February 2024

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖରଗେଙ୍କୁ ମିଳିଲା Z ପ୍ଲସ୍‌ ସୁରକ୍ଷା

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖରଗେଙ୍କ ସୁରକ୍ଷାକୁ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବଡ଼ ପଦକ୍ଷେପ ନେଇଛି । ମନ୍ତ୍ରଣାଳୟ ଖରଗେଙ୍କୁ VIP ସୁରକ୍ଷା ଦେବାକୁ ନିଷ୍ପତ୍ତି ନେଇଛି । ଅର୍ଥାତ୍‌ କଂଗ୍ରେସ ଅଧ୍ୟକ୍ଷଙ୍କୁ ବର୍ତ୍ତମାନ Z ପ୍ଲସ୍‌ ସୁରକ୍ଷା ଦିଆଯାଇଛି ।…

ପଦ୍ମ ଛାଡ଼ିଲେ ବିଧାୟକ ମନୋରଞ୍ଜନ ସେଠୀ

ବଡ଼ସାହି:ଭାରତୀୟ ଜନତା ପାର୍ଟି ବଡ଼ସାହିର ପ୍ରାକ୍ତନ ବିଧାୟକ ମନୋରଞ୍ଜନ ସେଠୀ । ତାଙ୍କର ଏପରି ନିଷ୍ପତ୍ତି ବଡ଼ସାହି ରାଜନୀତିରେ ହଟଚମଟ ସୃଷ୍ଟି କରିଛି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ସେ ଦଳର ପ୍ରାଥମିକତା ସଦସ୍ୟ ପଦରୁ ଇସ୍ତଫା ଦେଇଥିବା…

ସମ୍ବଲପୁର ଓ ହୀରାକୁଦ ଡିଷ୍ଟ୍ରିବ୍ୟୁଟାରୀ ହେଡ଼ ରେଗୁଲେଟରରେ ଗର୍ତ୍ତ

ସମ୍ବଲପୁର : ହୀରାକୁଦ ଡ୍ୟାମ ମହମ୍ମଦପୁର କେନାଲର ସମ୍ବଲପୁର ଓ ହୀରାକୁଦ ଡିଷ୍ଟ୍ରିବ୍ୟୁଟାରୀ ହେଡ଼ ରେଗୁଲେଟରରେ ଗର୍ତ୍ତ ସୃଷ୍ଟି ହୋଇଛି। ତୁରନ୍ତ ମରାମତି ନହେଲେ ବଡ଼ ଘାଇ ସୃଷ୍ଟି ହେବା ଆଶଂକା ରହିଛି। ଏହାର ସ୍ଥାୟୀ ମରାମତି ଦାବି କରିଛନ୍ତି ଚାଷୀ।…

ଭୟଙ୍କର ହିମସ୍ଖଳନ, ଜଣେ ମୃତ, ଅନେକ ନିଖୋଜ

ଜମ୍ମୁ-କଶ୍ମୀର ଗୁଲମର୍ଗରେ ଭୟଙ୍କର ହିମସ୍ଖଳନ। ଏଥିଯୋଗୁ ଜଣେ ପର୍ଯ୍ୟଟଙ୍କ ମୃତ୍ୟୁ ହୋଇଛି। ସେହିପରି ଅନ୍ୟ ୬ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନେକ ନିଖୋଜ ଅଛନ୍ତି। ସୂଚନା ମୁତାବକ, ଗୁଲମର୍ଗର କୋଙ୍ଗଦୁରି ପର୍ବତାଞ୍ଚଳ ନିକଟରେ ବ୍ୟାପକ ହିମସ୍ଖଳନ ହୋଇଛି। ଫଳରେ ସ୍କିଂ(ବରଫରେ…

ଓଡିଶାକୁ ଦରକାର ଡବଲ୍ ଇଞ୍ଜିନ ସରକାର : ରାଜନାଥ

ନବରଙ୍ଗପୁର: ଦିନିକିଆ ଓଡିଶା ଗସ୍ତରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ନବରଙ୍ଗପୁରରେ ଆୟୋଜିତ ବିଜେପି କୋର କମିଟି ବୈଠକରେ ଯୋଗ ଦେଇଛନ୍ତି ରାଜନାଥ ସିଂହ । କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜନାଥ କହିଛନ୍ତି ଯେ, ଓଡ଼ିଶା ସହ ମୋର…

