୮ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ସଇଁତଳା ତହସିଲ ଅମିନ
ସଇଁତଳା: ବଲାଙ୍ଗୀର ଜିଲ୍ଲା ସଇଁତଳା ତହସିଲରେ କାର୍ଯ୍ୟରତ ଅମିନ ନିର୍ମଳେନ୍ଦୁ କବି ଆଜି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ସଇଁତଳାର ନିରଞ୍ଜନ ସାହୁଙ୍କୁ ତାଙ୍କ ଜମି ଡିମାରକେସନ ବାବଦକୁ ଆଗରୁ ଅମିନ ନିର୍ମଳେନ୍ଦୁ କବି ପଇସା ଲାଞ୍ଚ ମାଗୁଥିଲେ। ଏ ନେଇ ବଲାଙ୍ଗୀର…
