2024

ଭି. କେ ପାଣ୍ଡିଆନଙ୍କ ହେଲିକପ୍ଟର ଗସ୍ତ ଓ ହେଲିପ୍ୟାଡ ନିର୍ମାଣର ତଦନ୍ତ କରାଯିବ: ପୂର୍ତ୍ତ ଓ ଆଇନ ମନ୍ତ୍ରୀ

ଭୁବନେଶ୍ବର:୨୦୨୪ ନିର୍ବାଚନ ବେଳେ ଓ ତା ପୂର୍ବରୁ ବିଜେଡି ନେତା ଭି. କେ ପାଣ୍ଡିଆନ ଏକ ସରକାରୀ ହେଲିକପ୍ଟରରେ ବୋଲି ପ୍ରଚାର କରୁଥିବାର ଦେଖିବାକୁ ମିଳିଥିଲା। ଏହାକୁ ନେଇ ଏବେ ରାଜ୍ୟରେ ବିଜେପି ସରକାର ଆକ୍ସନ ମୋଡକୁ ଆସିଛନ୍ତି। ଏନେଇ ରାଜ୍ୟ…

ଗାଡି ପାର୍କିଂକୁ ନେଇ ଡବଲ ମର୍ଡର ଘଟଣା: ବନ୍ଧା ହେଲେ ଦୁଇ ଅଭିଯୁକ୍ତ

ଭୁବନେଶ୍ୱର: ଗାଡି ପାର୍କିଂକୁ ନେଇ ଡବଲ ମର୍ଡର ଘଟଣାରେ ବନ୍ଧା ହେଲେ ଦୁଇ ଅଭିଯୁକ୍ତ। ଏୟାରଫିଲ୍ଡ ଥାନା ଅନ୍ତର୍ଗତ ହାଇଟେକ୍ ଆପାର୍ଟମେଣ୍ଟ ନିକଟ କଲ୍ୟାଣୀ ପ୍ଲାଜାରେ ଘଟିଥିଲା ଜଘନ୍ୟ ହତ୍ୟାକାଣ୍ଡ। ତେବେ ପୋଲିସ ଏହି ଘଟଣାରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ…

ପୂର୍ବତନ ବୈଦେଶିକ ମନ୍ତ୍ରୀ ନଟବର ସିଂହଙ୍କ ପରଲୋକ

ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ କେ. ନଟବର ସିଂହଙ୍କର ଶନିବାର ରାତିରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ହୋଇଥିଲା। ଦୀର୍ଘଦିନ ଧରି ନଟବର ସିଂହ ବାର୍ଦ୍ଧକ୍ୟଜନିତ ବିଭିନ୍ନ ରୋଗରେ ପୀଡ଼ିତ ଥିଲେ। କିଛି ଦିନ ତଳେ ତାଙ୍କୁ…

ବାଂଲାଦେଶୀ ସନ୍ଦେହରେ ୬ ଅଟକ ! ଘଟଣାସ୍ଥଳରେ ଉତ୍ତେଜନା

ବାସୁଦେବପୁର: ବାଂଲାଦେଶରେ ହିଂସା ଚାଲିଥିବା ବେଳେ ଭାରତକୁ ଅନୁପ୍ରବେଶ ଭୟ ବଢ଼ିଛି। ବିଶେଷ କରି ଜଳ ପଥ ଦେଇ ବାଂଲାଦେଶୀ ଓଡ଼ିଶାକୁ ପଶି ଆସିବା ଭୟ ରହିଛି । ଏଥିପାଇଁ ସମୁଦ୍ର ପଥ ଉପରେ କଡ଼ା ନଜର ରଖାଯାଇଛି । ବାସୁଦେବପୁରରେ…

ପୋଲିସ ଉପରକୁ ଗୋରୁ ମାଫିଆଙ୍କ ଗୁଳିମାଡ଼

କେନ୍ଦୁଝର: ମୁଖ୍ୟନ୍ତ୍ରୀଙ୍କ ଜିଲ୍ଲାରେ ଗୋରୁ ମାଫିଆଙ୍କ ଆତଙ୍କରାଜ୍। ଗୋରୁ ଗାଡି ଅଟକାଇବାରୁ ପୁଲିସ ଉପରକୁ ଗୋରୁ ମାଫିଆ ଗୁଳିମାଡ଼ କରିଥିବା ସୂଚନା ମିଳିଛି। କେନ୍ଦୁଝର ଜିଲ୍ଲା ପଣ୍ଡାପଡ଼ା ଥାନା ଅଞ୍ଚଳରେ ଘଟିଛି ଏହି ଘଟଣା। ସୂଚନା ଅନୁସାରେ ପଣ୍ଡାପଡ଼ା ଥାନା ପୋଲିସ…

