ଏକ୍ଜିଟ୍ ପୋଲ ଫଳାଫଳ ଭୁଲ୍ ପ୍ରମାଣିତ, ହରିୟାଣାରେ ତୃତୀୟଥର ଲାଗି ବିଜେପି ସରକାର
ଚଣ୍ଡିଗଡ,୮।୧୦: ହରିୟାଣା ବିଧାନସଭା ନିର୍ବାଚନର ଫଳାଫଳ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଲଗାତାର ତୃତୀୟ ଥର ପାଇଁ ରାଜ୍ୟରେ ସରକାର ଗଠନ କରିବାକୁ ଯାଉଛି। ଏହି ଫଳାଫଳ ହରିୟାଣା ସମ୍ବନ୍ଧୀୟ ସମସ୍ତ ଏକଜିଟ ପୋଲ ମଧ୍ୟ ଭୁଲ ପ୍ରମାଣିତ କରିଛି। ଏକଜିଟ ସର୍ଭେରେ…
