ପାନ-ଡି, ସେଲକଲ୍-500, ପାରାସିଟାମଲ ସମେତ ୪୯ ଔଷଧ କ୍ୱାଲିଟି ଟେଷ୍ଟରେ ଫେଲ୍
ନୂଆଦିଲ୍ଲୀ : କ୍ୱାଲିଟି ଟେଷ୍ଟରେ ପୁଣି ଫେଲ ମାରିଲା ପାରାସିଟାମଲ। କେବଳ ଏହି ମେଡିସିନ ନୁହେଁ ବରଂ ବହୁଳ ଭାବରେ ବ୍ୟବହୃତ ପାନ୍ ଡି, କ୍ୟାଲସିୟମ୍ ସପ୍ଲିମେଣ୍ଟ ସେଲକାଲ୍-500 ନକଲି ବୋଲି ଜଣାପଡ଼ିଛି। ୪୯ ଔଷଧର ନମୁନାରେ ଗୁଣବତ୍ତା ନଥିବା ଜଣାପଡ଼ିଛି।…
