ଆସନ୍ତା ଦୁଇ ଦିନ ଧରି ଓଡ଼ିଶାର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି

ଭୁବନେଶ୍ୱର: ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘନ କୁହୁଡ଼ି ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର। ପାଣିପାଗ ବୁଲେଟିନରେ କୁହାଯାଇଛି ଯେ ରାଜ୍ୟରେ ପାଗ ଶୁଖିଲା ରହିବାର ସମ୍ଭାବନା ଥିବା ବେଳେ କେତେକ…

ବେକାରୀ ଗ୍ୟାରେଣ୍ଟି ମୋଦୀ ଦିଅନ୍ତି: ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ମୋଦୀ ସରକାରଙ୍କ ଉପରେ ଗ୍ୟାରେଣ୍ଟିକୁ ନେଇ କଟାକ୍ଷ କରିଛନ୍ତି। ପ୍ରିୟଙ୍କା ଗାନ୍ଧୀ ଖାଲିଥିବା ସରକାରୀ ପଦବୀ ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗ୍ୟାରେଣ୍ଟି…

ଟିକେଟ ଆଶାୟୀଙ୍କ ପାଇଁ ୱେବ୍‌ସାଇଡ୍‌ ଲଞ୍ଚକଲା କଂଗ୍ରେସ

କଂଗ୍ରେସ ଟିକେଟ ଆଶାୟୀଙ୍କ ପାଇଁ ଆରମ୍ଭ ହେଲା ଅନ୍‌ଲାଇନ ଆବେଦନ। ଓଡ଼ିଶାରେ ଆରମ୍ଭ ହେଲା ପ୍ରଗମନ୍ ଅଭିଯାନ। ଆଜିଠାରୁ ୧୧ ଫେବୃଆରୀ ଯାଏ ଆଶାୟୀ ମାନେ www.pragaman.in ରେ ଅନ୍‌ଲାଇନ ଯୋଗେ ଆବେଦନ କରିପାରିବେ | ଉଭୟ ବିଧାନସଭା ଓ ଲୋକସଭା…

ମଝି ଆକାଶରେ ଯୁବତୀଙ୍କୁ ଅସଦାଚରଣ

ମଝି ଆକାଶରେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ। ସ୍ପାଇସଜେଟ୍‌ ବିମାନରେ ଘଟିଛି ପୁଣି ଥରେ ଏଭଳି କିଛି ଲଜ୍ଜାଜନକ ଘଟଣା। କୋଲକାତରୁ ବାଗଡୋଗରା ଯାଉଥିବା ବିମାନରେ ଜଣେ ମହିଳା ତାଙ୍କ ସହଯାତ୍ରୀଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଛନ୍ତି। ସୂଚନା ମୁତାବକ, ଜାନୁଆରୀ ୩୧…

ଓଡ଼ିଶାରେ ବ୍ୟାଙ୍କ ଠକେଇ: ୬ ଗ୍ରାହକ ହରାଇଲେ ୮୫ ଲକ୍ଷରୁ ଅଧିକ ଟଙ୍କା

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ସିଙ୍ଗିରି ବଜାରସ୍ଥିତ ଇଣ୍ଡିଆନ୍ ବ୍ୟାଙ୍କ ଶାଖାର ୬ ଜଣ ଗ୍ରାହକ ଅଭିଯୋଗ କରିଛନ୍ତି ଯେ ସେମାନଙ୍କ ଅଜାଣତରେ କିମ୍ବା ସମ୍ମତି ବିନା ସେମାନଙ୍କ ଆକାଉଣ୍ଟରୁ ୮୫ ଲକ୍ଷରୁ ଅଧିକ ଟଙ୍କା ଉଠାଯାଇଛି। ଗତ ଜାନୁଆରି ୨୦ ତାରିଖରେ…

ଉତ୍ତର ପ୍ରଦେଶରୁ ପାକିସ୍ତାନ ISI ଏଜେଣ୍ଟ ଗିରଫ

ଉତ୍ତର ପ୍ରଦେଶର ମୀରଟରୁ ଜଣେ ପାକିସ୍ତାନର ISI ଏଜେଣ୍ଟ ଗିରଫ। ଗିରଫ ବ୍ୟକ୍ତି ଜଣକ ମସ୍କୋରେ ଥିବା ଭାରତୀୟ ଦୂତାବାସରେ ନିୟୋଜିତ ଥିଲେ।ଆଜି ଉତ୍ତର ପ୍ରଦେଶ ଆତଙ୍କବାଦ ନିରୋଧୀ ସ୍କ୍ୱାଡ (UP ATS) ତାଙ୍କୁ ମୀରଟରୁ ଗିରଫ କରିଛି। ସୂଚନା ଅନୁସାରେ, ଗିରଫ ISI…

ଭଦ୍ରକରେ ଆମ ଓଡ଼ିଶା ଓ ନବୀନ ଓଡ଼ିଶା କାର୍ଯ୍ୟକ୍ରମ

ଭଦ୍ରକ : ଭଦ୍ରକ ଜିଲ୍ଲା ରାଣୀତାଲ ଲେବୁଲ୍ କ୍ରସିଁ ପଡ଼ିଆରେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ବିଶାଳ  ସମାବେଶରେ ହଜାର ହଜାର କଲେଜ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ। ଏହି ସମାବେଶରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ…

ବସ୍ ଧକ୍କାରେ ଚାଲିଗଲା ଦୁଇ ବାଇକ୍ ଆରୋହୀଙ୍କ ଜୀବନ

ନିଶ୍ଚିନ୍ତକୋଇଲି: କଟକ-ଚାନ୍ଦବାଲି ରାସ୍ତାର ନିଶ୍ଚିନ୍ତକୋଇଲି ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବସ୍ ଧକ୍କାରେ ଏଠାରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ରାତି ପ୍ରାୟ ୧ଟା ବେଳେ ଏକ ବରଯାତ୍ରୀ ବସ୍(ନନ୍ଦଲାଲା) କେନ୍ଦ୍ରାପଡ଼ାରୁ କଟକ ଅଭିମୁଖେ…

ଘରର କାନ୍ଥରେ ପିଟି ହେଲା କାର୍: ଚାଲିଗଲା ୪ ସାଙ୍ଗଙ୍କ ଜୀବନ

ତିଗିରିଆ: କଟକ ଜିଲ୍ଲା ତିଗିରିଆ ଥାନା ଗଦାଧରପୁର ବିନ୍ଧାଣୀମା ରାସ୍ତାରେ ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବିବାହ ଭୋଜି ଖାଇ ଫେରିବାବେଳେ ଏଠାରେ ଘରର କାନ୍ଥରେ ପିଟି ହେଲା କାର। ଏହାଫଳରେ ଅକାଳରେ ୪ ସାଙ୍ଗଙ୍କ…

ବାଲି ବୋଝେଇ ହାଇୱା ଧକ୍କାରେ ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

ଖୋର୍ଦ୍ଧା: ବେଗୁନିଆ -ବାଘମାରି- ଧଳାପଥର ରାସ୍ତାର ବଡ଼ବେରେଣା ଡୁମୁଣି ମନ୍ଦିର ନିକଟରେ ହାଇଓ୍ବା ଧକ୍କାରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ପୁରୁଷ ଗୁରୁତର ହୋଇଥିବା ଜଣାଯାଇଛି। ଉଭୟେ ସଂପର୍କରେ ପତିପତ୍ନୀ ବୋଲି ଜଣାଯାଇଛି। ସ୍ବାମୀଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ…