ମେ’ ୬ରୁ ଓଜେଇଇ: ୩୩ଟି କେନ୍ଦ୍ରରେ ହେବ ପରୀକ୍ଷା

ଭୁବନେଶ୍ୱର: ଓଜେଇଇ ପରୀକ୍ଷା ପାଇଁ ତାରିଖ ଘୋଷଣା ହୋଇଛି। ଚଳିତ ମେ’ ୬ରୁ ଏହା ଆରମ୍ଭ ହୋଇ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ରାଜ୍ୟ ଭିତରେ ୩୦ଟି ଓ ରାଜ୍ୟ ବାହାରେ ୩ଟି କେନ୍ଦ୍ରରେ ଓଜେଇଇ ପରୀକ୍ଷା ହେବ। ଏଥିପାଇଁ ଆଜିଠାରୁ…

ଭୁବନେଶ୍ବରରେ ନବଜାତ ଶିଶୁର ମୃତଦେହ ଜାତୀୟ ରାଜପଥକଡ଼ କଣ୍ଟାବୁଦାରୁ ଉଦ୍ଧାର

ଭୁବନେଶ୍ବର: ପୁଣି ଥରେ ନବଜାତ ଶିଶୁ ଅଲୋଡ଼ା ହୋଇଛି। ରାଜଧାନୀ ଭୁବନେଶ୍ବରରେ ଏଭଳି ଘଟଣା ଦେଖିବାକୁ ମିଳିଛି। ମ‌ଞ୍ଚେଶ୍ବର ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥକଡ଼ ଏକ କଣ୍ଟାବୁଦାରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର ହୋଇଛି। ନବଜାତର ଜନ୍ମ ପରେ…

ନକଲି ସିମ୍ କାର୍ଡ଼ ରାକେଟର ପର୍ଦ୍ଦାଫାସ; ୪ ଗିରଫ

କେନ୍ଦୁଝର : ବଡ ଧରଣର ନକଲି ସିମ୍ କାର୍ଡ଼ ରାକେଟର ପର୍ଦ୍ଦାଫାସ କରିଛି କେନ୍ଦୁଝର ପୁଲିସ। ସାଇବର କ୍ରାଇମରେ ବ୍ୟବହୃତ ୫ଶହରୁ ଅଧିକ ନକଲି ସିମକାର୍ଡ ଜବତ ସହ ୪ ଜଣଙ୍କୁ ଗିରଫ କରିଛି କେନ୍ଦୁଝର ପୁଲିସ। କେନ୍ଦୁଝର ଏସପି ନୀତିନ…

କଂଗ୍ରେସ କରାଇଲା ବିଜେପି-ବିଜେଡି ବାହାଘର; ବାଜିଲା ସାହାନାଇ, ପଡ଼ିଲା ହାତଗଣ୍ଠି

ଭୁବନେଶ୍ବର :ତେଲଙ୍ଗାନାର ଥିଓରୀ ଓଡ଼ିଶାରେ ଆପଣାଇଛି କଂଗ୍ରେସ। ତେଲଙ୍ଗାନାରେ ବିଜେପି ଓ ବିଆରଏସ୍ ବିବାହ କରି କଂଗ୍ରେସ ଚର୍ଚ୍ଚାକୁ ଆସିଥିବା ବେଳେ ଏବେ ଓଡ଼ିଶାରେ ବିଜେଡିର ଓ ବିଜେପିର ବାହାଘର କରୁଛି। ଦୁଇ ରାଜନୈତିକ ଦଳ ବିଜେଡି ଓ ବିଜେପି ମଧ୍ୟରେ…

ପୋଲିଂ କର୍ମଚାରୀ ଯେଉଁଠି ଡ୍ୟୁଟି କରିବେ, ସେଇଠି ଦେବେ ଭୋଟ୍

ଭୁବନେଶ୍ବର : ପାଖେଇ ଆସିଲାଣି ସାଧାରଣ ନିର୍ବାଚନ । ଜୋରସୋରରେ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି। ଏହା ମଧ୍ୟରେ ସାଧାରଣ ନିର୍ବାଚନରେ ପୋଲିଂ ଅଧିକାରୀଙ୍କ ପାଇଁ ଆରମ୍ଭ ହୋଇଛି ନୂଆ ବ୍ୟବସ୍ଥା। ପୋଲିଂ ଦାୟିତ୍ୱରେ ଥିବା ସମସ୍ତ ଅଧିକାରୀ ଓ କର୍ମଚାରୀ ଯେଉଁଠାରେ…

