2024

ବିଜେଡି ଛାଡିଲେ ଦେବାଶିଷ ନାୟକ

ବିଜେଡି ଛାଡିଲେ ଦେବାଶିଷ ନାୟକ । ବରିର ପୂର୍ବତନ ବିଧାୟକ ଦେବାଶିଷ ନାୟକ ବିଜେଡିରୁ ଇସ୍ତଫା ଦେଇଛନ୍ତି । ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି । ଏନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖରୁ ପଠାଇଛନ୍ତି ଇସ୍ତଫାପତ୍ର…

ଜନ୍ମମାଟିରେ ଜମ୍ମୁ କାଶ୍ମୀରର ଓଡ଼ିଆ ପୁଲିସ୍ ଡିଜି

ଭୁବନେଶ୍ୱର: ରାଉରକେଲାରେ ଜମ୍ମୁ କାଶ୍ମୀରର ପୁଲିସ୍ ଡିଜି ରଶ୍ମୀରଞ୍ଜନ ସ୍ୱାଇଁ। ସେ ପ୍ରଥମ ଓଡ଼ିଆ ଭାବେ ଜମ୍ମୁ କାଶ୍ମୀରର ଡିଜି ବନିଛନ୍ତି । ତାଙ୍କ ଘର ରାଉରକେଲାର ସିଭିଲ୍ ଟାଉନ ସିଟିରେ । ଡିଜି ହେବା ପରେ ସେ ପ୍ରଥମଥର ପାଇଁ…

ମଙ୍ଗଳକୁ ହେଲିକପ୍ଟର ପଠାଇବ ଇସ୍ରୋ

ନୂଆଦିଲ୍ଲୀ: ଭାରତର ପରବର୍ତ୍ତୀ ମଙ୍ଗଳ ମିଶନରେ ହେଲିକପ୍ଟର ସାମିଲ ହେବାର ସମ୍ଭାବନା ରହିଛି। ଏହା ନାସାର ଇନଜେନିଟି ଡ୍ରୋନ ଆଧାରରେ ବିକଶିତ କରାଯିବ। ଭାରତୀୟ ମହାକାଶ ଗବେଷଣା ସଂଗଠନ(ଇସ୍ରୋ) ଏହାକୁ ନେଇ ଏକ ମହତ୍ତ୍ବାକାଂକ୍ଷୀ ପ୍ରକଳ୍ପ ଉପରେ କାର୍ଯ୍ୟ କରୁଛି। ଇସ୍ରୋ…

ଲୋକସଭା ନିର୍ବାଚନ ପାଇଁ ଖୁବଶୀଘ୍ର ପ୍ରାର୍ଥୀଙ୍କ ନାମ ଘୋଷଣା କରିବ ବିଜେପି

ଭୁବନେଶ୍ୱର : ସାଧାରଣ ନିର୍ବାଚନ ପାଇଁ ନିର୍ବାଚନ କମିସନ ତାରିଖ ଘୋଷଣା କରିବା ପୂର୍ବରୁ ଲୋକସଭା ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିବ ବିଜେପି । ଆସନ୍ତା ଗୁରୁବାର ଦଳ ପକ୍ଷରୁ ଶହେ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା…

୨୬ରେ କଂଗ୍ରେସର ଭୁବନେଶ୍ୱର ଚାଲ ଡାକରା

କେନ୍ଦୁଝରଗଡ଼: କେନ୍ଦ୍ରର ବିଜେପି ଓ ରାଜ୍ୟର ବିଜେଡି ଶାସନରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଥିବା ବେଳେ ଉଭୟ ସରକାରଙ୍କ କୁଶାସନ ଓ ବିଫଳତା ପ୍ରତିବାଦରେ ଆସନ୍ତା ୨୬ ତାରିଖରେ ରାଜ୍ୟ କଂଗ୍ରେସ ପକ୍ଷରୁ ସଚିବାଳୟ ଘେରାଉ ପରିପ୍ରେକ୍ଷୀରେ ଭୁବନେଶ୍ୱର ଚାଲ ଡାକରା…

ନିଜକୁ ନୌସେନା ଅଧିକାରୀ ପରିଚୟ ଦେଇ ଯୁବତୀଙ୍କୁ ଫସାଇଥିଲା ଯୁବକ, ବ୍ଲାକ୍‌ମେଲ କରି ଗିରଫ

ଭୁବନେଶ୍ବର: ମାଟ୍ରିମୋନି ସାଇଟ୍‌ରେ ନିଜକୁ ନୌସେନା ଅଧିକାରୀର ପରିଚୟ ଦେଇ ଜଣେ ଯୁବତୀଙ୍କୁ ବ୍ଲାକ୍‌ମେଲ କରିବା ମହଙ୍ଗା ପଡ଼ିଛି। ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡ଼ିଓ ଭାଇରାଲ କରି ଜଣେ ଯୁବକ ବନ୍ଧା ହୋଇଛି। ଗିରଫ ଅଭିଯୁକ୍ତର ନାମ ସୌମ୍ୟରଂଜନ ମିଶ୍ର।…

ରାଜ୍ୟବାସୀଙ୍କୁ ୬୬୦ କୋଟି ଟଙ୍କାର ନୂଆ କ୍ରୀଡ଼ା ଭିତ୍ତିଭୂମି ଉପହାର

ଭୁବନେଶ୍ବର: କେବଳ ବଡ଼ ବଡ଼ ପ୍ରତିଯୋଗିତା ଆୟୋଜନ କି ବିଶ୍ବସ୍ତରୀୟ ଷ୍ଟାଡିୟମ୍ ନିର୍ମାଣ ନୁହେଁ ତୃଣମୂଳସ୍ତରରୁ ଖେଳର ଉଡ଼ାଣ ଆରମ୍ଭ କରିବାକୁ ଓଡ଼ିଶା ସରକାର ଲାଗିପଡ଼ିଛନ୍ତି। ଏହି ଦୂରଦୃଷ୍ଟି ସମ୍ପନ୍ନ ଅଭିଯାନକୁ ଶୁକ୍ରବାର ନୂଆ ଉତ୍ସାହ ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

‘MV Debi ଜାହାଜ ଚୂଡ଼ାନ୍ତ ଫଇସଲା ନ ଆସିବା ଯାଏ ପାରାଦୀପ PICT ବର୍ଥରେ ହିଁ ରହିବ

କଟକ : ‘MV Debi ଜାହାଜ ଚୂଡ଼ାନ୍ତ ଫଇସଲା ନ ଆସିବା ଯାଏ ପାରାଦୀପ PICT ବର୍ଥରେ ହିଁ ରହିବ । ’ପାରାଦୀପ PICT ବର୍ଥରେ ଗତ ନଭେମ୍ବରରେ ବର୍ଥିଂ ହୋଇଥିବା MV Debi ସମ୍ପର୍କୀତ ଏକ ମାମଲାର ଶୁଣାଣି କରି…

ଅଚାନକ ଛୁଟିରେ ଗଲେ ବିଏମସି କମିଶନର, ରାଜେଶ ପ୍ରଭାକର ପାଟିଲଙ୍କୁ ଦାୟିତ୍ୱ

ଭୁବନେଶ୍ବର : ସାଧାରଣ ନିର୍ବାଚନ ପୂର୍ବରୁ ଅଚାନକ ଛୁଟିରେ ପଳାଇଗଲେ ଭୁବନେଶ୍ୱର ମହାନଗର ନିଗମ କମିଶନର ବିଜୟ ଅମୃତ କୁଲାଙ୍ଗେ । ତାଙ୍କ ବଦଳରେ ନୂଆ କମିଶନର ଭାବେ ୨୦୦୫ ବ୍ୟାଚ୍ ଆଇଏଏସ୍ ରାଜେଶ ପ୍ରଭାକର ପାଟିଲଙ୍କୁ ଦାୟିତ୍ୱ ନ୍ୟସ୍ତ ହୋଇଛି…

ପୁରୁଣାଗଡ଼ରେ ସ୍କିଲ୍ ଇଣ୍ଡିଆ ସେଣ୍ଟରର ଲୋକାର୍ପଣ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଦେବଗଡ଼: ଦେବଗଡ଼ ଜିଲ୍ଲା ପୁରୁଣାଗଡ଼ଠାରେ ସ୍କିଲ୍ ଇଣ୍ଡିଆ ସେଣ୍ଟରର ଲୋକାର୍ପଣ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏକବିଂଶ ଶତାବ୍ଦୀର ଯୁବକଯୁବତୀମାନଙ୍କୁ ସ୍ୱାବଲମ୍ବୀ ଓ ଆତ୍ମନିର୍ଭରଶୀଳ କରାଇବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ସ୍କିଲ୍ ଇଣ୍ଡିଆ ସେଣ୍ଟର ଖୋଲାଯାଇଛି। ଏହି ସେଣ୍ଟରରେ…