2024

ଓଡ଼ିଶାରେ ପହଞ୍ଚିଲା ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରା

ଭୁବନେଶ୍ବର : ଝାଡ଼ଖଣ୍ଡରେ ଭାରତ ଯୋଡ଼ ନ୍ୟାୟ ଯାତ୍ରା ଶେଷ କରି ଓଡ଼ିଶାରେ ପହଞ୍ଚିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି। ଆଜି ଅପରାହ୍ନରେ ସେ ବୀରମିତ୍ରପୁରରେ ପହଞ୍ଚିଛନ୍ତି। ସେଠାରେ ତାଙ୍କୁ ରାଜ୍ୟ କଂଗ୍ରେସ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା। ରାଜ୍ୟ କଂଗ୍ରେସ…

ବହୁଚର୍ଚ୍ଚିତ ପରୀ ହତ୍ୟାକାଣ୍ଡ: ହତ୍ୟାକାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଦେଲେ ଅଦାଲତ

ନୟାଗଡ଼: ବହୁଚର୍ଚ୍ଚିତ ପରୀ ଦୁଷ୍କର୍ମ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ନୟାଗଡ଼ ଚିଲ୍‌ଡ୍ରେନ୍‌ସ କୋର୍ଟରେ ଦୋଷୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡା ମିଳିଛି। ଏଥି ସହିତ ଅଦାଲତ ଦୋଷୀକୁ ୬ ହଜାର ଟଙ୍କା ଦଣ୍ଡାଦେଶ ଦେଇଛନ୍ତି। ସରକାରୀ ଓକିଲ କହିଛନ୍ତି…

ରାଜ୍ୟ ସରକାରଙ୍କ ୪୧ ବିଭାଗରେ ଖାଲି ପଡ଼ିଛି ୯୮ ହଜାର ୩୪୮ ପଦବି

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଅଧିକାରୀଙ୍କ ମରୁଡ଼ି ପଡ଼ିଛି। ପଦବି ଖାଲି ଥାଇ ବି ସରକାର ଏହାକୁ ପୂରଣ କରୁନାହାନ୍ତି। ସରକାରୀ କାର୍ଯ୍ୟାଳୟରେ କେତେ ପଦବି ଖାଲି ପଡ଼ିଛି ସେନେଇ ବିଧାନସଭାର ବଜେଟ୍‌ ଅଧିବେଶନରେ ବିଜେପି ବିଧାୟକ ମୁକେଶ ମହାଲିଙ୍ଗଙ୍କ…

ଅସଦାଚରଣ କରି ବନ୍ଧା ହେଲେ ପଦାର୍ଥ ବିଜ୍ଞାନ ଅଧ୍ୟାପକ

ରେଢାଖୋଲ : ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ବନ୍ଧା ହେଲେ ପଦାର୍ଥ ବିଜ୍ଞାନ ଅଧ୍ୟାପକ। ଏପରି ଅଭିଯୋଗ ଆସିଛି ସମ୍ୱଲପୁର ଜିଲ୍ଲାରୁ। ସେପଟେ ଗିରଫ ଅଭିଯୁକ୍ତ କହୁଛନ୍ତି, କ’ଣ ହୋଇଛି ମୁଁ ଘଟଣା କିଛି ଜାଣିନାହିଁ। ନାକଟିଦେଉଳ ଥାନା ଅଞ୍ଚଳରେ ରହିଛି…

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ନାମଲେଖା ଏଣ୍ଟ୍ରାନ୍ସ ରେଜଲ୍ଡ ପ୍ରକାଶିତ

କଟକ : ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଏଣ୍ଟ୍ରାନ୍ସ ଟେଷ୍ଟ (OAVET)ର ଫଳାଫଳ ଆଜି ପ୍ରକାଶ ପାଇଛି। କଟକ ସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଚଳିତ ବର୍ଷ ଷଷ୍ଠରୁ ନବମ ଶ୍ରେଣୀରେ ନାମ ଲେଖାଇବା ପାଇଁ ହୋଇଥିଲା…

