ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍ ଅନୁସାରେ ୧୭ ତାରିଖରୁ ବର୍ଷା ବଢ଼ିବ
ଭୁବନେଶ୍ବର : ଖରାର ଅସମ୍ଭାଳ ତାତି ଭିତରେ ଆସିଲା ଭଲ ଖବର। ଆଗାମୀ ୧୭ ତାରିଖରୁ ବର୍ଷା ବଢ଼ିବ। ରାଜ୍ୟର କେତେକ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେପଟେ ମୌସୁମୀ ଅଗ୍ରସର ପାଇଁ ପାଗ…