ସୋଶାଲ୍ ମିଡିଆରେ ଘୂରିବୁଲିଲା ମାଟ୍ରକ୍‌ ପରୀକ୍ଷାର ଇଂରାଜୀ ଭାଷାର ଉଭୟ ସବଜେକ୍ଟିଭ୍ ଓ ଅବଜେକ୍ଟିଭ୍ ପ୍ରଶ୍ନପତ୍ର

କଟକ : ସିସିଟିଭି ଲାଗିଛି। ଏଆଇ ଜଗିଛି। ତଥାପି ସମସ୍ଥଙ୍କ ଆଖିରେ ଅନ୍ଧପୁଟୁଳି ବାନ୍ଧି କାଲି ପରୀକ୍ଷା ପୂର୍ବରୁ ସୋଶାଲ୍ ମିଡିଆରେ ଘୂରିବୁଲିଲା ମାଟ୍ରକ୍‌ ପରୀକ୍ଷାର ଇଂରାଜୀ ଭାଷାର ଉଭୟ ସବଜେକ୍ଟିଭ୍ ଓ ଅବଜେକ୍ଟିଭ୍ ପ୍ରଶ୍ନପତ୍ର। ତା' ସାଙ୍ଗକୁ ବୁଲିଲା ଉତ୍ତର।…

ଜଙ୍ଗଲରୁ ୩ଟି ଲ୍ୟାଣ୍ଡମାଇନ ଉଦ୍ଧାର କଲେ ବିଏସ୍‌ଏଫ୍‌ ଯବାନ, ବୋମା ଖଞ୍ଜିଥିଲେ ନକ୍ସଲ

ରାୟଗଡ଼ା: ଅଳ୍ପକେ ବର୍ତ୍ତିଲେ ବିଏସ୍‌ଏଫ୍‌ ଯବାନ। ଅପରେସନରେ ଯାଇଥିବା ବେଳେ ହୋଇଥାନ୍ତେ ଲ୍ୟାଣ୍ଡମାଇନର ଶିକାର। ଏଭଳି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ପଡ଼ିଆ ଥାନା ଅନ୍ତର୍ଗତ ସିଲାକୋଟା ଜଂଗଲରେ। ୧୪୨ ବାଟାଲିୟନର ବିଏସ୍‌ଏଫ୍‌ ଯବାନ ସିଲାକୋଟା ଅଂଚଳରୁ ସର୍ଚ୍ଚ ଅପରେସନ ଯାଇଥିବା…

ପରିବାରବାଦ ଓ ଦୁର୍ନୀତି ଛଡା ଆଉ କିଛି କଥା ଭାବିପାରେନାହିଁ କଂଗ୍ରେସ: ମୋଦୀ

ରାୟପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ‘ବିକଶିତ ଭାରତ ବିକଶିତ ଛତିଶଗଡ଼’ କାର୍ଯ୍ୟକ୍ରମରେ ପ୍ରାୟ ୩୪,୪୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ, ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି । ଏହି ପ୍ରକଳ୍ପଗୁଡିକ…

ଆଉ କେହି ଆମ ପସନ୍ଦ ଉପରେ ‘ଭିଟୋ’ କରିପାରିବେ ନାହିଁ : କ୍ବାଡ୍ ସମ୍ପର୍କରେ କହିଲେ ଜୟଶଙ୍କର

ନୂଆଦିଲ୍ଲୀ: ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଚୀନ୍ର ବଢ଼ୁଥିବା ଆଧିପତ୍ୟକୁ ନେଇ ବିଶ୍ୱବ୍ୟାପୀ ଉଦ୍ବେଗ ପ୍ରକାଶ ପାଉଥିବା ବେଳେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି ଯେ କ୍ବାଡ୍ ସୁରକ୍ଷା ଆଲୋଚନା ଏପରି ଏକ ଅଭିବ୍ୟକ୍ତି ଯେ ଅନ୍ୟ କେହି ଦେଶ…

ଟିଏମସି ଦ୍ୱନ୍ଦ୍ୱରେ ଅଛି – ଅଧୀର ରଂଜନ ଚୌଧୁରୀ

କୋଲକାତା: ପଶ୍ଚିମବଙ୍ଗ ରାଜନୀତିରେ କଂଗ୍ରେସ ଏବଂ ଟିଏମସି ମଧ୍ୟରେ ବୟାନ ଯୁଦ୍ଧ ବନ୍ଦ ହେବାର ନାମ ନେଉନାହିଁ। ପଶ୍ଚିମବଙ୍ଗ କଂଗ୍ରେସ ସଭାପତି ତଥା ସାଂସଦ ଅଧୀର ରଂଜନ ଚୌଧୁରୀ ପୁଣି ଥରେ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ…

