ସାଇବର୍‌ ଠକେଇରୁ କେମିତି ମୁକ୍ତି ପାଇବେ ସେ ନେଇ ସୂଚନା ଦେଲେ କମିସନରେଟ୍‌ ପୁଲିସ

ଭୁବନେଶ୍ବର:ଆପଣଙ୍କ ପାଖକୁ ଆସୁଛିକି ସ୍ପାମ କଲ ? ବିଭିନ୍ନ ପ୍ରଲୋଭନ ଦେଖାଇ ଆପଣଙ୍କୁ ଠକିବା ପାଇଁ ସାଇବର ଅପରାଧୀ ଫୋନ୍‌ କରୁଛନ୍ତି କି? ସାଇବର ଅପରାଧୀ ଯଦି ଆପଣଙ୍କୁ ଠକି ଟଙ୍କା ନେଇ ଯାଇଛନ୍ତି ତେବେ ଏହି ସମୟରେ ଆପଣ କ’ଣ…

‘ଜାତୀୟ ଶିକ୍ଷା ନୀତି ୨୦୨୦: ଆହ୍ୱାନ ଏବଂ ସୁଯୋଗ’ ଶୀର୍ଷକ ଦୁଇ ଦିନିଆ ଜାତୀୟ ଆଲୋଚନାଚକ୍ର

ଭୁବନେଶ୍ବର: ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ନିକଟରେ ସୁନାବେଡ଼ା କ୍ୟାମ୍ପସରେ “ଜାତୀୟ ଶିକ୍ଷା ନୀତି ୨୦୨୦: ଆହ୍ୱାନ ଏବଂ ସୁଯୋଗ” ଶୀର୍ଷକ ଦୁଇଦିନିଆ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ଶିକ୍ଷା ମଣ୍ଡଳ ସହଯୋଗରେ ଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ ଏହି…

ଉପକୂଳରେ କମିଲା ତାତି, ପଶ୍ଚିମ ଓଡ଼ିଶାରେ ଅସହ୍ୟ

ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି। ପଶ୍ଚିମ ଓଡ଼ିଶାରେ ତାତି ଅସହ୍ୟ ହୋଇଛି। କିନ୍ତୁ ଉପକୂଳ ଓଡ଼ିଶାରେ ତାତି ହ୍ରାସ ପାଇଛି। ୪୫ଡ଼ିଗ୍ରି ସହ ବଲାଙ୍ଗୀର ରାଜ୍ୟର ଉତ୍ତପ୍ତ ସହର ହୋଇଛି। ରାଜ୍ୟର ୨୯ସହରରେ ଆଜି ୪୦ଡ଼ିଗ୍ରି କିମ୍ବା ଅଧିକ ଦିନ…

୩ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି, ଦେବଗଡ଼ ପ୍ରାର୍ଥୀ ବଦଳିଲେ

ଭୁବନେଶ୍ବର: ବିଜେଡିର ବହୁ ପ୍ରତିକ୍ଷୀତ ଅବଶିଷ୍ଟ ୩ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। କୋରେଇ, ଖଣ୍ଡପଡ଼ା ଏବଂ ନୀଳଗିରି ଆସନରୁ ବିଧାନସଭା ପ୍ରାର୍ଥୀ ଘୋଷଣା କରାଯାଇଛି। କୋରେଇରୁ ସନ୍ଧ୍ୟାରାଣୀ ଦାସ ପ୍ରାର୍ଥୀ ହୋଇଥିବାବେଳେ ଖଣ୍ଡପଡ଼ାରୁ ସାବିତ୍ରୀ ପ୍ରଧାନ ଏବଂ…

