ଆଇସିୟୁରେ ସୀତାରାମ ୟେଚୁରୀ
ନୂଆଦିଲ୍ଲୀ : ସିପିଆଇଏମ୍ର ସାଧାରଣ ସଚିବ ତଥା ବରିଷ୍ଠ ନେତା ସୀତାରାମ ୟେଚୁରୀ ଅସୁସ୍ଥ। ହଠାତ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଛି। ତାଙ୍କୁ ତୁରନ୍ତ ଦିଲ୍ଲୀ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କୁହାଯାଉଛି ଯେ, ପୂର୍ବରୁ ତାଙ୍କୁ ଏମର୍ଜେନ୍ସି ୱାର୍ଡରେ ଭର୍ତ୍ତି…