ବଜ୍ରପାତକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା ଦାବି; ରାଜ୍ୟସଭାରେ ପ୍ରସଂଗ ଉଠାଇଲେ ବିଜେଡି ସାଂସଦ

ନୂଆଦିଲ୍ଲୀ/ଭୁବନେଶ୍ବର: ବଜ୍ରପାତକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କରିବାକୁ ସଂସଦରେ ଦାବି ଉଠିଛି। ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ରାଜ୍ୟସଭାରେ ମଙ୍ଗଳବାର ଏହି ଦାବି ଉଠାଇଛନ୍ତି। ବଜ୍ରପାତ ଯୋଗୁଁ କେମିତି ଲୋକଙ୍କ ଜୀବନ ଯାଉଛି, ଆଇଏମଡିର ତଥ୍ୟକୁ ଉପସ୍ଥାପନ କରି ଏହାକୁ ପ୍ରାକୃତିକ…

ଛେଳି ପାଇଁ ଗଛରେ ଡାଳ କାଟିବା କାଳ ହେଲା; ୧୧କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମହିଳା ମୃତ

ଘୁ. ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ଅଞ୍ଚଳରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ସ୍ଥାନୀୟ ବ୍ଲକ ରଟିଙ୍ଗିଆ ପଞ୍ଚାୟତ ଡକେଡ଼ି ଗ୍ରାମର ଷ୍ଟିଫେନ ନାୟକଙ୍କ ସ୍ତ୍ରୀ ନିର୍ମଳା ନାୟକ ବୟସ(୬୨) ଅସାବଧନତା କାରଣରୁ ୧୧ କେଭି ବିଦ୍ୟୁତ୍ ତାର…

ପ୍ରସିଦ୍ଧ ଚନ୍ଦ୍ରଭାଗା ବୁଡ଼ ପାଇଁ ନୀତି ନିର୍ଘଣ୍ଟ

କୋଣାର୍କ : ଆସନ୍ତା ୧୬ ତାରିଖରେ ପଡୁଛି ପବିତ୍ର ମାଘ ସପ୍ତମୀ। ସେହିଦିନ ପ୍ରତ୍ୟୁଷରେ ହେବାକୁ ଥିବା ପ୍ରସିଦ୍ଧ ଚନ୍ଦ୍ରଭାଗା ବୁଡ ପାଇଁ ଆଜି ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦ୍ଵିତୀୟ ସମନ୍ୱୟ ବୈଠକ। ଏଥିରେ ତିନି ଠାକୁରଙ୍କ…

ମାଘରେ ବୈଶାଖର ଅନୁଭୂତି !

ଭୁବନେଶ୍ବର : ଆଜି ରାଜ୍ୟର ଅନେକ ସ୍ଥାନରେ ଦିନ ବେଳେ ପାଗର ମିଜାଜ ପୂରା ଅଲଗା ଥିଲା। ଖରା ଯେମିତି ହେଉଥିଲା, ଲାଗୁଥିଲା ଏହା ମାଘ ମାସ ନୁହେଁ, ବୈଶାଖ ଆରମ୍ଭ ହୋଇଗଲାଣି। ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ…

ଗୋଟିଏ ଦିନ ବଢିପାରେ ବଜେଟ୍ ଅଧିବେଶନ, ଆସିବ ୟୁପିଏ ସରକାରଙ୍କ ଆର୍ଥିକ ନୀତି ଉପରେ ଶ୍ବେତପତ୍ର !

ନୂଆଦିଲ୍ଲୀ: ସଂସଦର ଚଳିତ ବଜେଟ୍ ଅଧିବେଶନକୁ ଗୋଟିଏ ଦିନ ବୃଦ୍ଧି କରାଯାଇପାରେ। ପୂର୍ବ ମିଳିତ ପ୍ରଗତିଶୀଳ ମେଣ୍ଟ (ୟୁପିଏ) ସରକାରଙ୍କ ଅର୍ଥନୈତିକ ନୀତି ବିରୋଧରେ କେନ୍ଦ୍ର ସରକାର ଶ୍ୱେତପତ୍ର ଆଣିବେ ବୋଲି କୁହାଯାଉଛି। ସୂତ୍ରରୁ ପ୍ରକାଶ ଯେ ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ…