2024

ଡାକ୍ତରଙ୍କ ସୁରକ୍ଷା ଲାଗି ନ୍ୟାସନାଲ ଟାସ୍କଫୋର୍ସ ଗଠିତ

ନୂଆଦିଲ୍ଲୀ : କଲକାତାରେ ଟ୍ରେନି ଡାକ୍ତରାଣୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ପରେ ଡାକ୍ତରଙ୍କ ସୁରକ୍ଷା ଲାଗି ଗଠନ ହୋଇଛି ନ୍ୟାସନାଲ ଟାସ୍କଫୋର୍ସ। ସୁପ୍ରିମକୋର୍ଟଙ୍କ ନୀରିକ୍ଷଣରେ ୧୦ଜଣିଆ ଟାସ୍କଫୋର୍ସ ଗଠନ କରାଯାଇଛି। ସିନିଅର ଓ ଜୁନିଅର ଡାକ୍ତରଙ୍କ ସୁରକ୍ଷାୂ ପାଇଁ ପରାମର୍ଶ…

ଲାଟେରାଲ ଏଣ୍ଟ୍ରି ବିଜ୍ଞାପନ ବାତିଲ କରିବାକୁ ୟୁପିଏସସିକୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଳୀ: ସଂଘ ଲୋକସେବା ଆୟୋଗ(ୟୁପିଏସସି) ଦ୍ଵାରା ଚାକିରିରେ ସିଧା ଭର୍ତ୍ତି ବିଜ୍ଞାପନକୁ ବାତିଲ କରିବା ପାଇଁ କେନ୍ଦ୍ର କାର୍ମିକ, ସାଧାରଣ ଅଭିଯୋଗ ଓ ପେନ୍‌ସନ୍‌ ବିଭାଗ ମନ୍ତ୍ରୀ ଜିତେନ୍ଦ୍ର ସିଂହ ଚିଠି ଲେଖିଛନ୍ତି। ବିଭିନ୍ନ କ୍ଷେତ୍ରରେ ସୁପ୍ରତିଷ୍ଠିତ ବ୍ୟକ୍ତି ବିଶେଷଙ୍କୁ ସିଧାସଳଖ…

ନିର୍ବାଚନ ପୂର୍ବରୁ ଦଳ ଛାଡ଼ିଲେ ପିଡିପିର ମୁଖ୍ୟ ମୁଖପାତ୍ର

ଶ୍ରୀନଗର : ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପୂର୍ବରୁ ପିଡିପିକୁ ଲାଗିଛି ଜବରଦସ୍ତ ଝଟକା। ଦଳର ମୁଖ୍ୟ ମୁଖପାତ୍ର ସୁହେଲ ବୁଖାରୀ ଆଜି ପିଡିପିକୁ ବାଏବାଏ କହିଛନ୍ତି। ବୁଖାରୀ ପିଡିପି ଛାଡ଼ିଥିବା ପିଟିଆକୁ କହିଥିଲେ ହେଁ ଏହାର କାରଣ ସମ୍ପର୍କରେ ଖୁଲାସା କରି…

ଆଇସିୟୁରେ ସୀତାରାମ ୟେଚୁରୀ

ନୂଆଦିଲ୍ଲୀ : ସିପିଆଇଏମ୍‌ର ସାଧାରଣ ସଚିବ ତଥା ବରିଷ୍ଠ ନେତା ସୀତାରାମ ୟେଚୁରୀ ଅସୁସ୍ଥ। ହଠାତ୍‌ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଛି। ତାଙ୍କୁ ତୁରନ୍ତ ଦିଲ୍ଲୀ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କୁହାଯାଉଛି ଯେ, ପୂର୍ବରୁ ତାଙ୍କୁ ଏମର୍ଜେନ୍ସି ୱାର୍ଡରେ ଭର୍ତ୍ତି…

ତୁଳସୀକ୍ଷେତ୍ର କେନ୍ଦ୍ରାପଡାରେ ଶ୍ରୀବଳଦେବଜୀଉଙ୍କ ଜନ୍ମୋତ୍ସବ

କେନ୍ଦ୍ରାପଡା : ତୁଳସୀକ୍ଷେତ୍ର କେନ୍ଦ୍ରାପଡା ଜିଲ୍ଲାର ଆରାଧ୍ୟଦେବତା ଶ୍ରୀବଳଦେବଜୀଉଙ୍କ ପବିତ୍ର ଜନ୍ମୋତ୍ସବ ଆଜି ଗହ୍ମାପୂର୍ଣ୍ଣିମାରେ ମହାସମାରୋହରେ ପାଳନ କରାଯାଇଛି । ମନ୍ଦିର ସେବାୟତ ମାନଙ୍କ ଦ୍ୱରା ଶ୍ରୀବଳଦେବଙ୍କ ଗୋପନୀୟ ଜନ୍ମନୀତି ସଂପାଦନ କରାଯିବା ପରେ ଅନ୍ୟାନ୍ୟ ନୀତିକାନ୍ତି ଆରମ୍ଭ ହୋଇଥିଲା ।…

