ସ୍ପଷ୍ଟ କଲା ଚୀନ, ସୀମା ବିବାଦର ସମାଧାନ ପାଇଁ ଭାରତ ସହ ଚୁକ୍ତି ହୋଇଛି
ନୂଆଦିଲ୍ଲୀ : ପୂର୍ବ ଲଦାଖରେ ଦୁଇ ଦେଶର ସୈନ୍ୟବାହିନୀ ମଧ୍ୟରେ ବିବାଦକୁ ଶେଷ କରିବା ପାଇଁ ଭାରତ ସହ ଚୁକ୍ତି ହୋଇଛି। ଏପରି କହିଛନ୍ତି ଚୀନ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଲିନ୍ ଜିଆନ। ସେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ…
