ କରିଥିବା ବେଳେ, ଖୋର୍ଦ୍ଧା ଜିଲ୍ଲା ବିଞ୍ଝଗିରି ଠାରେ କେନ୍ଦ୍ରୀୟ ଯୋଗ ଓ ପ୍ରାକୃତିକ ଚିକିତ୍ସା…

ୱାକଫ ପ୍ୟାନେଲ ମିଟିଂରେ ପୁଣି ହଙ୍ଗାମା

ନୂଆଦିଲ୍ଲୀ : ୱାକଫ(ସଂଶୋଧନ) ବିଲ୍‌ ଉପରେ ଯୁଗ୍ମ ସଂସଦୀୟ କମିଟି(ଜେପିସି) କରୁଥିବା ବୈଠକରେ ପୁଣିଥରେ ହଙ୍ଗାମା ଦେଖିବାକୁ ମିଳିଛି। ବିଧେୟକରେ ଦିଲ୍ଲୀ ୱାକଫ ବୋର୍ଡ ପରିବର୍ତ୍ତନକୁ ସମର୍ଥନ କରିବାରୁ ବିବାଦ ସୃଷ୍ଟି ହୋଇଥିବା ଜଣାପଡ଼ିଛି। ଦିଲ୍ଲୀ ୱାକଫ ବୋର୍ଡ ଆଡମିନଷ୍ଟ୍ରେଟର ଆଇଏଏସ…

ଭୟଙ୍କର ବସ ଦୁର୍ଘଟଣା, ଚାଲିଗଲା ୧୨ ଜୀବନ

ଜୟପୁର : ରାଜସ୍ଥାନର ସିକାରରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଗୋଟିଏ ଯାତ୍ରିବାହୀ ବସ୍‌ ଦ୍ରୁତଗତିରେ କଲଭର୍ଟରେ ପିଟି ହୋଇ ଛିନଛତ୍ର ହୋଇଯାଇଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ…

ହ୍ୱାଇଟ୍‌‌ ହାଉସରେ ଦୀପାବଳି ପାଳନ; ବାଇଡେନ କହିଲେ ‘ଏହା ମୋର ନୁହେଁ ଆପଣଙ୍କ ଘର’

ନୂଆଦିଲ୍ଲୀ: ନଭେମ୍ବର ୫ରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ଏହାପୂର୍ବରୁ ହ୍ୱାଇଟ୍‌‌ ହାଉସରେ ଦୀପାବଳୀ ପର୍ବ ପାଳନ କରିଛନ୍ତି ରାଷ୍ଟ୍ରପତି ଜୋ-ବାଇଡେନ୍‌‌। ଦୀପାବଳି ପର୍ବ ଅବସରରେ ଡେମୋକ୍ରାଟିକ ପାର୍ଟି ସଦସ୍ୟମାନେ ହିନ୍ଦୁମାନଙ୍କୁ ଆକୃଷ୍ଟ କରିବାରେ ଲାଗିପଡ଼ିଛନ୍ତି। ଏହି କ୍ରମରେ ସେମାବାର…

୨ଟି ନାମାଙ୍କନ ପତ୍ର ଦାଖଲ କଲେ ନୱାବ ମଲିକ

ମୁମ୍ବାଇ : ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ଅଜିତ ପାୱାରଙ୍କ ଏନସିପିର ନେତା ନୱାବ ମଲିକ ଆଜି ମୁମ୍ବାଇର ମନଖୁର୍ଦ ଶିବାଜୀ ନଗର ନିର୍ବାଚନ ମଣ୍ଡଳୀରୁ ୨ଟି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେ ଗୋଟିଏ ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବେ…

ଦାମୀ ବ୍ୟାଗକୁ ନେଇ ବିବାଦ ପରେ ମୁହଁ ଖୋଲିଲେ ଜୟା କିଶୋରୀ

ନୂଆଦିଲ୍ଲୀ : ଦୁଇ ଲକ୍ଷରୁ ଅଧିକ ଟଙ୍କାର ବ୍ୟାଗ ଧରି ସମାଜିକ ଗଣମାଧ୍ୟମରେ ସମାଲୋଚନାର ଶିକାର ହୋଇଥିବା ଆଧ୍ୟାତ୍ମିକ ପ୍ରବଚକ ଜୟା କିଶୋରୀ ମୁହଁ ଖୋଲିଛନ୍ତି। ସେ ବିବାଦ ଉପରେ ପ୍ରତିକ୍ରିୟା ରଖି ବଡ଼ କଥା କହିଛନ୍ତି। ଜୟା କିଶୋରୀ ଗୋଟିଏ…

ଆଉ ୩୨ ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ

ନୂଆଦିଲ୍ଲୀ : ବିମାନ ସେବା ପ୍ରଦାନକାରୀ ସଂସ୍ଥା ଏୟାର ଇଣ୍ଡିଆର ୩୨ଟି ବିମାନକୁ ଗୋଟିଏ ସମୟରେ ଆସିଛି ବୋମା ଧମକ। ଦେଶର ବିଭିନ୍ନ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଓ ପ୍ରତିଷ୍ଠାନକୁ ବୋମା ବିସ୍ଫୋରଣର ଧମକ ମିଳିବା ଘଟଣା ହଇଚଇ ସୃଷ୍ଟି…

କିଶୋର ସନ୍ଥ ଅଭିନବ ଆରୋରାଙ୍କ ପଛରେ ପଡ଼ିଛି ବିଷ୍ଣୋଇ ଗ୍ୟାଙ୍ଗ୍‌, ହତ୍ୟା ଧମକ ପରେ ଦିଆଗଲା ସୁରକ୍ଷା

ନୂଆଦିଲ୍ଲୀ : କିଶୋର ସନ୍ଥ ତଥା ଆଧ୍ୟାତ୍ମିକ ବକ୍ତା ୧୦ ବର୍ଷୀୟ ଅଭିନବ ଆରୋରାଙ୍କ ସମସ୍ୟା ଥମିବାର ନାଁ ନେଉନାହିଁ। ନିକଟରେ ସ୍ବାମୀ ରାମଭଦ୍ରାଚାର୍ଯ୍ୟ ତାଙ୍କୁ ମଞ୍ଚରୁ ହଟାଇ “ମୂର୍ଖ” କହିବା ପରେ ବିବାଦ ଦେଖାଦେଇଥିଲା। ଏବେ ଅଭିନାବଙ୍କ ପାଇଁ ଉଭା…

ସୀମାରୁ ସେନା ପ୍ରତ୍ୟାହାର ସହ ଭିତ୍ତିଭୂମି ହଟାଇଲେ ଭାରତ ଓ ଚାଇନା

ନୂଆଦିଲ୍ଲୀ : ଭାରତ ଓ ଚାଇନା ସେନା ମଧ୍ୟରେ ଚାଲିଥିବା ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ଆପତତଃ ଶେଷ ହୋଇଛି। ଦୁଇ ଦେଶ ପରସ୍ପର ସହ ଆଲୋଚନା କରି ପୂର୍ବ ଲଦାଖର ଦେପାଙ୍ଗ ଓ ଡେମଚୋକ ଅଞ୍ଚଳରେ ଉତ୍ତେଜନା ହ୍ରାସ କରିବାକୁ ନିଷ୍ପତ୍ତି…

ନୈମ କ୍ୱାସୀମ ହେଜବୁଲ୍ଲାର ନୂଆ ମୁଖ୍ୟ

ତେହେରାନ : ଇରାନ ସମର୍ଥିତ ସଂଗଠନ ହେଜବୁଲ୍ଲାର ନୂଆ ମୁଖ୍ୟ ଭାବେ ଚୟନ ହୋଇଛନ୍ତି ନୈମ କ୍ୱାସୀମ। ବର୍ତ୍ତମାନ ସେ ହେଜବୁଲ୍ଲାର ଉପ ମହାସଚିବ ଓ ସେକେଣ୍ଡ ଇନ କମାଣ୍ଡ ଭାବେ କାମ କରୁଛନ୍ତି। ବରିଷ୍ଠ ଓ ଅଭିଜ୍ଞତା ଦୃଷ୍ଟିରୁ ସେ…