2024

ଆଇପିଏସ୍ ଅରୁଣ ଷଡ଼ଙ୍ଗୀଙ୍କୁ ମିଳିଲା ଭିଆରଏସ୍ ଅନୁମତି

ଭୁବନେଶ୍ୱର: ପୂର୍ବତନ ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀଙ୍କୁ ମିଳିଛି ଭିଆରଏସ୍ ଅନୁମତି। ସେ ୧୯୯୦ ବ୍ୟାଚ ଆଇପିଏସ୍ ହୋଇଥିବା ବେଳେ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେବା ପାଇଁ ରାଜ୍ୟ ସରକାର ତାଙ୍କୁ ଆଜି ଅନୁମତି ଦେଇଛନ୍ତି । ଫଳରେ ସେ…

ତିନିଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭୁବନେଶ୍ବର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜିଠୁ ତିନିଦିନିଆ ଦିଲ୍ଲୀ ଗସ୍ତରେ ଯିବେ। ଦିଲ୍ଲୀରେ ମାଓ ମୁକାବିଲାକୁ ନେଇ ଗୃହମନ୍ତ୍ରୀ ଅମିତ୍ ଶାହା ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ ଦେବେ ଯୋଗ ଦେବେ ସେ। ଏହା ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ…

ମା କଟକ ଚଣ୍ଡୀଙ୍କ ଷୋଡଶ ଦିନାତ୍ମକ ପୂଜା, ଜମୁଛି ଭକ୍ତଙ୍କ ଭିଡ଼

କଟକ : ଚାଲିଛି ମା କଟକ ଚଣ୍ଡୀଙ୍କ ଷୋଡଶ ଦିନାତ୍ମକ ପୂଜା । ନବରାତ୍ର ପୂଜାର ଚତୁର୍ଥ ଦିନରେ ମା କଟକ ଚଣ୍ଡୀ ହରଚଣ୍ଡୀ ବେଶରେ ଦର୍ଶନ ଦେଉଛନ୍ତି । ଗତକାଲି ମା ଷୋଡଶୀ ବେଶରେ ଦର୍ଶନ ଦେଇଥିଲେ। ହୋମପାଠ, ଯଜ୍ଞ…

ଏକ୍‌ଜିଟ୍ ପୋଲ : ଜମ୍ମୁ-କଶ୍ମୀରରେ କୌଣସି ଦଳକୁ ଆବଶ୍ୟକ ମ୍ୟାଜିକ ନମ୍ବର ମିଳିବ ନାହିଁ

ନୂଆଦିଲ୍ଲୀ,୫।୧୦:ପ୍ରାୟ ୧୦ବର୍ଷ ପରେ ଜମ୍ମୁ କଶ୍ମୀରରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ହୋଇଛି। ଏଠାରେ ୯୦ଟି ବିଧାନସଭା ଆସନ ପାଇଁ ତିନୋଟି ପର୍ଯ୍ୟାୟରେ ନିର୍ବାଚନ ହୋଇଛି। ଅକ୍ଟୋବର ୮ରେ ଭୋଟ ଫଳାଫଳ ପ୍ରକାଶ ପାଇବ, କିନ୍ତୁ ଏହାପୂର୍ବରୁ ଏକଜିଟ ପୋଲ ଓ…

୧୨ଟି ଜିଲ୍ଲାକୁ ସତର୍କତା, କୋହଲା ପବନ ସହ ହେବ ବଜ୍ରପାତ

ଭୁବନେଶ୍ବର : ରାଜ୍ୟର ୧୨ଟି ଜିଲ୍ଲାକୁ ଆସନ୍ତା ୨୪ ଘଣ୍ଟା ପାଇଁ ପାଣିପାଗ ବିଭାଗ ସତର୍କତା ଜାରି କରିଛି । ସେହି ସବୁ ଜିଲ୍ଲାର ଅଧିକାଂଶ ସ୍ଥାନରେ କୋହଲା ପବନ ବହିବା ସହ ବଜ୍ରପାତ ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି…

