2024

ଲୋକସଭା ନିର୍ବାଚନ: ପ୍ରାର୍ଥୀ ଘୋଷଣା କଲା ଆପ୍‌

ପାଖେଇ ଆସିଲାଣି ଲୋକସଭା ନିର୍ବାଚନ। ଆଉ ମାସକ ପରେ ପଡିପାରେ ଭୋଟ୍‌। ଏହାରି ଭିତରେ ଦିଲ୍ଲୀର ୪ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଆମ୍‌ ଆଦମୀ ପାର୍ଟି। ନୂଆ ଦିଲ୍ଲୀରୁ ସୋମନାଥ ଭାରତୀଙ୍କୁ ଆମ୍‌ ଆଦମୀ ପାର୍ଟି ପ୍ରାର୍ଥୀ…

ନାଲକୋ ସମ୍ପ୍ରସାରଣ କାମ ବେଳେ ଅଘଟଣ, ଲୁହା ରଡ୍ ପଡ଼ି ୨ ଶ୍ରମିକ ମୃତ

କୋରାପୁଟ: ନାଲ୍‌କୋ ସମ୍ପ୍ରସାରଣ କାମ ବେଳେ ଅଘଟଣ । ରଡ୍‌ ବାଇଣ୍ଡିଂ ଚାଲିଥିବା ବେଳେ ରଡ୍‌ ପଡ଼ି ୨ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି । ତିନି ଜଣ ଠିକା ଶ୍ରମିକ ଝାଡଖଣ୍ଡର ବୋଲି ସୂଚନା ମିଳିଛି । ମୃତକ ମଧ୍ୟରୁ…

ଇମ୍ରାନଙ୍କ ପାର୍ଟି କଲା ବିରୋଧ: ମରିୟମ ନୱାଜଙ୍କୁ ମୁଖ୍ୟମନ୍ତ୍ରୀ ସ୍ବୀକାର କରିବାକୁ ମନା କଲା

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାର୍ଟି ପିଟିଆଇ ମରିୟମ ନୱାଜଙ୍କୁ ମୁଖ୍ୟମନ୍ତ୍ରୀ ସ୍ବୀକାର କରିବାକୁ ମନା କରିଛି। ଏହା ସହିତ ଇମ୍ରାନଙ୍କ ଦଳ ପଞ୍ଜାବ ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ପାଇଁ ସମାନ୍ତରାଲ ବୈଠକ ଡକାଇବାକୁ ଯୋଜନା କରିଛି। ଏହି…

ରାଜ୍ୟରେ ମିଳିତ ସରକାର ନେଇ କେନ୍ଦ୍ର ନିଷ୍ପତ୍ତି ନେବ: ବିଜୟପାଲ ସିଂହ ତୋମାର

ଖୁବଶୀଘ୍ର ବିଜେପି ଘୋଷଣା କରିପାରେ ୧୦୦ ଲୋକସଭା ପ୍ରାର୍ଥୀଙ୍କ ନାମ। ଏହି ପ୍ରାର୍ଥୀ ତାଲିକାରେ ଓଡ଼ିଶାରୁ ୨ରୁ ୩ ଜଣଙ୍କ ନାଁ ରହିପାରେ। ଏହା କହିଛନ୍ତି ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂହ ତୋମାର। ଆଜିଠୁ ୨ଦିନିଆ ଓଡ଼ିଶା ଗସ୍ତରେ ଆସି…

ସିଦ୍ଧୁ ମୁସେଓ୍ୱାଲାଙ୍କ ପୂର୍ବତନ ସହଯୋଗୀଙ୍କୁ ଗୁଳିମାଡ଼

ଦିବଙ୍ଗତ ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେଓ୍ୱାଲାଙ୍କ ପୂର୍ବତନ ସହଯୋଗୀଙ୍କ ଉପରେ ଆଖିବୁଜା ଗୁଳିମାଡ। ପଞ୍ଜାବର ଫେମସ୍‌ ମ୍ୟୁଜିକ କମ୍ପୋଜର ତଥା ପ୍ରଡ୍ୟୁସର ବଣ୍ଟି ବେନ୍ସଙ୍କ ଉପରକୁ କିଛି ଅଜ୍ଞାତ ବନ୍ଧୁକଧାରୀମାନେ ମରଣାନ୍ତକ ଆକ୍ରମଣ କରିଛନ୍ତି। ସୂଚନା ମୁତାବକ, ବଣ୍ଟି ବେନ୍ସ ମହୋଲି…

ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ନକ୍ସଲ ନିହତ

ଟଳିଲେ ୪ ମାଓବାଦୀ । ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ନକ୍ସଲ ନିହତ । ଛତିଶଗଡ଼ର ବିଜାପୁର ଜିଲ୍ଲାର ତୁଙ୍ଗାଲି ଜଙ୍ଗଲରେ ଗୁଳିବିନିମୟ ହୋଇଛି । ଜବତ ହୋଇଛି ବନ୍ଧୁକ ସହ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ। ଏହି ଘଟଣା ପରେ ସଂପୃକ୍ତ…

ହିମାଚଳପ୍ରଦେଶରେ କ୍ରସ ଭୋଟିଂ ଆଶଙ୍କା ମଧ୍ୟରେ ବିଧାୟକଙ୍କ ଜରୁରୀକାଳୀନ ବୈଠକ ଡକାଇଲେ ମୁଖ୍ୟମନ୍ତ୍ରୀ ସୁଖୁ

ସିମଲା: ହିମାଚଳ ପ୍ରଦେଶ ବିଧାନସଭାର ବଜେଟ୍ ଅଧିବେଶନରେ ଆଜି ରୋମାଞ୍ଚକର ରାଜନୈତିକ ସ୍ଥିତି ଦେଖିବାକୁ ମିଳିଛି | ରାଜ୍ୟସଭା ଆସନ ପାଇଁ ଭୋଟ୍ ମଧ୍ୟରେ ଆଜି ବିଧାନସଭା ଭିତରେ ଶାସକ ଦଳ ପୂର୍ବ ଭଳି ଦୃଢ ସ୍ଥିତିରେ ନଥିବା ଜଣାପଡିଛି। ବାସ୍ତବରେ…

ନବୀନ ନିବାସରେ ଟିକେଟ ଆଶାୟୀ ଓ ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତାଙ୍କ ଭିଡ଼

ଭୁବନେଶ୍ୱର : ନବୀନ ନିବାସରେ ଗହଳି। ଟିକେଟ ଆଶାୟୀ ଓ ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତାଙ୍କ ଭିଡ଼। ନବୀନ ଓଡ଼ିଶା ଓ ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। କିଛିଦିନ ଭିତରେ ରାଜ୍ୟ ସରକାର ବିଭିନ୍ନ…

ଜାତିସଂଘ ସୁରକ୍ଷା ପରିଷଦ ଯୁଦ୍ଧ ରୋକିବାରେ ଅସଫଳ: ପରିବର୍ତ୍ତନ ଦାବି ଉଠାଇଲା ଭାରତ

ଜେନେଭା: ଭାରତ ପୁଣି ଥରେ ଜାତିସଂଘ ସୁରକ୍ଷା ପରିଷଦରେ ସାମ୍ପ୍ରତିକ ବିଶ୍ବ ସ୍ଥିତି ନେଇ ପ୍ରଶ୍ନ ଉଠାଇଛି। ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ରୁଚିରା କାମ୍ବୋଜ କହିଛନ୍ତି ଜାତିସଂଘ ସୁରକ୍ଷା ପରିଷଦ ଯୁଦ୍ଧ ରୋକିବାରେ ଅସଫଳ ହୋଇଛି। ଜାତିସଂଘ ସୁରକ୍ଷା ପରିଷଦ…

ତ୍ରୁଟି ମାନିଲେ ପରୀକ୍ଷା ନିୟନ୍ତ୍ରକ; ଯୁକ୍ତ ୨ ଫିଜିକ୍ସ ପିଲା ପାଇବେ ଗ୍ରେସମାର୍କ

ଭୁବନେଶ୍ୱର: ଯୁକ୍ତ ଦୁଇ ଫିଜିକ୍ସ ପରୀକ୍ଷାରେ ତ୍ରୁଟି ହୋଇଥିବା ସ୍ୱୀକାର କଲା ସିଏଚଏସଇ । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପରୀକ୍ଷା ନିୟନ୍ତ୍ରକ ଆଶୋକ ନାୟକ କହିଛନ୍ତି, ଆଉଟ ଅଫ୍ ସିଲାବସ୍ ନୁହେଁ, ଚଏସ୍ ଡେଫିସିଟ୍ ରହିଛି । ରେଗୁଲାର ଓ…