ଆହୁରି ଶକ୍ତିଶାଳୀ ହେବ ରାଜ୍ୟ ଅଗ୍ନିଶମ ବାହିନୀ, ସାମିଲ ହେବେ ଡଗ୍ ସ୍କ୍ବାଡ୍
ଭୁବନେଶ୍ବର ୨୮।୧୨: ରାଜ୍ୟ ଅଗ୍ନିଶମ ବାହିନୀରେ ସାମିଲ ହେବେ କେ-୯ ଡଗ୍ ସ୍କ୍ବାଡ୍ । ଦେଶରେ ପ୍ରଥମ ଥର ପାଇଁ ଅଗ୍ନିଶମ ବାହିନୀରେ ୧୦ଟି କୁକୁରଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ଏହି କୁକୁର ମାନେ କୌଣସି ପ୍ରାକୃତିକ ବିପର୍ଯ୍ୟୟ କିମ୍ବା ଭୂମିକମ୍ପ ସମୟରେ ମାଟିତଳେ ଫଶି ରହିଥିବା ଲୋକ ମାନଙ୍କୁ…
