ନଗଦ ୩.୩୨ ଲକ୍ଷ ଟଙ୍କା ଚୋବାଇ ପକାଇଲା ପୋଷା କୁକୁର

ନୂଆଦିଲ୍ଲୀ: ଆମେରିକୀୟ ପ୍ରଦେଶ ପେନ୍‌ସିଲ୍‌ଭେନିଆରେ ଗୋଟାଏ ପୋଷା କୁକୁର ନଗଦ ୪,୦୦୦ ଡଲାର୍‌ (ଭାରତୀୟ ମୁଦ୍ରାରେ ୩.୨ ଲକ୍ଷ ଟଙ୍କା) ଚୋବାଇ ପକାଇବାରୁ ତା’ର ମାଲିକଙ୍କୁ ହୃଦ୍‌ଘାତ ହେବା ପରି ଲାଗିଥିବା କଥା ‘ବିବିସି’ ରିପୋର୍ଟ କରିଛି। ରିପୋର୍ଟରେ ଉଲ୍ଲେଖ ଅଛି,…

ବିଜେଡିରୁ ବହିଷ୍କୃତ ହେଲେ ସମ୍ବଲପୁର ଜିଲ୍ଲା ଉପଦେଷ୍ଟା ପ୍ରମୋଦ ରଥ

ସମ୍ବଲପୁର  : ସମ୍ବଲପୁର ଜିଲ୍ଲା ବିଜେଡି ଉପଦେଷ୍ଟା ପ୍ରମୋଦ ରଥ ବହିଷ୍କୃତ । ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ବହିଷ୍କୃତ କରାଯାଇଛି । ଏହି ସୂଚନା ଦେଇଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ପୂର୍ବରୁ ପ୍ରମୋଦ ରଥଙ୍କ…

୨୦୨୪ରେ ଅବସର ନେବେ ୬୮ ରାଜ୍ୟସଭା ସାଂସଦ

ଚଳିତ ବର୍ଷ ସରିବାକୁ ଯାଉଛି ୬୮ ରାଜ୍ୟସଭା ସାଂସଦକଙ୍କ କାର୍ଯ୍ୟକାଳ। ଯେଉଁମାନଙ୍କ ମଧ୍ୟରେ ୯ ଜଣ କେନ୍ଦ୍ର ମନ୍ତ୍ରୀଙ୍କ ସମେତ ସର୍ବାଧିକ ୬୦ ଜଣ ବିଜେପି ସାଂସଦ ଅବସର ନେବେ। ରାଜ୍ୟସଭାରୁ ଅବସର ନେବା ପରେ ଅଧିକାଂଶ ଲୋକସଭା ନିର୍ବାଚନ ଲଢ଼ିବା ନେଇ ବେଶ୍ ଚର୍ଚ୍ଚା ହେଉଛି। ରିପୋର୍ଟ ମୁତାବକ,…

ପୁଣି ଅସୁସ୍ଥ ହେଲେ ପଦ୍ମଶ୍ରୀ କମଳା ପୂଜାରୀ, ଏସସିବିରେ ଭର୍ତ୍ତି

କଟକ: ପୁଣି ଅସୁସ୍ଥ ହେଲେ ପଦ୍ମଶ୍ରୀ କମଳା ପୂଜାରୀ । ପ୍ରଥମେ ତାଙ୍କୁ ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭର୍ତ୍ତି କରାଯାଇଥିବାବେଳେ ହେଲେ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ପରେ କଟକ ଏସସିବି କୁ ସ୍ଥାନାନ୍ତର କରାଯାଇଛି । ଏଠାରେ ତାଙ୍କୁ ନ୍ୟୁ…

୨୦୦ ତୋପ ବୋମା ନିକ୍ଷେପ କଲା ଉତ୍ତର କୋରିଆ

ସିଓଲ୍‌: ଆଜି ସକ‌ାଳେ ଉତ୍ତର କୋରିଆ ୨୦୦ରୁ ଅଧିକ ତୋପ ବୋମା (ଆର୍ଟିଲରି ସେଲ୍‌) ନିକ୍ଷେପ କରିବାରୁ ୟେଓନ୍‌ପିୟେଓଙ୍ଗ୍‌ ଦ୍ବୀପରୁ ଜନସ୍ଥାନାନ୍ତରଣ ପାଇଁ ଦକ୍ଷିଣ କୋରିଆ ନିର୍ଦେଶ ଦେଇଥିବା କଥା ‘ୟୋନ୍‌ହାପ୍‌’ ନିଉଜ୍‌ ‌ଏଜେନ୍‌ସି ରିପୋର୍ଟ କରିଛି। ଆଜି ସକାଳେ ଦକ୍ଷିଣ…

