ହିଟ ଆଣ୍ଡ ରନ ଆଇନ: ଆଲୋଚନା ସଫଳ, ଆନ୍ଦୋଳନ ପ୍ରତ୍ୟାହାର କରିବ ଡ୍ରାଇଭର ସଂଘ
ନୂଆଦିଲ୍ଲୀ : କେନ୍ଦ୍ର ସରକାର ଓ ଆନ୍ଦୋଳନକାରୀ ଡ୍ରାଇଭରଙ୍କ ମଧ୍ୟରେ ଚାଲିଥିବା ଆଲୋଚନା ସଫଳ ହୋଇଛି। ନୂଆ ହିଟ୍ ଆଣ୍ଡ ରନ ଆଇନକୁ ବିରୋଧ କରି ଡ୍ରାଇଭରମାନେ ଦେଶବ୍ୟାପୀ କରୁଥିବା ଆନ୍ଦୋଳନ ପ୍ରତ୍ୟାହାର କରିବେ। ଏ ସମ୍ପର୍କରେ ସର୍ବଭାରତୀୟ ମୋଟର ପରିବହନ…