ନୂଆବର୍ଷ ପାର୍ଟି ସାରି ଫେରୁଥିବା ବେଳେ ଅଘଟଣ, ୬ ମୃତ

ରାଞ୍ଚି : ନୂଆବର୍ଷରେ ଘଟିଲା ଅଘଟଣ। ନ୍ୟୁ-ଇୟର୍‌ ପାଟ ସାରି ଫେରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହେଲା କାର୍‌। ଡିଭାଇଡର୍‌ରେ ପିଟି ହୋଇ ଚାଲିଗଲା ୬ ଜଣଙ୍କ ଜୀବନ। ଝାଡ଼ଖଣ୍ଡର ଜାମଶେଦପୁରରେ ଘଟିଛି ଏଭଳି କିଛି ଦୁର୍ଘଟଣା। ସୂଚନା ମୁତାବକ, ଜାମଶେଦପୁରର ବିଷ୍ଣୁପୁର…

କେନାଲ ନିକଟରୁ ମିଳିଲା ଅର୍ଜୁନ ପୁରଷ୍କାର ପ୍ରାପ୍ତ ଓ୍ୱେଟ୍‌ଲିଫ୍ଟରଙ୍କ ମୃତଦେହ

ନୂଆଦିଲ୍ଲୀ : କେନାଲ ନିକଟରୁ ମିଳିଲା ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ମୃତଦେହ। ସନ୍ଦିଗ୍ଧ ଅବସ୍ଥାରେ ୫୪ ବର୍ଷୀୟ ଡେପୁଟି ସୁପରିଟେଣ୍ତେଣ୍ଟ ଅଫ୍ ପୁଲିସ ଦଲବୀର ସିଂହ ଦେଓଲଙ୍କ ମୃତଦେହ ମିଳିଛି। ଦଳବୀର ସିଂହ ଜଣେ ଜଣାଶୁଣା ଓ୍ୱେଟ୍‌ଲିଫ୍ଟର୍‌ ମଧ୍ୟ ଥିଲେ।…

ପ୍ରଭୁ ଶ୍ରୀ ରାମଙ୍କ ନାମରେ ବିଜେପି ନିର୍ବାଚନ ଲଢୁଛି ବୋଲି କହିବା ସମ୍ପୂର୍ଣ୍ଣ ଭୁଲ : ରାମ ମନ୍ଦିର ମୁଖ୍ୟ ପୂଜକ

ଅଯୋଧ୍ୟା : ଆସନ୍ତା ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ହେବ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ। ଏହି କାର୍ଯ୍ୟକ୍ରମ ପାଇଁ ଏବେ ଲୋକଙ୍କୁ ନିମନ୍ତ୍ରଣ ପଠାଯାଉଛି। ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ, ବଡ ବଡ ନେତା, ତଥା ଅଭିନେତାଙ୍କୁ ଆମନ୍ତ୍ରିତ କରାଯାଇଛି। ଏହାରି…

ବିଚ୍‌ ରାସ୍ତାରେ ଦଳିତ ମହିଳାଙ୍କୁ ପିଟିଲା ପୁଲିସ, ଭିଡିଓ ଭାଇରାଲ

ପାଟନା : ରକ୍ଷକ ସାଜିଲା ଆକ୍ରମଣକାରୀ। ଦାଦାଗିରି ଦେଖାଇଲା ପୁଲିସ। ବର୍ବରତାର ସବୁ ସୀମା ଟପିଲା। ବିଚ୍‌ ରାସ୍ତାରେ ଦଳିତ ମହିଳାଙ୍କୁ ପିଟିଲା। ବିହାରର ସୀତାମଢ଼ି ଅଞ୍ଚଳରେ ସର୍ବସମ୍ମୁଖରେ ଜଣେ ଦଳିତ ମହିଳାଙ୍କୁ ଜଣେ ପୁଲିସ କର୍ମଚାରୀ ମାଡ଼ ମାରିଛନ୍ତି। ଏହି…

ଶକ୍ତିଶାଳୀ ଭୂକମ୍ପ ପରେ ସୁନାମି, ଲୋକେ ଭୟଭୀତ

ଟୋକିଓ : ନୂଆବର୍ଷରେ ଭୟଙ୍କର ଭୂମିକମ୍ପ ଝଟ୍‌କାରେ ଦୋହଲିଲା ଜାପାନ। ୭.୫ ତିବ୍ରତାର ଭୂମିକମ୍ପ ପରେ ସୁନାମୀ ଆଲର୍ଟ ଜାରି କରାଯାଇଛି। ଏହାରି ଭିତରେ ଜାପାନର ଉପକୂଳ ଅଞ୍ଚଳରେ ୫ ଫୁଟ ଉଚ୍ଛତାର ସୁନାମି ଲହଡି ମାଡ଼ ହୋଇଛି। ଏହାକୁ ନେଇ…