ଆସାମରେ ୟୁସିସି ଲାଗୁ କଲେ ବିଜେପିର ମୃତ୍ୟୁହେବ : ବଦରୁଦ୍ଦିନ ଅଜମଲଙ୍କ ଚେତାବନୀ

ଗୁଆହାଟୀ: ଆସାମର ହିମନ୍ତ ବିଶ୍ୱ ଶର୍ମା ସରକାର ୟୁନିଫର୍ମ ସିଭିଲ କୋଡ୍ (ୟୁସିସି) ଆଡକୁ ଅଗ୍ରସର ହୋଇଛନ୍ତି। ମୁସଲମାନ ବିବାହ ଓ ଛାଡ଼ପତ୍ର ଆଇନ ୧୯୩୫ଉଚ୍ଛେଦ ପ୍ରସ୍ତାବକୁ ଫେବ୍ରୁଆରି ୨୩ରେ ରାଜ୍ୟ କ୍ୟାବିନେଟ୍ ବୈଠକରେ ଅନୁମୋଦନ ମିଳିଥିଲା। ଏହାକୁ ୟୁସିସି କାର୍ଯ୍ୟକାରୀ…

ପାକିସ୍ତାନରେ ପୁଣି ସର୍ଜିକାଲ ଷ୍ଟ୍ରାଇକ୍ କଲା ଇରାନ୍

ତେହେରାନ: ପାକିସ୍ତାନ ଉପରେ ପୁଣି ଥରେ ସର୍ଜିକାଲ ଷ୍ଟ୍ରାଇକ୍ କରିଛି ଇରାନ । ଇରାନର ସେନା ପାକିସ୍ତାନରେ ପ୍ରବେଶ କରି ଆତଙ୍କବାଦୀ ସଂଗଠନ ଜୈଶ ଅଲ-ଅଦଲ (ନ୍ୟାୟ ସେନା)ର କମାଣ୍ଡର ଇସମାଇଲ ଶାହବକ୍ସ ଏବଂ ତା’ର କିଛି ସହଯୋଗୀଙ୍କୁ ନିପାତ କରିଛି।…

ଚନ୍ଦ୍ରବାବୁଙ୍କ ଦଳ ୧୫୧ ଓ ପବନ କଲ୍ୟାଣଙ୍କ ଦଳ ୨୪ ଆସନରେ ଦେବେ ପ୍ରାର୍ଥୀ

ହାଇଦ୍ରାବାଦ : ଦେଶର ସାଧାରଣ ନିର୍ବାଚନ ସହ ଆନ୍ଧ୍ର ପ୍ରଦେଶରେ ବିଧାନସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ। ଏହାପୂର୍ବରୁ ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ ପାର୍ଟି ବା ଟିଡିପି ଓ ପବନ କଲ୍ୟାଣଙ୍କ ଜନ ଜେନା ପାର୍ଟି ମଧ୍ୟରେ ସିଟ୍‌ ଶେୟାରିଂ…

ଲୋକସଭା ନିର୍ବାଚନ: ମୋଦିଙ୍କ ସମେତ ୧୦୦ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ ବିଜେପି!

ନୂଆଦିଲ୍ଲୀ : ଆସନ୍ତା ମାସରେ ନିର୍ବାଚନ କମିଶନ ଦେଶର ସାଧାରଣ ନିର୍ବାଚନ କେବେ ହେବ, ତା’ର ତାରିଖ ଘୋଷଣା କରିପାରନ୍ତି। ତାରିଖ ଘୋଷଣା ହେବା ପୂର୍ବରୁ କେନ୍ଦ୍ରରେ କ୍ଷମତାସୀନ ବିଜେପି ପ୍ରଥମ ଦଫାରେ ୧୦୦ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ।…

ସାମ୍ନାକୁ ଆସିଲା ଦିବଂଗତ ଜୟଲଳିତାଙ୍କ AI ସ୍ୱର, କହିଲେ ଏମିତି କଥା

ଚେନ୍ନାଇ : ମୃତ୍ୟୁର ୭ ବର୍ଷ ପରେ ସାମ୍ନାକୁ ଆସିଛି ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏଆଇଏଡିଏମକେର ସୁପ୍ରିମୋ ଜେ ଜୟଲଳିତାଙ୍କ ଏଆଇ ସ୍ୱର। ଦଳ ପକ୍ଷରୁ କୃତ୍ରିମ ବୁଦ୍ଧିମତା ବା ଏଆଇ ଜରିଆରେ ଜୟଲଳିତାଙ୍କ ସ୍ୱର ତିଆରି କରାଯାଇ ଅଡିଓ…