ଓଡ଼ିଶାରେ ଇସିଆଇଙ୍କ ସମୀକ୍ଷା ଜାରି; ନିର୍ବାଚନ ବେଳେ କଳା ଟଙ୍କା ଏବଂ ମଦ ରୋକିବାକୁ ଗୁରୁତ୍ବ
ଭୁବନେଶ୍ୱର: ଆଉ ହାତରେ ମାତ୍ର ଦିନ କେଇଟା। ପାଖେଇ ଆସୁଥିବା ନିର୍ବାଚନ ପାଇଁ ଓଡ଼ିଶା ଗସ୍ତରେ ଅଛନ୍ତି ନିର୍ବାଚନ କମିଶନର। ତିନିଦିନିଆ ଓଡିଶା ଗସ୍ତରେ ଆସି ସାଧାରଣ ନିର୍ବାଚନ ନେଇ ପ୍ରସ୍ତୁତିର ସମୀକ୍ଷା କରୁଛନ୍ତି ଇସିଆଇ। ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ…
