ରାଜଧାନୀରୁ ହଟିବ ଦଳୀୟ ପୋଷ୍ଟର ଓ ବ୍ୟାନର
ଭୁବନେଶ୍ବର: ରାଜଧାନୀରୁ ହଟାଯିବ ଦଳୀୟ ପୋଷ୍ଟର ଓ ବ୍ୟାନର । କାନ୍ଥବାଡ଼ରେ ଲେଖାଯାଇଥିବା ଦଳୀୟ ସ୍ଲୋଗାନ ମଧ୍ୟ ହଟାଯିବ । ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପରେ ବିଏମସି ଅଞ୍ଚଳରୁ ସମସ୍ତ ରାଜନୈତିକ ଦଳର ପୋଷ୍ଟର ହଟାଇବା ପାଇଁ କାର୍ଯ୍ୟ ଆରମ୍ଭ କରିଦେଇଛି…
ଭୁବନେଶ୍ବର: ରାଜଧାନୀରୁ ହଟାଯିବ ଦଳୀୟ ପୋଷ୍ଟର ଓ ବ୍ୟାନର । କାନ୍ଥବାଡ଼ରେ ଲେଖାଯାଇଥିବା ଦଳୀୟ ସ୍ଲୋଗାନ ମଧ୍ୟ ହଟାଯିବ । ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପରେ ବିଏମସି ଅଞ୍ଚଳରୁ ସମସ୍ତ ରାଜନୈତିକ ଦଳର ପୋଷ୍ଟର ହଟାଇବା ପାଇଁ କାର୍ଯ୍ୟ ଆରମ୍ଭ କରିଦେଇଛି…
ପୁରୀ: ଆଜିଠୁ ଆରମ୍ଭ ହେବ ଶ୍ରୀମନ୍ଦିର ନାଟମଣ୍ଡପରେ ଫାଟ ଥିବା ବିମ୍ କାମ। ଦିନ ଗୋଟାଏରୁ ସନ୍ଧ୍ୟା ୭ଟା ଯାଏ ASI ଟିମ୍ କାମ କରିବେ। ମାର୍ଚ୍ଚ ୨୦ ପୂର୍ବରୁ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି। କାମ ଚାଲିବା ବେଳେ କୌଣସି…
ଭୁବନେଶ୍ବର: ସ୍ଵାବଲମ୍ବୀ କାରିଗରଙ୍କ ପାଇଁ ଖୁସି ଖବର । ରାଜ୍ୟର ଗ୍ରାମ ପଞ୍ଚାୟତ ମାନଙ୍କରେ କାମ କରୁଥିବା ସ୍ବାବଲମ୍ବୀ କାରିଗର ମାନଙ୍କର ପାରିଶ୍ରମିକ ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେମାନଙ୍କ ବର୍ତ୍ତମାନର ପାରିଶ୍ରମିକ ୪ ହଜାର ଟଙ୍କା ଥିବାବେଳେ,…
ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ବିରୋଧରେ ନିଜର ଆକ୍ରମଣକୁ ଆହୁରି ଶାଣିତ କରିଛନ୍ତି। ଯେଉଁମାନଙ୍କର ନିଜର ହୋଶ ନାହିଁ, ସେମାନେ ଉତ୍ତର ପ୍ରଦେଶ ଓ କାଶୀର ଯୁବକମାନଙ୍କୁ ମଦୁଆ ବା…