କଣ୍ଟାବାଞ୍ଜିରୁ ନାମାଙ୍କନ ଦାଖଲ କଲେ ନବୀନ ପଟ୍ଟନାୟକ

ଟିଟିଲାଗଡ଼ : କଣ୍ଟାବାଞ୍ଜି ବିଧାନସଭା ଆସନରୁ ପ୍ରଥମ ଥର ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶୋଭାଯାତ୍ରାରେ ଯାଇ ନବୀନ ଆଜି ନାମାଙ୍କନ ଭରିଛନ୍ତି। ଟିଟିଲାଗଡ଼ ହେଲିପ୍ୟାଡରେ ମୁଖ୍ୟମନ୍ତ୍ରୀ ଓହ୍ଲାଇବା ପରେ ସେଠାରୁ ଏକ ଶୋଭାଯାତ୍ରାରେ ଯାଇଥିଲେ।…

୬ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି; ନାହିଁ ଦେବାଶିଷଙ୍କ ନାଁ

ଭୁବନେଶ୍ବର : ଆଉ ୬ଟି ବିଧାନସଭା ଆସନ ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିଛି ବିଜେପି। ଘସିପୁରାରୁ ଦଳ ଶମ୍ଭୁନାଥ ରାଉତଙ୍କୁ ଦଳ ପ୍ରାର୍ଥୀ କରିଥିବା ବେଳେ ଭୋଗରାଇରୁ ଆଶିଷ ପାତ୍ର, ଭଣ୍ଡାରୀପୋଖରୀରୁ ସୁଧାଂଶୁ ନାୟକ, ବରୀରୁ ଉମେଶ ଜେନା, ବାରବାଟୀ…

ଟିକେଟ ନମିଳିବାରୁ BJD ଛାଡ଼ିଲେ ଅନୁଭବ ପଟ୍ଟନାୟକ

ଖଣ୍ଡପଡ଼ା : ବିଜେଡି ଛାଡ଼ିଲେ ଅନୁଭବ ପଟ୍ଟନାୟକ। ଆଜି ସେ ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ନିଜର ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଛନ୍ତି। ଟିକେଟ ନମିଳିବାରୁ ସେ ବିଜେଡିରୁ ଇସ୍ତଫା…

ବାର୍‌ ଆସୋସିଏସନ୍‌ରେ ଏକ ତୃତୀୟାଂଶ ମହିଳା ସଂରକ୍ଷଣ ଲାଗୁ କରିବାକୁ ଦେଲେ ନିର୍ଦ୍ଦେଶ

ନୂଆଦିଲ୍ଲୀ : ମହିଳା ସଶକ୍ତିକରଣ ଦିଗରେ ସୁପ୍ରିମକୋର୍ଟଙ୍କ ବଡ଼ ପଦକ୍ଷେପ। ବାର୍‌ ଆସୋସିଏସନ୍‌ରେ ଏକ ତୃତୀୟାଂଶ ମହିଳା ସଂରକ୍ଷଣ ଲାଗୁ କରିବାକୁ ଦେଲେ ନିର୍ଦ୍ଦେଶ। ମେ' ୧୬ ରେ ହେବାକୁ ଥିବା ସୁପ୍ରିମକୋର୍ଟର ବାର୍‌ ଆସୋସିଏସନ୍ ନିର୍ବାଚନର ଠିକ୍ ପୂର୍ବରୁ ସର୍ବୋଚ୍ଚ…

ଅମିତ ଶାହଙ୍କ ଫେକ୍‌ ଭିଡିଓ ମାମଲା: କଂଗ୍ରେସ ଆଇଟି ସେଲ୍‌ର ୫ ଗିରଫ

ନୂଆଦିଲ୍ଲୀ : ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଫେକ୍‌ ଭିଡିଓ ଭାଇରାଲ ମାମଲାରେ ପୁଲିସ୍‌ ଆଉ ୫ ଜଣଙ୍କୁ ଗିରଫ କରିଛି। ତେଲଙ୍ଗାନା ସାଇବର କ୍ରାଇମବ୍ରାଞ୍ଚର ଅଧିକାରୀମାନେ ରାଜ୍ୟ କଂଗ୍ରେସ ଆଇଟି ସେଲ୍‌ରୁ ୫ ଜଣଙ୍କୁ ଗିରଫ କରିଛନ୍ତି। ଫେକ ଭିଡିଓ…