ଓଡ଼ିଶାରେ ଅନୁଷ୍ଠିତ ହେବ ୩୫ତମ ଇଷ୍ଟ ଜୋନ୍‌ ଜୁନିୟର ଆଥଲେଟିକ୍ସ ଚମ୍ପିୟାନସିପ୍

ଭୁବନେଶ୍ୱର: ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗ, ଓଡ଼ିଶା ଆଥଲେଟିକ୍ସ ଆସୋସିଏସନ୍‌ ଏବଂ ଆଥଲେଟିକ୍ସ ଫେଡେରେସନ୍‌ ଅଫ୍ ଇଣ୍ଡିଆର ମିଳିତ ଆନୁକୂଲ୍ୟରେ ଆସନ୍ତା ଅକ୍ଟୋବର ମାସ ୦୭ ତାରିଖଠାରୁ ୦୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ୍ ଠାରେ ୩୫ତମ ଇଷ୍ଟଜୋନ୍‌…

ଓଡ଼ିଶାରାଜ୍ୟ ସଡ଼କନୀତି ପ୍ରସ୍ତୁତି ପାଇଁ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ବୈଠକ

ଭୁବନେଶ୍ୱର: ରାଜ୍ୟରେ ପୂର୍ତ୍ତ, ଜଳ ସଂପଦ,ଗ୍ରାମ୍ୟ ଉନ୍ନୟନ,ନଗର ଉନ୍ନୟନ, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ସମେତ ଜାତୀୟ ରାଜପଥ କର୍ତ୍ତୃପକ୍ଷଆଦି ଦ୍ୱାରା ନିର୍ମିତ ହୋଇଥିବା ଓ ନିର୍ମାଣ ହେବାକୁ ଥିବା ସଡକ ନେଟ୍‌ୱାର୍କର ସଫଳ କାର୍ଯ୍ୟକାରିତା ସଂପର୍କରେ ଓଡ଼ିଶା ରାଜ୍ୟ…

ଏଥର ରାବଣ ପୋଡ଼ିରେ କଟକରେ ହେବନି ବାଣ ପ୍ରତିଯୋଗିତା

କଟକ : କଟକରେ ଏଥର ରାବଣ ପୋଡ଼ିରେ ହେବ ନାହିଁ ବାଣ ପ୍ରତିଯୋଗିତା। ସୁରୁଖୁରୁରେ ରାବଣ ପୋଡ଼ି ଉପରେ ଗୁରୁତ୍ୱାରୋପ କରିଛନ୍ତି ହାଇକୋର୍ଟ । କେବଳ ପରିବେଶକୁ ସୁହାଇଲା ଭଳି ରଙ୍ଗୀନ ବାଣ ବ୍ୟବହାର ପାଇଁ ଆଡଭୋକେଟ୍ କମିଟି ପ୍ରସ୍ତାବ ଦେଇଛି।…

୨ ଦିନ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରତ୍ୟେକ ସୋମବାର ଭୁବନେଶ୍ୱରରେ ଲୋକଙ୍କ ଅଭିଯୋଗ ଶୁଣୁଥିବା ବେଳେ ଏହି ଶିବିର ୨ ଦିନ ବନ୍ଦ ରହିବ। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଅକ୍ଟୋବର…

ବଦଳିଲା ମାଆ ଶାରଳା ମନ୍ଦିର ଘିଅ

ଜଗତସିଂହପୁର : ଶାରଳା ମନ୍ଦିରରେ ବଦଳିଲା ଘିଅ। ଗଚ୍ଛିତ ଘିଅକୁ ଫେରସ୍ତ ପରେ ଓମ୍‌ଫେଡରୁ ଆସିଲା ୧୫ ଟିଣ ଘିଅ। ସେହି ଘିଅରେ ପ୍ରସାଦ ଦିଆରି ହେବ। ଏନେଇ ସୂଚନା ଦେଇଛନ୍ତି ଶାରଳା ମନ୍ଦିର ନିର୍ବାହୀ ଅଧିକାରୀ ପ୍ରତାପ ଜେନା। ଶ୍ରୀ…