ଅଜଣା ରୋଗରେ ମରୁଛନ୍ତି ଶହ ଶହ କୁକୁଡା, ଚିନ୍ତାରେ ଚାଷୀ

ପିପିଲି : ପିପିଲି ଅଞ୍ଚଳରେ ଅଜଣା ରୋଗରେ ଦୈନିକ ଶହ ଶହ ସଂଖ୍ୟାରେ ବ୍ରଏଲର କୁକୁଡା ମରୁଛନ୍ତି। ଏହାକୁ ନେଇ କୁକୁଡା ଚାଷୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିବା ବେଳେ କୁକୁଡା ମଡକର ପ୍ରକୃତ କାରଣ ସଂପର୍କରେ ଅଦ୍ୟାବଧି କୌଣସି ସୂଚନା ମିଳିପାରିନାହିଁ।…

ଆସନ୍ତା ବର୍ଷ ହେବ ଛାତ୍ର ସଂସଦ ନିର୍ବାଚନ

ଭୁବନେଶ୍ବର : ୨୦୨୫ରେ ହେବ କଲେଜ ଛାତ୍ର ସଂସଦ ନିର୍ବାଚନ। ଏନେଇ ରାଜ୍ୟ ଆଇନ ଓ ପୂର୍ତ୍ତ ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଛାତ୍ର ସଂସଦ ନିର୍ବାଚନ ସେପ୍ଟେମ୍ବର ମାସର ପ୍ରଥମ ସପ୍ତାହରେ…

ନବୀନ ନିବାସରେ ରକ୍ଷା ବନ୍ଧନ ଉତ୍ସବ, ରାଖୀ ବାନ୍ଧିଲେ ନବୀନ

ଭୁବନେଶ୍ୱର: ରକ୍ଷା ବନ୍ଧନ ଅବସରରେ ଆଜି ବିଭିନ୍ନ ଅନୁଷ୍ଠାନ, ଛାତ୍ରଛାତ୍ରୀ ଓ ସାଧାରଣ ଲୋକ ମାନେ ନବୀନ ନିବାସ ଆସି ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ ରାଖୀ ବାନ୍ଧି ଶୁଭେଚ୍ଛା ଜଣାଇଥିଲେ. ଶ୍ରୀ ପଟ୍ଟନାୟକ ମଧ୍ୟ ଶୁଭେଚ୍ଛା…

ରାଜ୍ୟ ଅତିଥି ଭବନରେ ରକ୍ଷାବନ୍ଧନ: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ରାକ୍ଷୀ ବାନ୍ଧିଲେ ଛାତ୍ରୀ

ଭୁବନେଶ୍ବର: ରାକ୍ଷୀ ବାନ୍ଧିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ରାଜ୍ୟ ଅତିଥି ଭବନରେ ଆୟୋଜିତ ରକ୍ଷାବନ୍ଧନ କାର୍ଯ୍ୟକ୍ରମରେ ସାମିଲ ହେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେଠାରେ ବିଭିନ୍ନ ସ୍କୁଲର ଛାତ୍ରୀମାନେ ଅତିଥି ଭବନରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କୁ ରାକ୍ଷୀ ବାନ୍ଧିଛନ୍ତି। ଏହାସହ ବିଭିନ୍ନ…

ପେଶାଦାର ଫଟୋଗ୍ରାଫରଙ୍କ ଆଭିମୁଖ୍ୟ ନିଆରା ହୋଇଥାଏ: ମନ୍ତ୍ରୀ

ଭୁବନେଶ୍ୱର: ଫଟୋ କଥା କୁହେ। ହେଲେ କଥାକୁହା ଫଟୋ ସମସ୍ତେ ଉଠାଇ ପାରିବେ ନାହିଁ। ବାହାଘର ଫଟୋ ସୁଟ୍‌ ସହଜ। ହେଲେ ପେଶାଦାର ଫଟୋଗ୍ରାଫରଙ୍କ ଆଭିମୁଖ୍ୟ ନିଆରା ହୋଇଥାଏ। ପେଶାଦାର ସାମ୍ବାଦିକମାନଙ୍କୁ ପ୍ରୋତ୍ସାହନ କରିବା ଦିଗରେ ରାଜ୍ୟ ସରକାର ନିଶ୍ଚିତ ଭାବେ…