ଗାଡି ଚଳାଉଥିବା ବେଳେ ହାର୍ଟ ଆଟାକ୍, ଲୋକଙ୍କ ଉପରେ ମାଡ଼ିଗଲା ବୋଲେରୋ

ଗାଡି ଚଳାଉଥିବା ବେଳେ ଡ୍ରାଇଭର୍‌ଙ୍କୁ ହେଲା ହାର୍ଟ ଆଟାକ୍‌। ନିୟନ୍ତ୍ରଣ ହରାଇଲା ବୋଲେରୋ। ଦ୍ରୁତଗତିରେ ଆସି ଶୋଭଯାତ୍ରାରେ ଯାଉଥିବା ଲୋକଙ୍କ ଉପରେ ମାଡିଗଲା। ଫଳରେ ଘଟଣା ସ୍ଥଳରେ ଆଖି ବୁଜିଲେ ଦୁଇ ଜଣ। ଏଭଳି କିଛି ଭୟଙ୍କର ଦୁର୍ଘଟଣା ଘଟିଛି ରାଜସ୍ଥାନର…

AI ଜରିଆରେ ଅନେକ ସଫଳତା ମିଳିଛି, ମାଟ୍ରିକ୍ ପରୀକ୍ଷା କେନ୍ଦ୍ରରେ ଆଗକୁ ବିଭ୍ରାଟ ହେବନାହିଁ ବୋଲି ଆଶା : ବୋର୍ଡ ଉପ-ସଭାପତି

କଟକ : ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ଜରିଆରେ ଅନେକ ସଫଳତା ମିଳିଛି । ତେଣୁ ମାଟ୍ରିକ୍ ପରୀକ୍ଷା କେନ୍ଦ୍ରମାନଙ୍କରେ ଆଗକୁ ଆଉ ସେଭଳି ବିଭ୍ରାଟ ହେବନାହିଁ ବୋଲି ଆଶା ପ୍ରକଟ କରିଛି ମାଧ୍ୟମିକ ଶିକ୍ଷା ପରିଷଦ । ଶୁକ୍ରବାର ହେବାକୁ ଥିବା ସେକେଣ୍ଡ…

ରାହୁଲ ଗାନ୍ଧିଙ୍କ ଉପରେ ବର୍ଷିଲେ ସୋନା ମହାପାତ୍ର

ବଚ୍ଚନ ପରିବାର ଓ ଐଶ୍ୱର୍ଯ୍ୟା ରାୟଙ୍କୁ ଇଙ୍ଗିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍‌ କରିବା ଏବେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ମହଙ୍ଗା ପଡିଛି। ରାହୁଲଙ୍କ ଉପରେ ବର୍ଷିଲେ ବଲିଉଡର ଜଣାଶୁଣା ସିଙ୍ଗର ସୋନା ମହାପାତ୍ର। କଡା ଭାଷାରେ ତାଙ୍କୁ…

ବ୍ରହ୍ମପୁରରେ ଭିନ୍ନକ୍ଷମ ସାଜି ମାଗୁଥିଲେ ଭିକ, ୪ ଅଭିଯୁକ୍ତ ଗିରଫ

ବ୍ରହ୍ମପୁର: ନିଜକୁ ମୁକ ଓ ବଧୀର ବୋଲି ପରିଚୟ ଦେଇ ଭିକାରି ବେଶରେ ଆସି ଲୋକଙ୍କୁ ଠକିବା ଅଭିଯୋଗରେ ବ୍ରହ୍ମପୁର ଥାନା ପୁଲିସ ବୁଧବାର ଉତ୍ତରପ୍ରଦେଶର ୪ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ଅଜୟ କୁମାର, ଅନିଲ କୁମାର, ମେରୋ ଓ…

BYJU’S ରବିନ୍ଦ୍ରନଙ୍କ ବିରୋଧରେ ଜାରି ହେଲା ଲୁକ୍‌ ଆଉଟ୍‌ ନୋଟିସ

ବଢ଼ିଲା BYJU’S ଫାଉଣ୍ଡରଙ୍କ ଅଡୁଆ। ବାୟଜୁ ରବିନ୍ଦ୍ରନଙ୍କ ବିରୋଧରେ ଜାରି ହେଲା ଲୁକ୍‌ ଆଉଟ୍‌ ନୋଟିସ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କ ବିରୋଧରେ ଲୁକ୍‌ ଆଉଟ୍‌ ସର୍କୁଲାର ଜାରି କରିଛନ୍ତି। ତଦନ୍ତ ଅଧିକାରୀଙ୍କୁ ନ ଜଣାଇ ସେ ଯେପରି ଦେଶ ଛାଡି ଯିବେ…