ଏଣିକି ଲିଭ-ଇନ ରିଲେସନସିପରେ ରହିବାକୁ ହେଲେ ମାନିବାକୁ ପଡ଼ିବ ଏହି ନିୟମ
ଡେରାଡୁନ୍: ୟୁନିଫର୍ମ ସିଭିଲ କୋଡ (ୟୁସିସି) ବା ଏକକ ନାଗରିକ ସଂହିତା ବିଲ୍ ମଙ୍ଗଳବାର ଉତ୍ତରାଖଣ୍ଡ ବିଧାନସଭାରେ ଆଗତ ହୋଇଛି। ଏହି ବିଲ ଆଇନରେ ପରିଣତ ହେଲେ ଉତ୍ତରାଖଣ୍ଡରେ ଲିଭ-ଇନ ରିଲେସନସିପରେ ରହୁଥିବା ଅଥବା ରହିବାକୁ ଯୋଜନା କରୁଥିବା ବ୍ୟକ୍ତଙ୍କୁ ଏନେଇ…