ଧାମନଗର: ଆଜି ଜଣେ ମାଟ୍ରିକ ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ ଯିବା ପୂର୍ବରୁ ଆତ୍ମହତ୍ୟା କରିଥିବା ଜଣାଯାଇଛି। ମୃତ ଛାତ୍ର ହେଲେ ଅଭିଷେକ ପଣ୍ଡା। ସେ ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଧୀନ ଜାହାଙ୍ଗୀର ଶାସନ ଗାଁରେ ନିଜ ମାଉସୀଙ୍କ ଘରେ ରହି…
ୟୁକ୍ରେନ ସହ ରୁଷ କରୁଥିବା ଯୁଦ୍ଧରେ ବଳପୂର୍ବକ ଭାରତୀୟଙ୍କୁ ବ୍ୟବହାର କରାଯାଉଥିବା ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟ ପରେ ଭାରତୀୟଙ୍କ ପାଇଁ ପରାମର୍ଶ ଜାରି କରିଛନ୍ତି ସରକାର। ଭାରତୀୟମାନେ ଅଧିକ ସତର୍କତା ଅବଲମ୍ବନ କରନ୍ତୁ ଓ ରୁଷ-ୟୁକ୍ରେନ ବିବାଦ ଠାରୁ…
ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଘୋଷଣା କରାଯାଇଥିବା ‘ସ୍ଵୟମ’ ଯୋଜନା ପାଇଁ ଆଜିଠୁ ଆବେଦନ ଆରମ୍ଭ ହୋଇଛି। ଯୁବପୀଢିଙ୍କୁ ଯୁବ ଉଦ୍ୟୋଗୀରେ ପରିଣତ କରିବା ପାଇଁ ରାଜ୍ୟ ସରକାର ନୂଆ ଯୋଜନା ଆରମ୍ଭ କରିଛନ୍ତି । ଉଭୟ ଅନଲାଇନ ଓ ଅଫଲାଇନରେ…
ଆସନ୍ତା ସାଧାରଣ ନିର୍ବାଚନ ପାଇଁ ବିଭିନ୍ନ ଦଳ ସହ ସିଟ ଶେୟାରିଂ ଫର୍ମୁଲାକୁ ଫାଇନାଲ କରୁଥିବା କଂଗ୍ରେସ ଏବେ ଆଉ ଗୋଟିଏ ପାଦ ଆଗକୁ ବଢ଼ିଛି। ଉତ୍ତର ପ୍ରଦେଶ,ଗୋଆ, ଦିଲ୍ଲୀ, ଗୁଜରାଟ ଓ ହରିଆଣା ପରେ ଆଜି ମହାରାଷ୍ଟ୍ରରେ କଂଗ୍ରେସ ସହଯୋଗୀଙ୍କ…
ଭୁବନେଶ୍ବର: ଓଡ଼ିଶାରେ ତିଆରି ହେବ ପ୍ରତିରକ୍ଷା ଓ ବିମାନ ଯନ୍ତ୍ରାଂଶ। ରାଜ୍ୟରେ ସ୍ଥାପନ ହେବ ପ୍ରଥମ ଟାଇଟାନିୟମ ଓ ଏରୋସ୍ପେସ ଯନ୍ତ୍ରାଂଶ ଉତ୍ପାଦନ କେନ୍ଦ୍ର । ଏଥିପାଇଁ ଆଜି ରାଜ୍ୟ ସରକାରଙ୍କ ସହ ଏମଓୟୁ ସ୍ବାକ୍ଷର କରିଛି କଲ୍ୟାଣୀ ଷ୍ଟିଲ୍ସ। ପ୍ରତିରକ୍ଷା…
ଅଣ୍ଡର ୱାର୍ଲଡ ଡନ୍ ତଥା ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ଦାଉଦ ଇବ୍ରାହିମର ଜଣେ ସମ୍ପର୍କୀୟଙ୍କୁ ଗୁଳିମାଡ଼ ହୋଇଛି। ଉତ୍ତର ପ୍ରଦେଶର ଜଲାଲାବାଦ ଠାରେ ୩୫ ବର୍ଷୀୟ ନିହାଲ ଖାନ ଗୁଳି ମାଡ଼ରେ ଗୁରୁତର ଆହତ ହୋଇଛନ୍ତି। ନିହାଲ ଖାନଙ୍କ ଘର ମୁମ୍ବାଇରେ।…