ଆୟକର ବିଭାଗ ଅଫିସରେ ହାଜର ହେଲେ ଅର୍ଚ୍ଚନା ନାଗ ଓ ଜଗବନ୍ଧୁ ଚାନ୍ଦ
ଭୁବନେଶ୍ୱର : ଆୟକରରେ ହାଜର ହେଲେ ନାଗ-ଚାନ୍ଦ ଦମ୍ପତି । ଅର୍ଚ୍ଚନା ନାଗ ଓ ସ୍ବାମୀ ଜଗବନ୍ଧୁ ଚାନ୍ଦ ଆୟକର ବିଭାଗ ଅଫିସରେ ହାଜର ହୋଇଛନ୍ତି । ଗତକାଲି ଆୟକର କମିଶନର ତାଙ୍କୁ ହାଜର ପାଇଁ ନୋଟିସ କରିଥିଲେ । ଅର୍ଚ୍ଚନା…
ଭୁବନେଶ୍ୱର : ଆୟକରରେ ହାଜର ହେଲେ ନାଗ-ଚାନ୍ଦ ଦମ୍ପତି । ଅର୍ଚ୍ଚନା ନାଗ ଓ ସ୍ବାମୀ ଜଗବନ୍ଧୁ ଚାନ୍ଦ ଆୟକର ବିଭାଗ ଅଫିସରେ ହାଜର ହୋଇଛନ୍ତି । ଗତକାଲି ଆୟକର କମିଶନର ତାଙ୍କୁ ହାଜର ପାଇଁ ନୋଟିସ କରିଥିଲେ । ଅର୍ଚ୍ଚନା…
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ପୁଣି ସମନ ପଠାଇଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। କଥିତ ଅବକାରୀ ନୀତି ମାମଲା ସହ ଜଡ଼ିତ ମନି ଲଣ୍ଡରିଂ ଅଭିଯୋଗରେ ଇଡି ଆମ୍ ଆଦମୀ ପାର୍ଟି ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲଙ୍କୁ ସପ୍ତମ ସମନ ଜାରି କରିଛି। ଏହି…
ଭୁବନେଶ୍ବର : ଇଟିଭି ଭାରତ ଓଡ଼ିଶାର କ୍ୟାମେରାମ୍ୟାନ୍ ମନୋରଞ୍ଜନ ସାହୁଙ୍କର ବୁଧବାର ପ୍ରବଳ ଜ୍ୱରରେ ଆକ୍ରାନ୍ତ ହୋଇ ଚିିକିତ୍ସିତ ହେଉଥିବା ବେଳେ ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୪୮ ବର୍ଷ ହୋଇଥିଲା। ତାଙ୍କ ପରିବାରରେ ପତ୍ନୀ…
କୀରୁ ହାଇଡ୍ରୋଇଲେକ୍ଟ୍ରିସିଟି ପ୍ରୋଜେକ୍ଟରେ ହୋଇଥିବା ଦୁର୍ନୀତି ମାମଲାରେ ଜମ୍ମୁ କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ଘରେ ପଶିଲା ସିବିଆଇ । ଆଜି ସକାଳୁ ସକାଳୁ ସତ୍ୟପାଲ ମଲିକଙ୍କ ଦିଲ୍ଲୀସ୍ଥିତ ଘର ଓ କାର୍ଯ୍ୟାଳୟ ଛାନଭିନ କରିଛି ସିବିଆଇ। ଏଥିସହ ଜମ୍ମୁ…
ଭୁବନେଶ୍ୱର, : ଭୁବନେଶ୍ୱର (ଉତ୍ତର) ର ବିଧାୟକ ସୁଶାନ୍ତ କୁମାର ରାଉତ ରାଜଗଡ଼ ସ୍ଥିତ ପଟିଆ ପାର୍କର ଭୂମିପୂଜା କରିଛନ୍ତି। ଏଥିସହିତ ବିଧାୟକ, ଗାଡ଼କଣ ଠାରେ ଅବସ୍ଥିତ ଗୁରୁ କେଳୁ ଚରଣ ମହାପାତ୍ର ପାର୍କର ନିର୍ଦ୍ଧାରିତ ପାର୍କିଂ ପ୍ଲାଜା ଓ ୯୦୦…
ଢେଙ୍କାନାଳ: ଆସନ୍ତାକାଲି ଠାରୁ ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା ଆରମ୍ଭ ହେବ। ଏଥିପାଇଁ ସଜେଇ ହୋଇଛି ଢେଙ୍କାନାଳ ଜିଲାର ଯୋରନ୍ଦା ମହିମାଗାଦି ପୀଠ। ଏହି ମେଳାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ମହିମା ଭକ୍ତ ଓ ସାଧୁସନ୍ଥଙ୍କର ଆଗମନ ଆରମ୍ଭ…
ଭୁବନେଶ୍ବର: ରାଜ୍ୟରେ ବଢ଼ୁଛି ତାପମାତ୍ରା। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ହୋଇଛି ନିର୍ଦ୍ଦେଶନାମା। ଏଥିରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ପ୍ରତିକ୍ରିୟା ରଖିବା ସହ ଅଂଶୁଘାତ ପାଇଁ ପ୍ରସ୍ତୁତ ରହିବାକୁ ପ୍ରତି ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ…
ଭୁବନେଶ୍ବର: ଆଉ ଗୋଟିଏ ଦିନ ତାତିର ପ୍ରକୋପ ରହିବ। ୨୩ ତାରିଖ ଠାରୁ ବର୍ଷା ଆଶ୍ବସ୍ତି ଦେବ। ପରେ ତାପମାତ୍ରା ବଢିବା ନେଇ ପୂର୍ବାନୁମାନ କରାଯାଉଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାଶ ବୁଧବାର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।…
କଟକ : ପୁଣି ବିବାଦରେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର। ଗୀତିକାର ପ୍ରମୋଦ ପରିଡ଼ାଙ୍କୁ ତାଙ୍କର ମ୍ୟାନେଜର ସାଗର ବେହେରା ମାଡ଼ ମାରିଥିବା ଅଭିଯୋଗରେ ଥାନାରେ ହୋଇଛି ଏତଲା। କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମ୍ୟାନେଜର ସାଗର ବେହେରା ଓ ତାଙ୍କ ସହଯୋଗୀ ମିଶି…
କଟକ : ଅଗ୍ନିଶମ କର୍ମଚାରୀଙ୍କ ଆନ୍ଦୋଳନ ଉପରେ ଏସମା ଲାଗୁ। ଅତ୍ୟାବଶ୍ୟକ ସେବା ଆଇନ ବା ଏସମା ଲଗାଇଛନ୍ତି ରାଜ୍ୟ ସରକାର। ଏହା ଆଗାମୀ ୬ ମାସ ପର୍ଯ୍ୟନ୍ତ ବଳବତ୍ତର ରହିବା ନେଇ ସରକାର ବିଜ୍ଞପ୍ତି ଜାରି କରିଛନ୍ତି। ସେପଟେ ଏସମା…