2024

୧୬୫ କୋଟି ଟଙ୍କା ଖର୍ଚ୍ଚ କରି ପଶୁ ଡାକ୍ତରଖାନା ନିର୍ମାଣ କଲେ ରତନ ଟାଟା

ନୂଆଦିଲ୍ଲୀ: ଦେଶର ଲୋକପ୍ରିୟ ଶିଳ୍ପପତି ରତନ ଟାଟା ଏବେ ତାଙ୍କର ଅନ୍ୟତମ ପ୍ରିୟ ପ୍ରକଳ୍ପ ସମାପ୍ତ କରିଛନ୍ତି। ଟାଟା ଗ୍ରୁପ୍ କ୍ରମାଗତ ଭାବରେ ସାମାଜିକ କଲ୍ୟାଣ ପାଇଁ ବିଭିନ୍ନ ଯୋଜନା ଚଳାଇଥାଏ | ବିଶେଷ କରି ତାଙ୍କର ଟାଟା ମେମୋରିଆଲ୍ ହସ୍ପିଟାଲ୍…

ପାକିସ୍ତାନ ନିର୍ବାଚନ : ଇମ୍ରାନ, ନଓ୍ବାଜ୍ ଲଢେଇରେ ଫାଇଦା ମାରିପାରନ୍ତି ବିଲାଓ୍ବଲ

ଇସ୍ଲାମାବାଦ : ପାକିସ୍ତାନରେ ହୋଇଥିବା ସାଧାରଣ ନିର୍ବାଚନରେ କୌଣସି ଦଳକୁ ସ୍ପଷ୍ଟ ବହୁମତ ନ ମିଳିବାର ସମ୍ଭାବନା ଦେଖାଯାଉଛି । ଫଳରେ ଦେଶରେ ଏକ ମିଳିତ ସରକାର ଗଠନ ହେବାର ସମ୍ଭାବନା ରହିଛି । ନିର୍ବାଚନ ଫଳାଫଳରେ ଇମ୍ରାନ ଖାଁଙ୍କ ଦଳ…

ସମୁଦ୍ରସାଥୀ ଯୋଜନା ଘୋଷଣା କଲେ ମମତା

କୋଲକାତା: ପଶ୍ଚିମବଙ୍ଗର ଧୀବରମାନଙ୍କ ପାଇଁ ଆଜି ଏକ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ | ଧୀବରମାନଙ୍କ ପାଇଁ ରାଜ୍ୟ ବଜେଟରେ ଏକ ସ୍ୱତନ୍ତ୍ର ଯୋଜନା ସମୁଦ୍ରସାଥୀ ଘୋଷଣା କରାଯାଇଛି। ରାଜ୍ୟ ଅର୍ଥ ରାଷ୍ଟ୍ର ମନ୍ତ୍ରୀ ଚନ୍ଦ୍ରମା ଭଟ୍ଟାଚାର୍ଯ୍ୟ ଗୁରୁବାର…

ମୌଲବୀଙ୍କୁ ଉଠାଇନେଲା ପୁଲିସ୍‌: ରାଜରାସ୍ତାରେ ସମର୍ଥକଙ୍କ ବିଶାଳ ବିକ୍ଷୋଭ, ପଥର ମାଡ଼

ଅଶାନ୍ତ ହୋଇପଡ଼ିଛି ଉତ୍ତର ପ୍ରଦେଶର ବରେଲୀ। ଇତେହାଦ-ଇ-ମିଲାତ କାଉନସିଲର ମୁଖ୍ୟ ତୌକୀର ରାଜା ଖାନଙ୍କ ହଜାର ହଜାର ସମର୍ଥକ ରାଜରାସ୍ତାକୁ ଓହ୍ଲାଇଛନ୍ତି। ପୁଲିସ ସେମାନଙ୍କୁ ଅଟକାଇବାରୁ ଦୁଇ ଗୋଷ୍ଠୀ ମଧ୍ୟରେ ଖଣ୍ଡଯୁଦ୍ଧ ଦେଖିବାକୁ ମିଳିଛି। ମୌଲବୀ ତୌକୀର ଜ୍ଞାନବ୍ୟାପୀ ମାମଲାରେ ଜେଲ…

ଏଥର ଭୋଟ୍ ଦେବେ ୯୭ କୋଟି ଭୋଟର!