ଲାଞ୍ଚ ନେଉଥିଲେ ଜିଏସଟି ଅଧିକାରୀ, ମାଡ଼ି ବସିଲା ସିବିଆଇ

ଭୁବନେଶ୍ବର : ଲାଞ୍ଚ ନେଉଥିଲେ ଜିଏସଟି ଅଧିକାରୀ, ମାଡ଼ି ବସିଲା ସିବିଆଇ। କେନ୍ଦ୍ରୀୟ GST ବରିଷ୍ଠ ଅଧିକାରୀ ଅମର କାନ୍ତ କୁମାର ଲାଞ୍ଚ ନେବା ବେଳେ ସିବିଆଇ ଅଧିକାରୀଙ୍କ ହାତରେ ଧରାପଡ଼ିଛନ୍ତି। କେନ୍ଦ୍ରୀୟ GST ବରିଷ୍ଠ ଅଧିକାରୀ ଅମର କାନ୍ତ କୁମାର।…

୩ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ : ଆଇଆଇଏମ୍‌ ସମ୍ବଲପୁରର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ

ଭୁବନେଶ୍ବର :  ଫେବ୍ରୁଆରୀ ୩ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଆଜି ଏହି ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଆଇଆଇଏମ୍‌ ସମ୍ବଲପୁରର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ। ଆଇଆଇଏମ୍‌…

ଅମୃତ କାଳରେ ଦେଶକୁ ନୂଆ ଉଚ୍ଚତାକୁ ନେବାର ସୁଯୋଗ ଆସିଛି : ରାଷ୍ଟ୍ରପତି

ନୂଆଦିଲ୍ଲୀ: ଦେଶ ଅମୃତ କାଳର ପ୍ରାରମ୍ଭିକ ସମୟରେ ଅଛି । ଦେଶକୁ ଏକ ନୂଆ ଉଚ୍ଚତାକୁ ନେବାକୁ ଆମ ହାତରେ ଏକ ସୁବର୍ଣ୍ଣ ସୁଯୋଗ ରହିଛି । ଏହି ଲକ୍ଷ୍ୟ ହାସଲ ପାଇଁ ପ୍ରତି ନାଗରିକଙ୍କ ଯୋଗଦାନ ଜରୁରୀ ବୋଲି କହିଛନ୍ତି…

ବିରୋଧ ପ୍ରଦର୍ଶନ କରୁଥିବା ଛାତ୍ରୀଙ୍କ ଚୁଟି ଧରି ଘୋଷାରି ନେଲା ପୁଲିସ

ହାଇଦ୍ରାବାଦ : ବିରୋଧ ପ୍ରଦର୍ଶନ କରୁଥିଲେ ଛାତ୍ରୀ। ଏହାକୁ ଅଟକାଇବାକୁ ଯାଇ ଛାତ୍ରୀଙ୍କ ଚୁଟି ଧରି ଘୋଷାରି ନେଲା ପୁଲିସ। ଏଭଳି କିଛି ଦୃଶ୍ୟ ସାମ୍ନାକୁ ଆସିଛ ତେଲଙ୍ଗାନାରୁ। ଯାହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କୁହାଯାଉଛି ଯେ…

ବିଜେପିକୁ ଫେରିଲେ କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟର

ବେଙ୍ଗାଲୁରୁ : ବିଜେପିକୁ ଫେରିଲେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟର। ଗତ ବର୍ଷ ଦଳ ଛାଡି କଂଗ୍ରେସରେ ଯୋଗ ଦେଇଥିବା ଏହି ବରିଷ୍ଠ ନେତା ଆଜି ପୁନର୍ବାର ବିଜେପିରେ ଯୋଗ ଦେଇଛନ୍ତି। 2023 କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପୂର୍ବରୁ ଦଳ…