ଝାରପଡ଼ା ଜେଲରଙ୍କୁ କଏଦୀଙ୍କ ମିଳିତ ଆକ୍ରମଣ, ବ୍ଲେଡରେ ଜେଲରଙ୍କ ହାତ କାଟିଦେଲେ କଏଦୀ

ଭୁବନେଶ୍ୱର:  ପୁଣି ଚର୍ଚ୍ଚାରେ ରାଜଧାନୀର ଝାରପଡ଼ା ଜେଲ। ବ୍ଲେଡରେ ଜେଲରଙ୍କ ହାତ କାଟିଦେଲେ କଏଦୀ। ଜେଲ ଭିତରେ ଜେଲରଙ୍କୁ 3 ଜଣ କଏଦୀ ମିଳିତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଘଟଣାରେ ଜେଲରଙ୍କ ସମେତ 3 ଜଣ ଆହତ ହୋଇଛନ୍ତି। ନିକଟରେ…

ଜମ୍ମୁ-କଶ୍ମୀର କେବେ ବି ପାକିସ୍ତାନ ସହ ମିଶିବ ନାହିଁ: ଫାରୁକ ଅବଦୁଲ୍ଲା

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର କେବେ ବି ପାକିସ୍ତାନ ସହ ମିଶିବ ନାହିଁ | ଲଗାତାର ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ହେଉଥିବା ଦେଖି ଏଭଳି କହିଛନ୍ତି ନ୍ୟାସନାଲ କନଫରେନ୍ସ ମୁଖ୍ୟ ଫାରୁକ ଅବଦୁଲ୍ଲା | ଜମ୍ମୁ କଶ୍ମୀରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ  ପୂର୍ବତନ…

ରାଜି ହେଲା ହମାସ, ବନ୍ଦ ହେବ ଯୁଦ୍ଧ!

ଦୀର୍ଘ ଗୋଟିଏ ବର୍ଷ ଧରି ଚାଲି ଆସିଥିବା ହମାସ-ଇସ୍ରାଏଲ ଯୁଦ୍ଧର ଅନ୍ତ ଘଟିପାରେ। ଇସ୍ରାଏଲ ଯୁଦ୍ଧ ବନ୍ଦ କରିବା ନେଇ ଘୋଷଣା କରିବା ପରେ ଏବେ ହମାସ ଯୁଦ୍ଧ ବନ୍ଦ କରିବାକୁ ରାଜି ହୋଇଛି। କିନ୍ତୁ ଇସ୍ରାଏଲ ପରି ହମାସ ମଧ୍ୟ…

ବ୍ରହ୍ମପୁର ମେଡିକାଲ କଲେଜରେ ରାଗିଂ ଅଭିଯୋଗ

ବ୍ରହ୍ମପୁର: ବ୍ରହ୍ମପୁର ଏମକେସିଜିରେ ଏମବିବିଏସ ୨ୟ ବର୍ଷ ଛାତ୍ରଙ୍କୁ ରାଗିଂ ଅଭିଯୋଗ ହୋଇଛି। କଲେଜର ବିଭିନ୍ନ ହଷ୍ଟେଲରେ ଏକାଧିକ ଛାତ୍ରଙ୍କୁ ରାଗିଂ କରାଯାଇଥିବା ନେଇ ନ୍ୟାସନାଲ ମେଡିକାଲ କାଉନସିଲ୍‌ ନିକଟରେ ଅଭିଭାବକମାନେ ଅଭିଯୋଗ କରିଛନ୍ତି। ଉକ୍ତ ଅଭିଯୋଗ ଆଧାରରେ ତଦନ୍ତ ପାଇଁ…

ଗିରଫ ହେଲେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ୭ଜଣ ସୁଟର

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସର ସ୍ପେଶାଲ ସେଲକୁ ବଡ଼ ସଫଳତା ମିଳିଛି। ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ୭ଜଣ ସୁଟରଙ୍କୁ ପୁଲିସ ନିକଟରେ ଗିରଫ କରିଛି। ଏହି ୭ଜଣ ସୁଟରଙ୍କୁ ପୁଲିସ ପଞ୍ଜାବ ଏବଂ ଏହାର ଆଖପାଖ ରାଜ୍ୟରୁ ଗିରଫ କରିଛି। ଗିରଫ ସୁରଟଙ୍କ…

