January 2024

‘ବିଜେପି ମୋତେ ଗିରଫ କରିବାକୁ ଚାହୁଁଛି’

ନୂଆଦିଲ୍ଲୀ : ମଦ ଦୁର୍ନୀତି ମାମଲାରେ ବଢ଼ିବାରେ ଲାଗିଛି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ଅଡୁଆ। ଇଡି ତାଙ୍କ ଘରେ ଚଢ଼ାଉ କରି ତାଙ୍କୁ ଗିରଫ କରିବା ନେଇ ଆଶଙ୍କା କରାଯାଉଛି। ଏହାରି ଭିତରେ କେଜ୍ରିଓ୍ୱାଲ ବିଜେପି ବିରୋଧରେ ଆଣିଛନ୍ତି ବଡ଼…

ପୁଲିସ ମହାନିର୍ଦ୍ଦେଶକ, ପୁଲିସ ମହାନିରୀକ୍ଷକଙ୍କ ସର୍ବଭାରତୀୟ ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ଜାନୁଆରି ୬-୭ରେ ରାଜସ୍ଥାନର ଜୟପୁରସ୍ଥିତ ରାଜସ୍ଥାନ ଅନ୍ତର୍ଜାତୀୟ କେନ୍ଦ୍ରରେ ପୁଲିସ ମହାନିର୍ଦ୍ଦେଶକ/ ଆଇଜିଙ୍କ ସର୍ବଭାରତୀୟ ସମ୍ମିଳନୀ ୨୦୨୩ରେ ଯୋଗଦେବେ। ଜାନୁଆରି ୬ରୁ ୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ଦୁଇ ଦିନିଆ…

ମମତାଙ୍କୁ ଆମେ ଭିକ ମାଗୁନୁ…ବର୍ଷିଲା କଂଗ୍ରେସ

ନୂଆଦିଲ୍ଲୀ : ଇଣ୍ଡିଆ ମେଣ୍ଟରେ ସବୁ କିଛି ଠିକ୍ ଚାଲିନି। ସିଟ୍‌ ସେୟାରିଂକୁ ନେଇ ବିରୋଧୀ ଦଳଙ୍କ ମଧ୍ୟରେ ଚାଲିଛି ଛକାପଞ୍ଝା। ପଶ୍ଚିମବଙ୍ଗରେ କଂଗ୍ରେସ ମାତ୍ର ୨ଟି ସିଟ୍‌ ଅଫର୍ କରାଯାଇଥିବାକୁ ନେଇ ଟିଏମ୍‌ସି ଉପରେ ବର୍ଷିଛି କଂଗ୍ରେସ। ରିପୋର୍ଟ ମୁତାବକ,…

ଫସିଲେ ୨୦୦୭ ବିଶ୍ୱକପ ହିରୋ ଯୋଗିନ୍ଦର ଶର୍ମା, ରୁଜୁ ହେଲା ମାମଲା

ନୂଆଦିଲ୍ଲୀ : ପୂର୍ବତନ କ୍ରିକେଟର ତଥା ୨୦୦୭ ଟି-୨୦ ବିଶ୍ୱକପ ଫାଇନାଲର ହିରୋ ଯୋଗିନ୍ଦର ଶର୍ମାଙ୍କ ଅଡ଼ୁଆ ବଢ଼ିଛି। ତାଙ୍କ ନାଁରେ ହରିୟାଣା ପୁଲିସ୍‌ ଗୋଟିଏ ମାମଲା ରୁଜୁ କରିଛି। ଯୋଗିନ୍ଦରଙ୍କ ବ୍ୟତୀତ ଆଉ ୫ ଜଣଙ୍କ ନାଁରେ ବି ମାମଲା…

କଂଗ୍ରେସ ନେତା ପବନ ଖେଡାଙ୍କୁ ସୁପ୍ରିମ ଝଟ୍‌କା

ନୂଆଦିଲ୍ଲୀ : କଂଗ୍ରେସ ନୋତେ ପବନ ଖେଡାଙ୍କୁ ଝଟ୍‌କା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଅପମାନଜନକ ଟିପ୍ପଣୀ କରିବା ମାମଲାରେ ତାଙ୍କୁ ସୁପ୍ରିମକୋର୍ଟରୁ ଝଟ୍‌କା ଲାଗିଛି। ତାଙ୍କ ବିରୋଧରେ ହୋଇଥିବା ଏଫ୍‌ଆଇଆର୍‌ ତଥା ଅପରାଧିକ କାର୍ଯ୍ୟାନୁଷ୍ଠାନକୁ ରଦ୍ଦ କରିବାକୁ କୋର୍ଟ ମାନା…

