February 2024

ଅନ୍ତରୀଣ ବଜେଟ୍ : ଓଡ଼ିଶା ମେଟ୍ରୋ ପାଇଁ ୧୦୦୦ କୋଟିର ବ୍ୟୟବରାଦ, ଶକ୍ତି କ୍ଷେତ୍ର ପାଇଁ ୪୩୫୨ କୋଟି

ଭୁବନେଶ୍ବର : ଅନ୍ତରୀଣ ବଜେଟରେ ସଡ଼କ, ସେତୁ, ବିମାନବନ୍ଦର ଏବଂ ରେଳବାଇ ବିକାଶ ପାଇଁ ୨୧,୦୦୪ କୋଟି ଟଙ୍କାର ପ୍ରସ୍ତାବ ଦିଆଯାଇଛି । ଓଡ଼ିଶାରେ ମେଟ୍ରୋ ରେଳର ବିକାଶ ପାଇଁ ୧୦୦୦ କୋଟି ଟଙ୍କା ପ୍ରସ୍ତାବ ଦିଆଯାଇଛି । ସଡ଼କ ସୁରକ୍ଷା…

ଆମ୍ବୁଲାନ୍ସକୁ ପିଟିଲା ବୋଲେରୋ, ଅଳ୍ପକେ ବର୍ତ୍ତିଲେ ଶ୍ରଦ୍ଧାଳୁ

ଦେଓଗାଁ: ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ଦେଓଗାଁ ଠାରେ ଷଣ୍ଢ ରାଜୁତି ଯୋଗୁଁ ତିନୋଟି ଗାଡ଼ି ଦୁର୍ଘଟଣା ଗ୍ରସ୍ତ ହୋଇଛି। କିନ୍ତୁ ଖୁସିର ବିଷୟ ଯେ, ସମ୍ବଲପୁରରୁ ମା’ ସମଲେଇ ଦର୍ଶନ କରି ଫେରୁଥିବା ଯାତ୍ରୀ ମାନେ ଅଳ୍ପକେ ବର୍ତ୍ତି…

କଳାବାଘ ସଫାରୀ କରିବେ, ହେଲେ ମହାବଳକୁ ବଞ୍ଚାଇ ପାରିଲେନି!

ବାରିପଦା : ଶିମିଳିପାଳ ଅଭୟାରଣ୍ୟ ହେଉଛି ଏସିଆ ମହାଦେଶର ସର୍ବ ବୃହତ୍ ଜୈବ ମଣ୍ଡଳ। ଏଠାରେ କଳାବାଘ ସଫାରୀ କରିବା ପାଇଁ ଯୋଜନା କରୁଛନ୍ତି ରାଜ୍ୟ ସରକାର। ହେଲେ ମହାବଳ ବାଘକୁ ସୁରକ୍ଷା ଦେଇପାରୁ ନାହାନ୍ତି। ଯେଉଁ ମହାବଳ ବାଘ ପାଇଁ…

ଏସସିବି ମେଡିକାଲରୁ ୫ ଦଲାଲ ଗିରଫ

କଟକ ଏସସିବି ମେଡିକାଲରୁ ୫ ଦଲାଲ ଗିରଫ। ଘରୋଇ ମେଡିକାଲକୁ ରେଫର୍ କରୁଥିବା ଅଭିଯୋଗରେ ଏମାନଙ୍କୁ ଗିରଫ କରିଛି ପୁଲିସ। ଗିରଫ ହୋଇଥିବା ସମସ୍ତ ବ୍ୟକ୍ତି ହେଉଛନ୍ତି ଆମ୍ବୁଲାନ୍ସ ଡ୍ରାଇଭର। ଏସସିବି ଆଇସିୟୁରେ ବେଡ୍ ନାହିଁ କହି ଏମାନେ ରୋଗୀଙ୍କୁ ଅନ୍ୟ…

୪ମାସ ପାଇଁ ୧.୧୮ଲକ୍ଷ କୋଟି ଟଙ୍କାର କାମଚଳା ବଜେଟ୍

ରାଜ୍ୟର ଅଭିବୃଦ୍ଧି ହାର ୭.୨୫% ହାରରେ ବୃଦ୍ଧି ହୋଇଛି ଭୁବନେଶ୍ବର : ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଆସନ୍ତା ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୨.୫୫ଲକ୍ଷ କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି। ତେବେ ଏପ୍ରିଲରୁ ଜୁଲାଇ ପର୍ଯ୍ୟନ୍ତ…

