ଶତାୟୁ ବାଙ୍ଗିରିପୋଷି ଷ୍ଟେସନର ନବୀକରଣ କାର୍ଯ୍ୟର ସମୀକ୍ଷା କଲେ ରେଲୱେ ଜିଏମ୍
ବାରିପଦା : ଦକ୍ଷିଣ-ପୂର୍ବ ରେଳବାଇ ଜିଏମ୍ ଅନୀଲ କୁମାର ମିଶ୍ର ଆଜି ଏକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ବାରିପଦା ଦେଇ ବାଙ୍ଗିରିପୋଷି ଅଭିମୁଖେ ଯାଇଛନ୍ତି। ତାଙ୍କ ସହିତ ଦକ୍ଷିଣ-ପୂର୍ବ ରେଳବାଇର ଡିଆରଏମ୍ ଓ ରେଳ ବିଭାଗର ବିଭିନ୍ନ ବିଭାଗୀୟ ଅଧିକାରୀ ମଧ୍ୟ…
