ପୁରୀ ବାଣ ବିସ୍ଫୋରଣ ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ୨ ମୃତ, ମୃତକଙ୍କ ସଂଖ୍ୟା ୬କୁ ବୃଦ୍ଧି

ଭୁବନେଶ୍ବର/ପୁରୀ: ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଭଉଁରି ନିତି ଚାଲୁଥିବା ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୨ ଜଣଙ୍କ ମୃତ୍ୟୁ ଘଟିଛି। ସ୍ୱତନ୍ତ୍ର ରିଲିଫ କମିସନର (ଏସ୍‌ଆର୍‌ସି)ଙ୍କ କାର୍ଯ୍ୟାଳୟ ପକ୍ଷରୁ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ଏଥି ସହିତ ବାଣ…

ରାଉରକେଲାରେ ୧୩ ମୃତ୍ୟୁ ଘଟଣା: ବିଶେଷଜ୍ଞ ଡାକ୍ତର କହିଲେ- ଅଂଶୁଘାତ ଜନିତ ମୃତ୍ୟୁ ହୋଇ ଥାଇପାରେ

ଭୁବନେଶ୍ବର: ରାଉରକେଲା ସରକାରୀ ଡାକ୍ତରଖାନାରେ ୧୩ ଜଣ ଲୋକଙ୍କ ଅସ୍ବାଭାବିକ ମୃତ୍ୟୁକୁ ନେଇ ଚିନ୍ତା ବଢ଼ିଛି। ମୃତ୍ୟୁର କାରଣ ଜାଣିବାକୁ ସ୍ବାସ୍ଥ୍ୟ ବିଭାଗ ତଦନ୍ତ ନିର୍ଦ୍ଦେଶ ମଧ୍ୟ ଦେଇଛି। ଏପରି ସ୍ଥିତିରେ ଅସ୍ବାଭାବିକ ମୃତ୍ୟୁର ସମ୍ଭାବ୍ୟ କାରଣ ନେଇ ବିଶେଷଜ୍ଞ ଡାକ୍ତର…

ପଶ୍ଚିମ ଓଡ଼ିଶାରେ ଅଗ୍ନି ବର୍ଷା: ଟିଟିଲାଗଡ଼ରେ ପାରଦ ୪୬.୫ ଡିଗ୍ରି ରେକର୍ଡ

ଭୁବନେଶ୍ବର: ପଶ୍ଚିମ ଓଡ଼ିଶାରେ ଶୁକ୍ରବାର ଅଗ୍ନି ବର୍ଷା ହୋଇଛି। ସର୍ବୋଚ୍ଚ ତାପମାତ୍ରା ପାଇଁ ଅତୀତରେ ରେକର୍ଡ କରିଥିବା ଟିଟିଲାଗଡ଼ରେ ପାରଦ ଆଜି ୪୬.୫ ଡିଗ୍ରିକୁ ଉଠିଛି। ବଲାଙ୍ଗୀରବାସୀଙ୍କୁ ମଧ୍ୟ ଆଜି ପ୍ରବଳ ଖରାରେ ସିଝିବାକୁ ପଡ଼ିଛି। ଏଠାରେ ତାପମାତ୍ରା ୪୬.୫ ଡିଗ୍ରି…

ପ୍ରବଳ ଉତ୍ତାପ ହେତୁ ଗଲାଣି ୫୪ ଜଣଙ୍କ ଜୀବନ

ନୂଆଦିଲ୍ଲୀ: କେନ୍ଦ୍ରୀୟ, ପୂର୍ବ ଏବଂ ଉତ୍ତର ଭାରତରେ ପ୍ରବଳ ଉତ୍ତାପ ପରିସ୍ଥିତି ଅବ୍ୟାହତ ରହିଥିବାରୁ ଏବେ ସୁଦ୍ଧା ଦେଶରେ ଅତି କମରେ ୫୪ ଜଣଙ୍କର ମୃତ୍ୟୁ ଘଟି ସାରିଲାଣି। ଏବେ ଦିଲ୍ଲୀ ସମେତ ଭାରତର ବିଭିନ୍ନ ସ୍ଥାନରେ ତାପମାତ୍ରା ୪୫ ଡିଗ୍ରି…

ପଞ୍ଜାବରେ ରାଘବ ମୁଖ୍ୟମନ୍ତ୍ରୀ ହେବା ବିଜେପି ଦ୍ବାରା ପ୍ରଚାରିତ ଗୁଜବ – କେଜ୍ରିୱାଲ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଫଳାଫଳ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ପଞ୍ଜାବ ସରକାରଙ୍କ ସମ୍ପର୍କରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ବାସ୍ତବରେ, ରାଜନୈତିକ ମହଲରେ ଏକ ଗୁଜବ ପ୍ରଚାରିତ ହେଉଥିଲା ଯେ,…

ଭଗବାନ ଜାଣନ୍ତି ସେମାନେ ମୋ‌ତେ ଜେଲରେ ରଖି କ’ଣ ହାସଲ କରିବା ପାଇଁ ଚାହୁଁଛନ୍ତି !

