୪ ଆତଙ୍କବାଦୀଙ୍କ ସ୍କେଚ୍ ଜାରି କଲା ପୁଲିସ, ଧରାଇ ଦେଲେ ମିଳିବ ୨୦ ଲକ୍ଷ ଟଙ୍କା

ଶ୍ରୀନଗର : ଆଜି ଜମ୍ମୁ କଶ୍ମୀର ପୁଲିସ ଚାରି ଜଣ ଆତଙ୍କବାଦୀଙ୍କ ସ୍କେଚ୍ ଜାରି କରିଛି। ଏମାନେ କଠୁଆ ଅଞ୍ଚଳରେ ଲୁଚିଥିବା ପୁଲିସ ସନ୍ଦେହ କରୁଛି। ତେଣୁ ଏମାନଙ୍କୁ ଧରିବା ପାଇଁ ସ୍କେଚ୍ ଜାରି କରି ଲୋକଙ୍କୁ ସତର୍କ କରାଇଛି ପୁଲିସ।…

ଆମକୁ ଭାରତକୁ ଆସିବାକୁ ଦିଅ: ଜୟ ଶ୍ରୀରାମ ନାରାରେ କମ୍ପୁଛି ଭାରତ-ବାଂଲାଦେଶ ସୀମା

ନୂଆଦିଲ୍ଲୀ: ବାଂଲାଦେଶରେ ଯଦିଓ ଏକ ନୂତନ ସରକାର ଗଠନ ହୋଇଛି, ତଥାପି ସେଠାରେ ହିଂସା ଜାରି ରହିଛି। ବାଂଲାଦେଶର ଅନେକ ହିନ୍ଦୁ ପରିବାର ନିଜ ଘର ଛାଡି ଭାରତ ଆସିବାକୁ ଚାଁହୁଚନ୍ତି | ଭାରତ-ବାଂଲାଦେଶ ସୀମାରେ ହଜାର ହଜାର ହିନ୍ଦୁ ସମ୍ପ୍ରଦାୟର…

ଟଙ୍କା ଦେଇ ଲୋକଙ୍କୁ କିଣୁଛନ୍ତି ପ୍ରଶାନ୍ତ କିଶୋର: ତେଜସ୍ୱୀ

ପାଟନା: ରାଷ୍ଟ୍ରିୟ ଜନତା ଦଳର ନେତା ତେଜସ୍ୱୀ ଯାଦବ ଆଜି ବିଜେପି ଏବଂ ନୀତୀଶ କୁମାର ତଥା ପ୍ରଶାନ୍ତ କିଶୋରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ୧୭ ମାସ ମଧ୍ୟରେ ଆମେ ୫ ଲକ୍ଷ ଚାକିରି ଯୋଗାଇଛୁ। ନୀତୀଶ ଜି…

ଟିଭି ସୋମନାଥନ ହେଲେ କେନ୍ଦ୍ର କ୍ୟାବିନେଟ ସଚିବ

ନୂଆଦିଲ୍ଲୀ : ବରିଷ୍ଠ ଆଇଏଏସ୍‌ ଅଫିସର ଟିଭି ସୋମନାଥଙ୍କ କେନ୍ଦ୍ର ସରକାର ଦେଶର ନୂଆ କ୍ୟାବିନେଟ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି। ବର୍ତ୍ତମାନ ସେ ଅର୍ଥ ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ୧୯୮୭ ବ୍ୟାଚ୍‌ର ତାମିଲନାଡୁ କ୍ୟାଡର ଆଇଏଏସ୍‌ ଅଫିସର ଟିଭି…

ରାଜ୍ୟରେ ଯଦି ଆଇନ ଶୃଙ୍ଖଳା ବ୍ୟବସ୍ଥାର ସୁଧାର ନହୁଏ ତେବେ NHAI ୮ଟି ହାଇଓ୍ୱେ ପ୍ରୋଜେକ୍ଟ ବାତିଲ କରିବ – ଗଡକରୀ

ନୂଆଦିଲ୍ଲୀ : 'ରାଜ୍ୟରେ ଠିକ୍‌ ନାହିଁ ଆଇନ୍‌ ଶୃଙ୍ଖଳା ବ୍ୟବସ୍ଥା। ଏହାକୁ ତୁରନ୍ତ ସୁଧାର। ଯଦି ଏଭଳି ଜାରି ରୁହେ ତେବେ ହାଇଓ୍ୱେ ପ୍ରୋଜେକ୍ଟ ରଦ୍ଦ କରିଦେବୁ।' ପଞ୍ଜାବ ସରକାରଙ୍କୁ ଚିଠି ଲେଖି ଏଭଳି କିଛି ଚେତାବନୀ ଦେଇଛନ୍ତି କେନ୍ଦ୍ର ସଡ଼କ…