କାଲିଠୁ ସାତକୋଶିଆରେ କୁମ୍ଭୀର ଓ ପକ୍ଷୀ ଗଣନା

ଅନୁଗୁଳ : ଅନୁଗୁଳ ସାତକୋଶିଆ ଅଭୟାରଣ୍ୟ ମହାନଦୀ ଗଣ୍ଡରେ ଆଜିଠାରୁ ସପ୍ତାହେ ପର୍ଯ୍ୟନ୍ତ ପର୍ଯ୍ୟଟକମାନେ ବୋଟିଂ କରିପାରିବେନି। ସାତକୋଶିଆ ଅଭୟାରଣ୍ୟରେ ଥିବା ମହାନଦୀ ଗଣ୍ଡ ଓ ବିଭିନ୍ନ ଜଳାଶୟରେ କୁମ୍ଭୀର ଓ ପକ୍ଷୀ ଗଣନା ହେବ । ୬ ତାରିଖ ରୁ ୮ତାରିଖ…

କୁଖ୍ୟାତ ଅପରାଧୀ ବିନୋଦ ଉପାଧ୍ୟାୟ ଏନକାଉଣ୍ଟରରେ ସଫା

ଉତ୍ତର ପ୍ରଦେଶ ସ୍ପେଶାଲ ଟାସ୍କ ଫୋର୍ସ(ଏସଟିଏଫ)କୁ ବଡ ସଫଳତା। କୁଖ୍ୟାତ ଅପରାଧୀ ବିନୋଦ ଉପାଧ୍ୟାୟକୁ ଏନକାଉଣ୍ଟରରେ ନିପାତ କଲା ଏସଟିଏଫ୍ ଟିମ୍। ରାଜ୍ୟର ବିଭିନ୍ନ ଅଞ୍ଚଳରେ ଅପରାଧ ଘଟାଇ ଚାଲିଥିଲା ବିନୋଦ। ତା' ବିରୁଦ୍ଧରେ ବିଭିନ୍ନ ଥାନାରେ ଏକାଧିକ ମାମଲା ଥିବାବେଳେ ପୁଲିସ…

ହାଇଟେକ ହସ୍ପିଟାଲ ଦୁର୍ଘଟଣା: ମୃତ ବୋଲି ଘୋଷଣା ହୋଇଥିବା ଦିଲ୍ଲୀପ ଜୀବିତ!

ଭୁବନେଶ୍ୱର: ହାଇଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲରେ ଘଟିଥିବା ଏସି କମ୍ପ୍ରେସର ବିସ୍ଫୋରଣ ଘଟଣାରେ ଏକ ଅପ୍ରତ୍ୟାଶିତ ଘଟଣା ସାମ୍ନାକୁ ଆସିଛି। ମୃତ ବୋଲି କୁହାଯାଉଥିବା ପୀଡ଼ିତ ଦିଲୀପ ସାମନ୍ତରାୟ ଆଇସିୟୁରେ ଚିକିତ୍ସିତ ହେଉଥିବା ଜଣେ ରୋଗୀ ଆଶ୍ଚର୍ଯ୍ୟଜନକ ଭାବେ ଜୀବିତ…

ପୁଣି ହିନ୍ଦୁ ମନ୍ଦିରକୁ ଖଲିସ୍ତାନୀଙ୍କ ଟାର୍ଗେଟ; ଲେଖିଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ନାରା

ପୁଣି ବିଦେଶରେ ହିନ୍ଦୁ ମନ୍ଦିରକୁ ଟାର୍ଗେଟ। ଖଲିସ୍ତାନୀ ସମର୍ଥକମାନେ ଆମେରିକାର କାଲିଫର୍ନିଆରେ ଥିବା ଆଉ ଏକ ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା କରିଛନ୍ତି। ଏଥିସହ ମନ୍ଦିରରେ ଲାଗିଥିବା ବୋର୍ଡ ଉପରେ ଖଲିସ୍ତାନ ଜିନ୍ଦାବାଦ ଲେଖିଛନ୍ତି। କେବଳ ଏତିକି ନୁହେଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ମଧ୍ୟ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କଲେ ଦୁର୍ବୃତ୍ତ, ଲୁଟି ନେଲେ ୯୦ ହଜାର ଟଙ୍କା

କେନ୍ଦୁଝର  : ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । କେନ୍ଦୁଝର ଟାଉନ ଥାନା ପୁରୁଣା ବଜାର ଫିସରି ଅଫିସ୍ ନିକଟରେ ଯୁବକଙ୍କୁ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ । ଯୁବକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଆକ୍ରମଣ ପରେ ୯୦ ହଜାର ଟଙ୍କା ସହ…