ସବୁ ନଦୀର ସ୍ଥିତି ସ୍ବାଭାବିକ-, ମହାନଦୀର ଉପରମୁଣ୍ଡରେ ଜଳସ୍ତର କମୁଛି-ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ସବୁ ନଦୀର ସ୍ଥିତି ସ୍ବାଭାବିକ ରହିଛି ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ଚରଣ ମହାନ୍ତି ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ହୀରାକୁଦ ଜଳଭଣ୍ଡାର ଜଳସ୍ତର ୬୧୨ଫୁଟ ଉପରେ ରହିଛି। ମୁଣ୍ଡଳିରେ ସାଢ଼େ ୩…

ଜାତୀୟ କୃମିନାଶକ ଦିବସରେ ରାଜ୍ୟର ୧୯ଟି ଜିଲାରେ ଔଷଧ ବଣ୍ଟନ

ଭୁବନେଶ୍ୱର,୧୦ା୮: ଜାତୀୟ କୃମିନାଶକ ଦିବସ ପାଳନ ଅବସରରେ ଆଜି ରାଜ୍ୟର ୧୯ଟି ଜିଲାରେ କୃମିନାଶକ ଔଷଧ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଜିଲାଗୁଡ଼ିକରେ ୧ରୁ ୧୯ ବର୍ଷ ପର୍ଯ୍ୟନ୍ତ ବାଳକ, ବାଳିକା ଏବଂ ୨୦ରୁ ୨୪ ବର୍ଷ ପର୍ଯ୍ୟନ୍ତ ମହିଳାଙ୍କୁ…

ଆଳୁ ସମସ୍ୟା ଆହୁରି ୧୫ ଦିନ ରହିବ, ଏସ୍‌ମା ଲାଗୁ କରି ବଜାରକୁ ନିୟନ୍ତ୍ରଣ କରିବା ଜରୁରୀ: ବିଜେଡି

ଭୁବନେଶ୍ବର: ରାଜ୍ୟରେ ପ୍ରାୟ ୨ ସପ୍ତାହ‌ ହେଲା ଆଳୁକୁ ନେଇ ଚର୍ଚ୍ଚା ଜୋରଧରିଛି। ପଶ୍ଚିମବଙ୍ଗରୁ ସ୍ବାଭାବିକ ଭାବେ ଆଳୁ ଆମଦାନୀ ହୋଇପାରୁ ନଥିବାର ଗ୍ରାହକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ରାଜ୍ୟରେ ଆଳୁ ଦର ସବୁଠି ସମାନ ନାହିଁ। ଆଲୁ କିଲୋ…

ବିଜେଡି କାଉନ୍‌ସିଲରଙ୍କ ବିରୋଧରେ ୫ କୋଟି ଟଙ୍କାର ମାନହାନି ମୋକଦ୍ଦମା

ନୟାଗଡ : ନୟାଗଡ଼ ଜିଲ୍ଲା ଖଣ୍ଡପଡା ଏନ୍ଏସି ଅଧ୍ୟକ୍ଷା ଓ କାଉନସିଲରଙ୍କ ମଧ୍ୟରେ ଚାଲିଥିବା ବିବାଦ ରୋଚକ ମୋଡ଼ ନେଇଛି। NAC ଅଧ୍ୟକ୍ଷା ଆରତି ପ୍ରଧାନ ଓ ତାଙ୍କ ସ୍ୱାମୀ ବିଧାନ ଚନ୍ଦ୍ର ପ୍ରଧାନଙ୍କ ବିରୋଧରେ ବିଜେଡି କାଉନସିଲରଙ୍କ ଆପତ୍ତିଜନକ ମନ୍ତବ୍ୟ…

ସ୍ୱାଧୀନତା ଦିବସରେ ଆସିବ ‘ସୁଭଦ୍ରା’ ଏସ୍‌ଓପି

ଭୁବନେଶ୍ବର: ସୁଭଦ୍ରା ଯୋଜନା ଏସଓପି ଅଗଷ୍ଟ ୧୫ରେ ଆସିବ। ଏଥିରେ କିଏ ପାଇବେ, କିଏ ପାଇବେନି, ତାର ସ୍ପଷ୍ଟ ଚିତ୍ର ରହିବ। ସୁଭଦ୍ରା ଯୋଜନା ପାଇଁ ଆଧାର କାର୍ଡ ହିଁ ଯଥେଷ୍ଟ। ତେବେ ଉଚ୍ଚ ବର୍ଗର ଲୋକ ଏଥିରୁ ବାଦ ପଡିପାରନ୍ତି।…