ୱାୟନାଡ ସ୍ଥିତି ଅନୁଧ୍ୟାନ କଲେ ପ୍ରଧାନମନ୍ତ୍ରୀ

ୱାୟନାଡ : ଭୂସ୍ଖଳନରେ ଛାରଖାର ହୋଇ ଯାଇଥିବା କେରଳର ୱାୟନାଡ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ପ୍ରଧାନମନ୍ତ୍ରୀ ୱାୟନାଡର ବିଭିନ୍ନ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି। ପ୍ରଥମେ ଆକାଶମାର୍ଗରୁ ଭୁସ୍ଖଳନ ଉତ୍ପତ୍ତି ସ୍ଥଳ ଓ ଧ୍ୱସ୍ତ ବିଧ୍ୱସ୍ତ…

ଆରଏସଏସ ଏବଂ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଆରଏସଏସ ଏବଂ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି | ଫଡନାଭିସଙ୍କ ବ୍ୟତୀତ ସ୍ଥାନୀୟ ବିଜେପି ନେତାମାନେ ମଧ୍ୟ ଏହି ସଭାରେ ଉପସ୍ଥିତ ଥିଲେ। ଶୁକ୍ରବାର ସନ୍ଧ୍ୟାରେ ନାଗପୁରରେ…

ଭାରତରେ କିଛି ବଡ଼ ଘଟଣା ଘଟିବାକୁ ଯାଉଛି: ହିଣ୍ଡେନବର୍ଗର ପୋଷ୍ଟ୍ ନେଇ ସଭିଏଁ ଆତଙ୍କିତ

ନୂଆଦିଲ୍ଲୀ: ଆମେରିକାର କ୍ଷୁଦ୍ର ବିକ୍ରେତା ସଂସ୍ଥା ହିଣ୍ଡେନବର୍ଗ ରିସର୍ଚ୍ଚ ନିକଟରେ ଏକ ନୂତନ ଘୋଷଣା କରିଛି ଯାହା ସମସ୍ତଙ୍କୁ ଚକିତ କରିବା ସହିତ ଆତଙ୍କିତ ମଧ୍ୟ କରିଛି। ଶନିବାର ସକାଳେ ଏଲନ୍ ମସ୍କଙ୍କ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ୍…

ଓଡ଼ିଶାରେ ରେଳ ସଂ‌ଯୋଗୀକରଣ ପାଇଁ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଓଡିଶାରେ ୬ଟି ରେଳ ପ୍ରକଳ୍ପ ଆରମ୍ଭ ହେବ। ଏଥି ପାଇଁ କେନ୍ଦ୍ର ସରକାର ଅନୁମୋଦନ ଦେଇଛନ୍ତି। କେନ୍ଦ୍ର ସରକାର ଦକ୍ଷିଣ ଓଡ଼ିଶା ସହ ପଶ୍ଚିମ ଓଡିଶାର ସଂଯୋଗ ଓ ଉତ୍ତର ଓଡିଶାରେ କେନ୍ଦୁଝର ମୟୂରଭଞ୍ଜ ସହ ଝାଡଖଣ୍ଡକୁ ସଂଯୋଗ କରିବାକୁ…

ଭୂମିପୂଜନ ପାଇଁ ଛାଡ଼ିଲେନି, ଭାଙ୍ଗି ଦେଲେ ଫଳକ; ଫେରିଗଲେ କେନ୍ଦ୍ରମନ୍ତ୍ରୀ

କୋରାପୁଟ : ବକ୍ସସାଇଟ୍‌ ଖନନ ପାଇଁ ଆଜି ଭୂମିପୂଜନ ହେବାର ଥିଲା। ହେଲେ ସ୍ଥାନୀୟ ଲୋକେ ଭୂମି ପୂଜନ ପାଇଁ ଅତିଥିଙ୍କୁ ଛାଡ଼ିଲେ ନାହିଁ। ନାମ ଫଳକ ଓ ଟେଣ୍ଟ ଭାଙ୍ଗି ଦେଲେ। ଅଧାବାଟରୁ ଫେରିଗଲେ କେନ୍ଦ୍ରମନ୍ତ୍ରୀ ଓ ଅନ୍ୟ ଅତିଥି।…