ଅର୍ପଣ ରଥରୁ ମିଳିଛି ୩ କୋଟିରୁ ଅଧିକ ଦକ୍ଷିଣା

ପୁରୀ : ଅର୍ପଣ ରଥରୁ ମିଳିଛି ୩ କୋଟିରୁ ଅଧିକ ଦକ୍ଷିଣା। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପୂର୍ବରୁ ରାଜ୍ୟସାରା ବୁଲିଥିବା ଅର୍ପଣ ରଥରେ ଭକ୍ତ ହାତ ଖୋଲି ଦକ୍ଷିଣା ଦେଇଛନ୍ତି। ଅର୍ପଣ ରଥରୁ ୩ କୋଟି ୬ ଲକ୍ଷ…

ପଞ୍ଚାୟତରେ କ୍ଷମତା ହଡ଼ପ କରି ନିଜ ନିୟନ୍ତ୍ରଣରେ ରଖିବାକୁ ଚାହୁଁଛି ତୃତୀୟ ମହଲା : ବିଜେପି

ଭୁବନେଶ୍ବର : ଗଣତାନ୍ତ୍ରିକ ବ୍ୟବସ୍ଥାରେ ପଂଚାୟତଗୁଡ଼ିକୁ ପ୍ରଦତ୍ତ କ୍ଷମତାକୁ ହଡ଼ପ କରି ରାଜ୍ୟ ସରକାର ଏବେ ସଚିବାଳୟର ତୃତୀୟ ମହଲାରୁ ରାଜ୍ୟର ସବୁ ପଂଚାୟତକୁ ଆୟତ କରିବାକୁ ଚାହୁଁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । ରାଜ୍ୟରେ ଅମଲାତନ୍ତ୍ର ଶାସନ ଚାଲିଛି,…

କାନାଡାକୁ କଡ଼ା ଜବାବ ଦେଲା ଭାରତ

ନୂଆଦିଲ୍ଲୀ : ଥମୁନି ଭାରତ ଓ କାନାଡା ମଧ୍ୟରେ ଲାଗି ରହିଥିବା ବିବାଦ। ଦୁଇ ଦେଶ ମଧ୍ୟରେ ଦିନକୁ ଦିନ ତିକ୍ତତା ବଢ଼ିବାରେ ଲାଗିଛି। ଏହାରି ଭିତରେ ଦେଶକୁ ବଦ୍‌ନାମ କରିବାକୁ ଚେଷ୍ଟା କରୁଥିବା କାନାଡାକୁ ନିଜ ଷ୍ଟାଇଲ୍‌ରେ କଡା ଜବାବ…

କଂଗ୍ରେସର ‘ବ୍ଲାକ୍ ପେପର୍’ ରିଲିଜ୍; ସରକାର ଅର୍ଥନୀତିରେ ବିଫଳ କହିଲେ ଖଡଗେ

ନୂଆଦିଲ୍ଲୀ : ବିଜେପି ସରକାରଙ୍କ ‘ହ୍ୱାଇଟ୍ ପେପର୍’ ବିପକ୍ଷରେ ‘ବ୍ଲାକ୍ ପେପର୍’ ରିଲିଜ୍ କଲା କଂଗ୍ରେସ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଆଜି ବ୍ଲାକ୍ ପେପର୍ ପ୍ରକାଶ କରି ବିଜେପି ସରକାର ଉପରେ ପ୍ରବଳ ବର୍ଷିଛନ୍ତି। ଏହି ‘ବ୍ଲାକ୍ ପେପର୍’ରେ ବିଜେପି…

ଦିଲ୍ଲୀ-ନୋଇଡ଼ା ମାର୍ଗରେ ବଡ଼ ଧରଣର ଟ୍ରାଫିକ୍‌ ଜାମ୍‌; ଅଟକି ରହିଲା ଅନେକ ଦୁଇ ଓ ଚାରିଚକିଆ ଯାନ

ନୂଆଦିଲ୍ଳୀ: ଗୁରୁବାର ସକାଳେ ଦିଲ୍ଲୀ-ନୋଏଡା ସୀମାରେ ଖୁବ୍‌ ଜୋର୍‌ରେ ଟ୍ରାଫିକ ଜାମ୍ ହୋଇଥିବା ଖବର ରହିଛି। ନୋଏଡା ଏବଂ ଗ୍ରେଟର ନୋଏଡାର କୃଷକମାନେ ସଂସଦକୁ ବିରୋଧ ପ୍ରଦର୍ଶନ କରିବା ପରେ ଏହି ଟ୍ରାଫିକ୍‌ ଜାମ୍‌ ଉପୁଜିଛି। ସରିତା ବିହାର ଅଞ୍ଚଳରେ ଜାମରେ…