ଖଣି ଉପନିର୍ଦ୍ଦେଶକଙ୍କ ଅମାପ ସମ୍ପତ୍ତି, ନଗଦ ୧୦ ଲକ୍ଷ ଟଙ୍କା ସହ ୯ଟି ପ୍ଲଟ୍ ଠାବ
ତାଳଚେର : ତାଳଚେର ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକଙ୍କ ଅମାପ ସମ୍ପତ୍ତି । ଭୁବନେଶ୍ବରରେ ୨ଟି ବହୁତଳ କୋଠା , ୧ କୋଟି ୩୦ ଲକ୍ଷ ଟଙ୍କାର ୩ BHK ଫ୍ଲାଟ୍ ରହିଛି । ୧୯ଟି ଦୋକାନ ଥିବା ୨ଟି ମାର୍କେଟ କମ୍ପ୍ଲେକ୍ସ…
ତାଳଚେର : ତାଳଚେର ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକଙ୍କ ଅମାପ ସମ୍ପତ୍ତି । ଭୁବନେଶ୍ବରରେ ୨ଟି ବହୁତଳ କୋଠା , ୧ କୋଟି ୩୦ ଲକ୍ଷ ଟଙ୍କାର ୩ BHK ଫ୍ଲାଟ୍ ରହିଛି । ୧୯ଟି ଦୋକାନ ଥିବା ୨ଟି ମାର୍କେଟ କମ୍ପ୍ଲେକ୍ସ…
ଭୁବନେଶ୍ୱର: ଝାରପଡ଼ା ଜେଲରେ ହାଇଦର ପୁଅ ମାଡ଼ରେ ବନ୍ଦୀର ମୁଣ୍ଡ ଫାଟିବା ଘଟଣା ତଦନ୍ତ ନିର୍ଦ୍ଦେଶ ଦେଲେ ଜେଲ୍ ବିଭାଗ ଏଡିଜି ଅମିତାଭ ଠାକୁର । କଟକ ଡିଭିଜନ୍ ଡିଆଇଜି ଅନୁସୟା ଜେନାଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଝାରପଡ଼ା ଜେଲରେ…
ପାଖାପାଖି ୫ ଘଣ୍ଟା ଧରି ଘାଣ୍ଟିଲା। ଗୁଡେଇ ତୁଡେଇ ପ୍ରଶ୍ନ କଲା। ଜେରା ପରେ ଆମ୍ ଆଦମୀ ପାର୍ଟିର ଓଖଲା ବିଧାୟକ ଅମାନତୁଲ୍ଲା ଖାନଙ୍କୁ ଘରୁ ଉଠାଇନେଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ୫ ଘଣ୍ଟାର ପଚରାଉଚରା ପରେ ତାଙ୍କୁ ଇଡି ଗିରଫ…
ଭୁବନେଶ୍ବର: ଚନ୍ଦକା ଗୋଡ଼ିବାରିରେ ଅସୁସ୍ଥ ହାତୀ ଛୁଆର ମୃତ୍ୟୁ। ଚିକିତ୍ସାଧୀନ ଅବସ୍ଥାରେ ୩ ବର୍ଷର ହାତୀ ଛୁଆର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବଲାଙ୍ଗୀର ଦେଓଗାଁରୁ ଅଣାଯାଇଥିଲା ଗୋଠଛଡ଼ା ହାତୀ ଛୁଆ। ମୃତ ହାତୀ ଛୁଆଟିର ବୟସ ପ୍ରାୟ ୩ବର୍ଷ ।…
ଭୁବନେଶ୍ବର: ଡିଲ୍ ବେଳେ ୨୭୫ ଗ୍ରାମ୍ ବ୍ରାଉନସୁଗାର ଜବତ କଲା ଅବକାରୀ ପୋଲିସ । ବଡ଼ଗଡ଼ ଥାନା କଳ୍ପନା ଅଞ୍ଚଳରୁ ଜବତ କଲା ଅବକାରୀ ପୋଲିସ । ଜଣେ ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ମୋଟ ୩ ଜଣଙ୍କୁ…
କଟକ : କଟକରେ ବାଜିବନି ଡିଜେ । କଟକ ଦୁର୍ଗାପୂଜା ଓ ଗଣେଶ ପୂଜା ଭସାଣରେ ଡିଜେ ସମ୍ପୂର୍ଣ୍ଣ ବ୍ୟାନ । କମ୍ ଶବ୍ଦରେ କେବଳ ସାଉଣ୍ଡ ବକ୍ସ ବାଜିବ । ୬ଟି ବକ୍ସ ବ୍ୟବହାର କରି ହେବ । ଶବ୍ଦ ପ୍ରଦୂଷଣ…
ନୂଆଦିଲ୍ଲୀ: ଲକ୍ଷ୍ମୌସ୍ଥିତ ରାମ ମନୋହର ଲୋହିୟା ନ୍ୟାସନାଲ ଲ ୟୁନିଭର୍ସିଟି ହଷ୍ଟେଲରୁ ଜଣେ ୧୯ବର୍ଷୀୟ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି। ଉଦ୍ଧାର ହୋଇଥିବା ମୃତ ଛାତ୍ରୀଙ୍କ ନାମ ଅନିକା ରସ୍ତୋଗି । ସେ ଏଲଏଲବିର ତୃତୀୟବର୍ଷର ଛାତ୍ରୀ ଥିଲେ। ଅନିକା ରସ୍ତୋଗି ଆଇପିଏସ…
ଭୁବନେଶ୍ୱର: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ୪୨ତମ ପ୍ରତିଷ୍ଠା ଦିବସ ଆଜି ଜୟଦେବ ଭବନରେ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ଓ ସାଧାରଣ ଉଦ୍ୟୋଗ ବିଭାଗର ମାନ୍ୟବର…
ରାୟଗଡ଼ା : ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକର କନିଷ୍ଠ ଯନ୍ତ୍ରୀ ପୂର୍ଣ୍ଣ ଚନ୍ଦ୍ର ଚୌଧୁରୀ ଗିରଫ । ଆୟ ବହିର୍ଭୁତ ସଂପତ୍ତି ଠାବ ପରେ ଗିରଫ କଲା ଭିଜିଲାନ୍ସ । ଆଜି ଭୋର ୩ଟା ପର୍ଯ୍ୟନ୍ତ ତାଙ୍କ ଘରେ ରେଡ୍ ଚାଲିଥିଲା ।…
ମସ୍କୋ: ଋଷିଆର ସୁଦୂର ପୂର୍ବାଞ୍ଚଳରେ ନିଖୋଜ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବାର ଦୁଃଖଦ ଖବର ସାମ୍ନାକୁ ଆସିଛି। ବିମାନରେ ଥିବା ୨୨ ଜଣଙ୍କ ମଧ୍ୟରୁ ୧୭ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ହେଲିକପ୍ଟରର ଭଗ୍ନାବଶେଷ ମଧ୍ୟ ଠାବ କରାଯାଇଛି ବୋଲି ରୁଷ୍ ଅଧିକାରୀମାନେ…