NIA ମୋଷ୍ଟ୍-ୱାଣ୍ଟେଡ୍ ତାଲିକାରେ ଲରେନ୍ସ ବିଷ୍ଣୋଇ ଭାଇ, ଧରାଇ ଦେଲେ ଦେବ ୧୦ ଲକ୍ଷ

ଜାତୀୟ ତଦନ୍ତକାରୀ ସଂସ୍ଥା (NIA)ର ମୋଷ୍ଟ୍-ୱାଣ୍ଟେଣ୍ଟ ତାଲିକାରେ ଯୋଡ଼ି ହୋଇଛି ନୂଆ ନାଁ। ଜେଲରେ ଥିବା ଲରେନ୍ସ ବିଷ୍ଣୋଇର ଭାଇ ଅନମୋଲ ବିଷ୍ଣୋଇକୁ ଖୋଜୁଛି NIA। ଅନମୋଲକୁ ଧରାଇ ଦେଲେ ୧୦ ଲକ୍ଷ ଟଙ୍କା ପୁରସ୍କାର ଦେବା ନେଇ ଘୋଷଣା କରିଛି…

ଅମୃତ ଷ୍ଟେସନ ଯୋଜନାରେ ପାରଳାଖେମୁଣ୍ଡି ରେଳ ଷ୍ଟେସନର ପୁନର୍ବିକାଶ

ପାରଳାଖେମୁଣ୍ଡି: ରେଳ ମନ୍ତ୍ରଣାଳୟ ଦ୍ୱାରା ଘୋଷିତ ୫୭ ଟି ଅମୃତ ଷ୍ଟେସନ ମଧ୍ୟରୁ ପାରଳାଖେମୁଣ୍ଡି ରେଳ ଷ୍ଟେସନକୁ ପ୍ରାୟ ୧୨ କୋଟି ଟଙ୍କା ପୁଞ୍ଜି ବିନିଯୋଗରେ ପୁନର୍ବିକାଶ କରାଯାଉଅଛି | ଏହି ପଦକ୍ଷେପଟି ଓଡିଶାର ଐତିହାସିକ ସମୃଦ୍ଧ ଅଞ୍ଚଳରେ ସଂଯୋଗୀକରଣ ବୃଦ୍ଧି…

ଅଜିତ ପାୱାରଙ୍କ ଟିମରେ ସାମିଲ୍ ହେଲେ ବାବା ସିଦ୍ଦିକିଙ୍କ ପୁଅ

ଅଜିତ ପାୱାରଙ୍କ ଟିମରେ ସାମିଲ ହୋଇଛନ୍ତି ପୂର୍ବତନ ଦିବଂଗତ ଏନସିପି ନେତା ବାବା ସିଦ୍ଦିକିଙ୍କ ପୁଅ ଜିଶାନ ସିଦ୍ଦିକ। ମହାରାଷ୍ଟ୍ର ନିର୍ବାଚନ ମଧ୍ୟରେ ସେ ହାତ ଛାଡ଼ି ଏନସିପିର ଅଜିତ ପାୱାରଙ୍କ ଟିମରେ ଯୋଗ ଦେଇଛନ୍ତି। ଆଜି ବିଧିବଦ୍ଧ ଭାବେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ…

ମହାରାଷ୍ଟ୍ର ପାଇଁ କଂଗ୍ରେସର ୪୮ ଜଣିଆ ପ୍ରାର୍ଥୀ ତାଲିକା

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଆଜି କଂଗ୍ରେସ ପ୍ରଥମ ପର୍ଯ୍ୟାୟରେ ୪୮ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ରାଜ୍ୟରେ କଂଗ୍ରେସ ଉଦ୍ଧବ ଠାକରେଙ୍କ ଶିବସେନା ଓ ଶରଦ ପାୱାରଙ୍କ ଏନସିପି ସହ ମିଶି ନିର୍ବାଚନ ଲଢ଼ୁଛି। ୩ ଦଳ ମଧ୍ୟରେ…

ବାତ୍ୟା ଦାନା ପ୍ରଭାବରେ ଉତ୍ତର ଓଡିଶାରେ ବର୍ଷା ଜାରି

ବାତ୍ୟା ଦାନାର ପ୍ରଭାବରେ ଏବେବି ଉତ୍ତର ଓଡିଶାରେ ଜାରି ରହିଛି ବର୍ଷା ।  ବର୍ଷା ସାଙ୍ଗକୁ କୋହଲା ପବନ ମଧ୍ୟ ବହୁଛି ।  ଓଡିଶା ସମେତ ପଶ୍ଚିମବଙ୍ଗ ଉପକୂଳରେ ପ୍ରବଳ ବର୍ଷା ହୋଇଛି ।  ଗତ ୩ ଘଣ୍ଟାରେ ଭଦ୍ରକରେ ୮୫.୧…