ଅଧାବାଟରେ ଅଟକିଲେ ପ୍ରଭୁ ଶ୍ରୀଲିଙ୍ଗରାଜ, ଆସନ୍ତାକାଲି ପୁଣି ଗଡ଼ିବ ରୁକୁଣା ରଥ
ଭୁବନେଶ୍ବର: ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥ ମଙ୍ଗଳବାର ସନ୍ଧ୍ୟାରେ ପାପନାଶିନୀ ଛକ ନିକଟରେ ଅଟକିଛି। ବିଧି ରହିଛି ସୂର୍ଯ୍ୟାସ୍ତ ପରେ ରଥ ଟଣା ହୁଏନି। ତେଣୁ ଅଧା ରାସ୍ତାରେରଥ ଅଟକିଛି। ଅଧଘଣ୍ଟା ବିଳମ୍ବରେ ନୀତିକାନ୍ତ ଆରମ୍ଭ ହୋଇ ଦେଢ଼ଘଣ୍ଟା ବିଳମ୍ବରେ…
