ଲାଞ୍ଚ ନେବା ପାଇଁ ନିର୍ବାଚନୀ ବଣ୍ଡ କରିଥିଲା ବିଜେପି: ରାହୁଲ
ନୂଆଦିଲ୍ଲୀ : ରଦ୍ଦ ହୋଇଛି ନିର୍ବାଚନୀ ବଣ୍ଡ। ଏହି ଯୋଜନାକୁ ଅସାମ୍ବିଧାନିକ ବୋଲି କହିବା ସହ ସୁପ୍ରିମକୋର୍ଟ ଏହାକୁ ରଦ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିଷ୍ପତ୍ତି ଆସିବା ପରେ ବିରୋଧୀ ଖୁସି ହୋଇପଡିଛନ୍ତି। ବିରୋଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ…
