ଇରାନ ଜବତ କରିଥିବା ଜାହାଜରୁ ଜଣେ ଆସିଲେ, ଆଉ ୧୬ ଭାରତୀୟ କେବେ ଆସିବେ?
ନୂଆଦିଲ୍ଲୀ : ଇସ୍ରାଏଲ ସହ ତିକ୍ତତା ମଧ୍ୟରେ ଇରାନ Strait of Hormuz ନିକଟରୁ ଜବତ କରିଥିବା ଜାହାଜରେ ଫସିଥିବା ଜଣେ ଭାରତୀୟ ମହିଳା ଆଜି ସ୍ୱଦେଶ ଫେରିଛନ୍ତି। ଇରାନ ଏପ୍ରିଲ ୧୩ରେ ଇସ୍ରାଏଲ ସହ ଜଡ଼ିତ ଗୋଟିଏ ପଣ୍ୟବାହୀ ଜାହାଜକୁ…
