ଅବସର ନେବେ ମୁଖ୍ୟ ଶାସନ ସଚିବ, ପଦ ସମ୍ଭାଳିବେ ପତ୍ନୀ
ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେବେ ସ୍ୱାମୀ। ଏହାପରେ ଉକ୍ତ ପଦ ସମ୍ଭାଳିବେ ପତ୍ନୀ। ଏପରି ଏକ ରୋଚକ ଘଟଣା ଆସନ୍ତା ୩୧ ତାରିଖରେ କେରଳରେ ଦେଖିବାକୁ ମିଳିବ । କେରଳର ପ୍ରଶାସନିକ ଇତିହାସରେ ଏପରି ଘଟଣା ପ୍ରଥମ ଥର…
ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେବେ ସ୍ୱାମୀ। ଏହାପରେ ଉକ୍ତ ପଦ ସମ୍ଭାଳିବେ ପତ୍ନୀ। ଏପରି ଏକ ରୋଚକ ଘଟଣା ଆସନ୍ତା ୩୧ ତାରିଖରେ କେରଳରେ ଦେଖିବାକୁ ମିଳିବ । କେରଳର ପ୍ରଶାସନିକ ଇତିହାସରେ ଏପରି ଘଟଣା ପ୍ରଥମ ଥର…
ବଲାଙ୍ଗିର: ବଲାଙ୍ଗିର ଜେଲ୍ରେ ପୋଲିସ ବିଭାଗର ବଡ଼ଧରଣର ଚଢ଼ାଉ। ଜେଲ୍ରେ ଗାଙ୍ଗୱାର ଖବର ପ୍ରକାଶ ପରେ କରାଯାଇଛି ଚଢ଼ାଉ। ଏସ୍ପି ଋଷିକେଶ ଖିଲାରୀଙ୍କ ନେତୃତ୍ବରେ ବଡ଼ଧରଣର ଚଢ଼ାଉ କରାଯାଇଛି। ଏହି ଚଢାଉରେ ମାଜିଷ୍ଟ୍ରେଟଙ୍କ ସହ ୨ ପ୍ଲାଟୁନ୍ ପୋଲିସ ଫୋର୍ସ ଓ…
ଭୁବନେଶ୍ୱର : ରାଜ୍ୟରେ ବନ୍ଦ ହେବ ଡ୍ୟାନ୍ସ ବାର୍ । ଡ୍ୟାନ୍ସ ବାର୍ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି । ଡ୍ୟାନ୍ସ ବାର୍ ବନ୍ଦ ନେଇ ସୂଚନା ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଓଡ଼ିଆ ଅସ୍ମିତାକୁ ନେଇ ନୂଆ…
ଭୁବନେଶ୍ୱର: ଓଏସଆରଟିସି (OSRTC) ଚିଫ୍ ଆକାଉଣ୍ଟ ଅଫିସରଙ୍କ ଘରେ ଭିଜିଲାନ୍ସ ରେଡ୍। ଚିଫ୍ ଆକାଉଣ୍ଟ ଅଫିସର ବିଜୟ ମଙ୍ଗରାଜଙ୍କ ଘରେ ରେଡ୍। ଭୁବନେଶ୍ବରର ୬ଟି ଓ ବାରିପଦାର ଗୋଟିଏ ସ୍ଥାନରେ ଚାଲିଛି ଚଢ଼ାଉ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁକ୍ରେନ୍ ଦେଶର ରାଜଧାନୀ କିବରେ ପହଞ୍ଚିଛନ୍ତି। ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ନିମନ୍ତ୍ରଣକ୍ରମେ ପ୍ରଧାନମନ୍ତ୍ରୀ ମୋଦୀ ୟୁକ୍ରେନରେ ପହଞ୍ଚିଛନ୍ତି। ଜେଲେନସ୍କିଙ୍କୁ ଭେଟିବା ସମୟର ମୋଦୀ ତାଙ୍କୁ ଆଲିଙ୍ଗନ କରିଥିଲେ । ଆଉ କିଛି ସମୟ ପରେ…
ଭୁବନେଶ୍ୱର: ଆଗାମୀ ୪ ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନକୁ ବର୍ଷା ଆଲର୍ଟ। ହାଲୁକାରୁ ମଧ୍ୟମ ଧରଣ ସହ କିଛି ଜାଗାରେ ପ୍ରବଳ ବର୍ଷା ସମ୍ଭାବନା। ୨୪ ତାରିଖ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା। ଉପକୂଳ ସମେତ…
ଭୁବନେଶ୍ୱର: ହିଣ୍ଡେନବର୍ଗ ଅନୁସନ୍ଧାନ ରିପୋର୍ଟ ନେଇ ଗୁରୁବାର କଂଗ୍ରେସ ପକ୍ଷରୁ ଦେଶବ୍ୟାପୀ ଇଡ଼ି ଅଫିସ୍ ଘେରାଉ କରାଯାଇଛି। ଅଖିଳ ଭାରତ କଂଗ୍ରେସ କମିଟି ଆହ୍ୱାନକ୍ରମେ ଦେଶବ୍ୟାପୀ ପ୍ରବର୍ତ୍ତନ ନିର୍ଦେଶାଳୟ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କଂଗ୍ରେସ ପକ୍ଷରୁ କୁହାଯାଇଛି ଇଡ଼ି…
ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ପାତାଳି ଶ୍ରୀକ୍ଷେତ୍ରରେ ବୁଧବାର ରାତି ଦୁର୍ବୃତ୍ତମାନେ କଳାକନା ବୁଲାଇଛନ୍ତି। କବାଟ କାଟି ମହାପ୍ରଭୁଙ୍କ ହୁଣ୍ଡିରୁ ଟଙ୍କା ଲୁଟିବାନେଇ ବୀରମହାରାଜପୁର ଥାନାରେ ଅଭିଯୋଗ ହୋଇଛି। ପାତାଳି ଶ୍ରୀକ୍ଷେତ୍ରର ପୂଜକ ଗୁଣାକାର ପଣ୍ଡା ଆଜି…
ମାଲକାନଗିରି: ଛତିଶଗଡ ପୁଲିସ ନିକଟରେ ଆଉ ଜଣେ ହାର୍ଡକୋର ନକ୍ସଲ ଆତ୍ମସମର୍ପଣ କରିଛି। ଧମତରି ଜିଲ୍ଲା ଏସପି ଅଞ୍ଜନେୟ ବୈଷ୍ଣଙ୍କ ସମ୍ମୁଖରେ ସଂଗଠନର ଡେପୁଟି କମାଣ୍ଡର ଅଜୟ ଆତ୍ମସମର୍ପଣ କରିଛି। ଅଜୟକୁ ୨୬ ବର୍ଷ ହୋଇଥିବା ବେଳେ କାଂକେର ଜିଲ୍ଲା ବାସିନ୍ଦା।…
ଚିକିଟି : ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗୁରୁବାର ସନ୍ଧ୍ୟାରେ ବ୍ରହ୍ମପୁରସ୍ଥିତ ଏମ୍କେସିଜି ମେଡିକାଲ କଲେଜ ଗସ୍ତ କରି ଚିକିଟି ମଦ ଘଟଣାରେ ଅସୁସ୍ଥ ବ୍ୟକ୍ତିଙ୍କୁ ଭେଟି ସ୍ଵାସ୍ଥ୍ୟବସ୍ଥା ସଂପର୍କରେ ପଚାରି ବୁଝିଛନ୍ତି। ଏଥ୍ ସହିତ ଡାକ୍ତରଖାନାରେ…