ପୁଲିସ ଅଧିକାରୀଙ୍କ ମୃତଦେହ ମିଳିବା ଘଟଣା: କେମିତି ୪୮ ଘଣ୍ଟା ଭିତରେ ଧରାପଡ଼ିଲା ମୁଖ୍ୟ ଅଭିଯୁକ୍ତ

ଜଳନ୍ଧର : ଅର୍ଜୁନ ପୁରସ୍କାର ପ୍ରାପ୍ତ ଜଣେ ପୁଲିସ ଅଧିକାରୀଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାସ ହୋଇଛି। ପଞ୍ଜାବର ଜଲନ୍ଧର ପୁଲିସ୍‌ ମାତ୍ର ୪୮ ଘଣ୍ଟା ମଧ୍ୟରେ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳର ବ୍ୟବହାର କରି ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି।…

ସଚ୍ଚୋଟତାର ଦ୍ୱିତୀୟ ନାମ ହେଉଛି ଅରବିନ୍ଦ କେଜ୍ରିୱାଲ : ସୌରଭ ଭରଦ୍ବାଜ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ପ୍ରତିଭୂତି ନିର୍ଦ୍ଦେଶାଳୟ ବା ଇଡି ବାରମ୍ବାର ସମନ ପଠାଉଥିଲେ ବି ସେ ହାଜର ହେଉନାହାନ୍ତି । ଏହା ପରେ ଆପ୍ ପକ୍ଷରୁ ଆଶଙ୍କା କରାଯାଉଛି କି ତାଙ୍କୁ ଗିରଫ କରାଯାଇପାରେ । କିନ୍ତୁ କେଜ୍ରିଓ୍ବାଲଙ୍କୁ…

ଅସ୍ତିତ୍ବ ବଞ୍ଚାଇବାକୁ ଚାହୁଥିଲେ ପ୍ରଭୁ ଶ୍ରୀରାମଙ୍କୁ ନେଇ ଭୁଲ ବିବୃତି ଦିଅ ନାହିଁ; ବିରୋଧୀ ଦଳକୁ କହିଲେ ବାବା ରାମଦେବ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଅଯୋଧ୍ୟାରେ ଏକ ବିଶାଳ ରାମ ମନ୍ଦିର ନିର୍ମାଣ କରାଯାଉଛି। ଜାନୁଆରି ୨୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟାରେ ଭଗବାନ ଶ୍ରୀରାମଙ୍କ ମନ୍ଦିର ଉଦଘାଟନ କରିବେ। ଏହି ଉତ୍ସବ ପାଇଁ ଅନେକ ଭିଭିଆଇପିଙ୍କୁ ନିମନ୍ତ୍ରଣ କରାଯାଇଛି। ଏହା ବ୍ୟତୀତ ବିରୋଧୀଦଳର…

ଲୋହିତ ସାଗର ଜାହାଜ ଉପରେ ଆକ୍ରମଣ ବନ୍ଦ କର, ନଚେତ ପରିଣାମ ଭୋଗିବ: ହାଉତୀକୁ ସତର୍କ କଲା ଆମେରିକା

ୱାସିଂଟନ୍‌: ଲୋହିତ ସାଗ‌ରରେ ଯାତାୟାତ କରୁଥିବା ଜାହାଜଗୁଡ଼ିକ ଉପରେ ଆକ୍ରମଣ ବନ୍ଦ ନ କଲେ ସାମରିକ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବ ବୋଲି ବୁଧବାର ଦିନ ଯୁକ୍ତରାଷ୍ଟ୍ର ଆମେରିକା ଓ ତା’ର ୧୨ଟି ମିତ୍ର ରାଷ୍ଟ୍ର ହାଉତୀ ବିଦ୍ରୋହୀମାନଙ୍କୁ ସତର୍କ ବାଣୀ ଶୁଣାଇଛନ୍ତି।…

କଂଗ୍ରେସରେ ଯୋଗଦେଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ଭଉଣୀ ୱାଇ.ଏସ୍‌. ଶର୍ମିଲା

ନୂଆଦିଲ୍ଲୀ: ଆଜି ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ସାନଭଉଣୀ ତଥା ‘ୱାଇଏସ୍‌ଆର୍‌ ତେଲେଙ୍ଗାନା ପାର୍ଟି’ର ସଂସ୍ଥାପିକା ୱାଇ. ଏସ୍‌. ଶର୍ମିଲା କଂଗ୍ରେସ ପାର୍ଟିରେ ଯୋଗ ଦେଇଛନ୍ତି। ବୁଧବାର ଦିନ ଶର୍ମିଲା ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରିବା ପରେ କଂଗ୍ରେସରେ…