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆତ୍ମସମର୍ପଣ କରିବା ପୂର୍ବରୁ ଏକ ଭିଡିଓ ବାର୍ତ୍ତା ପୋଷ୍ଟ କରିଛନ୍ତି। ଏଥିରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ମୁଁ ଯେଉଁଠାରେ ବି ରୁହେଁ। ଜେଲ ବାହାରେ ରୁହେ କି ଭିତରେ କିଛି ଫରକ ପଡ଼ିବ ନାହିଁ। ଦିଲ୍ଲୀର…

ଜର୍ମାନୀ: ଲୋକଙ୍କୁ ଆଖିବୁଜା ଛୁରାମାଡ଼, ଦୁର୍ବୃତ୍ତକୁ ଗୁଳି କଲା ପୁଲିସ୍

ମେନହେମ : ଜର୍ମାନୀର ମେନହେମ୍ ସହରରେ ଜଣେ ଦୁର୍ବୃତ୍ତ ଏକ ଜନଗହଳିପୂର୍ଣ୍ଣ ସ୍ଥାନରେ ଲୋକମାନଙ୍କୁ ଆଖିମୁଜା ଛୁରାମାଡ କରିଛି । ଏହା ଫଳରେ କିଛି ଲୋକ ଆହତ ହୋଇଛନ୍ତି । ଏ ସଂପର୍କରେ ଖବର ପାଇଁ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ସହ…

ପ୍ରଧାନମନ୍ତ୍ରୀ ପଦ ପାଇଁ ରାହୁଲ ଗାନ୍ଧି ମୋ ପସନ୍ଦ: ମଲ୍ଲିକାର୍ଜୁନ ଖଡଗେ

ନୂଆଦିଲ୍ଲୀ : ଯଦି ସାଧାରଣ ନିର୍ବାଚନରେ ଇଣ୍ଡିଆ ମେଣ୍ଟ ବିଜେପିକୁ ହରାଇ ପାରିବ, ତା’ହେଲେ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ହେବା ଦରକାର ବୋଲି କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ। ଏଥିସହ ଖଡଗେ କଂଗ୍ରେସ ଅଧ୍ୟକ୍ଷ ହିସାବସରେ ପ୍ରିୟଙ୍କା ଗାନ୍ଧି ଭଦ୍ରା…

ନାଗପୁରରେ ପାରଦ ୫୬ ଡିଗ୍ରୀ !

ନୂଆଦିଲ୍ଲୀ : ଅସହ୍ୟ ଖରା। ଜଳି ଯାଉଛି ଶରୀର। ଆକାଶରୁ ବର୍ଷା ହେଉଛି ନିଆଁ। ଅସହ୍ୟ ଗ୍ରୀଷ୍ମ ପ୍ରବାହ ଯୋଗୁ କଳବଲ ହେଉଛନ୍ତି ଲୋକ। ସ୍ଥିତି ଏପରି ହୋଇଛି ଯେ ମହାରାଷ୍ଟ୍ରର ନାଗପୁରରେ ପାରଦ ସିଧା ୫୬ ଡିଗ୍ରୀ ଛୁଇଁଛି। ପୂର୍ବରୁ…

ରାତିରେ ଗାଡ଼ି ଅଟକାଇ ପାରିବନି ପୁଲିସ୍‌, ଚାଲାଣ ବି କାଟି ପାରିବନି

ନୂଆଦିଲ୍ଲୀ : ଏବେ ଚାରିଆଡ଼େ ରାତି ସମୟରେ ବ୍ଲକିଂ ଓ ଚେକିଂ କରାଯାଉଛି। ତେବେ ଗାଡ଼ି ଚେକିଂ ସମୟରେ ପୁଲିସ୍‌ ବାବୁମାନେ ଅଯଥା ଲୋକଙ୍କୁ ହଇରାଣ ମଧ୍ୟ କରୁଛନ୍ତି। ବାରମ୍ବାର ଏପରି ଅଭିଯୋଗ ଆସିବା ପରେ ଗୁରୁଗ୍ରାମ ଡିସିପି(ଟ୍ରାଫିକ) ବଡ଼ ନିର୍ଦ୍ଦେଶ…