ପାଖେଇ ଆସୁଛି ସମ୍ବିଧାନର ବଡ଼ ପର୍ବ ନିର୍ବାଚନ। ଏଥିପାଇଁ ସରଗରମ ହେଲାଣି ରାଜନୈତିକ ମୈଦାନ। ଏହାରି ମଧ୍ୟରେ ଭୋଟରଙ୍କ ସଂଖ୍ୟା ପ୍ରକାଶ କରିଛି ନିର୍ବାଚନ ଆୟୋଗ (ଇସି)। ଆୟୋଗ ପକ୍ଷରୁ ପ୍ରକାଶ ଏକ ରିପୋର୍ଟ ଅନୁସାରେ, ଏଥର ଲୋକସଭା ନିର୍ବାଚନରେ ପ୍ରାୟ…

ସ୍ତ୍ରୀକୁ ପାଇ ପୁଅ ବଦଳି ଯାଇଥିବା କହିଲେ ରବୀନ୍ଦ୍ର ଜାଡେଜାଙ୍କ ବାପା

ଭାରତୀୟ କ୍ରିକେଟ ଟିମର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ତାଙ୍କ ବାପାଙ୍କ ବିସ୍ଫୋରକ ସାକ୍ଷାତକାର ଉପରେ ପ୍ରତିକ୍ରିୟା ରଖିଛନ୍ତି। ପୁଅ ରବୀନ୍ଦ୍ର ଓ ବୋହୂ ରିଭାବାଙ୍କ ସହ ତିକ୍ତତା ରହିଛି। ରବୀନ୍ଦ୍ର ଜାଡେଜା ବାହା ହେବା ପରେ ବଦଳି ଯାଇଛନ୍ତି ବୋଲି ତାଙ୍କ…

ବିଦାୟୀ ଭାଷଣରେ କ୍ଷମା ମାଗିଲେ ରାଜ୍ୟସଭା ସାଂସଦ ଜୟା ବଚ୍ଚନ

ସମାଜବାଦୀ ପାର୍ଟିର ରାଜ୍ୟସଭା ସାଂସଦ ଜୟା ବଚ୍ଚନଙ୍କ କାର୍ଯ୍ୟକାଳ ସରିଛି। ଆଜି ରାଜ୍ୟସଭାରେ ତାଙ୍କର ଶେଷ ଦିନ ଥିଲା। ରାଜ୍ୟସଭାରୁ ବିଦାୟୀ ନେବା ବେଳେ ସମସ୍ତ ସଦସ୍ୟଙ୍କୁ କ୍ଷମା ମାଗିଛନ୍ତି ଜୟା। ମୁଁ ହଠାତ୍ ରାଗିଯାଏ, ହେଲେ କାହାକୁ ଆଘାତ ପହଞ୍ଚାଇବା…

ଜେଲରେ ଥିବା ବନ୍ଦୀ ହେଉଛନ୍ତି ଗର୍ଭବତୀ, ଜନ୍ମ ନେଲେଣି ୧୯୬ ଶିଶୁ

ପଶ୍ଚିମବଙ୍ଗରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ରାଜ୍ୟର ବିଭିନ୍ନ ଜେଲରେ ଥିବା ମହିଳା ବନ୍ଦୀମାନେ ଗର୍ଭବତୀ ହୋଇଥିବା କୁହାଯାଉଛି। ଏପରିକି ସେମାନଙ୍କ କୋଳରୁ ୧୯୬ ଶିଶୁ ମଧ୍ୟ ଜନ୍ମ ନେଇସାରିଲେଣି। ଏପରି ଏକ ସଙ୍ଗୀନ ମାମଲା ଉପରେ ଚିନ୍ତା ପ୍ରକଟ…

ଭାରତ ରତ୍ନ ପାଇବେ ଚୌଧୁରୀ ଚରଣ ସିଂହ, ପିଭି ନରସିଂହା ରାଓ ଓ ଏମଏସ୍ ସ୍ୱାମୀନାଥନ

ଭାରତ ରତ୍ନ ପାଇଁ ଆଉ ତିନି ଜଣଙ୍କ ନାମ ଘୋଷଣା କଲେ କେନ୍ଦ୍ର ସରକାର। ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହ, ପିଭି ନରସିଂହା ରାଓ ଏବଂ କୃଷି ବୈଜ୍ଞାନିକ ତଥା ସବୁଜ ବିପ୍ଳବର ଜନକ ଏମଏସ୍ ସ୍ୱାମୀନାଥନଙ୍କୁ ଭାରତ ରତ୍ନରେ…

ଷ୍ଟଣ୍ଟ ଦେଖାଇଲେ ପୁଲିସ୍‌ ବାବୁଙ୍କ ପୁଅ, ମାଡ଼ି ବସିବାରୁ ଏସିପିଙ୍କ ଉପରେ ଚଢ଼ାଇଦେଲେ ସ୍କର୍ପିଓ

ବିଚ୍‌ ରାସ୍ତାରେ ସ୍କର୍ପିଓରେ ଷ୍ଟଣ୍ଟ ଦେଖାଇଲେ ପୁଲିସ୍‌ ବାବୁଙ୍କ ପୁଅ। ରିଲ୍‌ ନିଶାରେ ଗାଡ଼ିକୁ କ୍ଷିପ୍ର ବେଗରେ ଉଡ଼ାଉଥିବାବେଳେ ମାଡ଼ି ବସିଲା ପୁଲିସ୍‌। ତଥାପି ଉତୁରିଲାନି ନିଶା। ପୁଲିସ୍‌ ଅଧିକାରୀ ତଥା ନିଜ ବାପାଙ୍କ ତାଗିଦ ପରେ ଗାଡ଼ି ଧରି ଘଟଣାସ୍ଥଳରୁ…