ଆପ୍‌ ନେତା ସତ୍ୟେନ୍ଦ୍ର ଜୈନଙ୍କୁ ମିଳିଲା ଜାମିନ

ଦୀର୍ଘ ୨୮ ମାସ ହେଲା ଜେଲରେ ଥିବା ଆପ୍‌ର ବରିଷ୍ଠ ତଥା ଦିଲ୍ଲୀର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ମିଳିଛି ଜାମିନ। ତାଙ୍କୁ ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଇଡି ଗୋଟିଏ ମନି ଲଣ୍ଡରିଂ ମାମଲାରେ ତାଙ୍କୁ ଗିରଫ…

ହସ୍ପିଟାଲରେ ଅଙ୍ଗ ଚୋରି ହେଉଥିବା ନେଇ ଅଭିଯୋଗ ଆଣିଲେ ପରିବାର

ମଣିଷ ଶରୀରର ଅଙ୍ଗ କେତେ ଯେ ମୂଲ୍ୟବାନ ତାହା ସମସ୍ତଙ୍କୁ ଜଣା । ଏନେଇ କିଛି ହସ୍ପିଟାଲରେ ଅଙ୍ଗ ଚୋରି ହେଉଥିବା ଖବର ମଧ୍ୟ ଆପଣମାନେ ଶୁଣିଥିବେ । ତେବେ ଏକ ଘରୋଇ ହସ୍ପିଟାଲ ନାଁରେ ଆସିଛି ଏମିତି ସଙ୍ଗୀନ ଅଭିଯୋଗ…

ଝାରଖଣ୍ଡ ପାଇଁ ସିଟ ଶେୟାରିଂ ଫର୍ମୁଲା ଚୂଡ଼ାନ୍ତ କଲା ବିଜେପି: ୬୮ଟି ଆସନରେ ଦେବ ପ୍ରାର୍ଥୀ

ଝାରଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଆଜି ବିଜେପି ସିଟି ଶେୟାରିଂ ଫର୍ମୁଲା ଚୂଡ଼ାନ୍ତ କରିଛି। ଏକାଧିକ ଦଳ ସହ ମେଣ୍ଟ କରି ବିଜେପି ଝାରଖଣ୍ଡରେ ନିର୍ବାଚନ ଲଢ଼ିବ। ଦଳ ଏକାକୀ ରାଜ୍ୟର ୮୧ଟି ଆସନରୁ ୬୮ଟିରେ ଲଢ଼ିବାକୁ ନିଷ୍ପତ୍ତି ନେଇଛି। ବାକି…

‘ପିସିସି ଗଠନ ପରେ କଂଗ୍ରେସରେ ସାମିଲ ହେବେ ବହୁ ବିଜେଡି ନେତା’

ଭୁବନେଶ୍ବର; ଦୀପାବଳି ସୁଦ୍ଧା ରାଜ୍ୟ କଂଗ୍ରେକୁ ମିଳିବ ମୁଖୁଆ । ଏନେଇ ପ୍ରତିକ୍ରିୟା ଦେଇ ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ମୋକିମ୍ କହିଛନ୍ତି, ହାଇକମାଣ୍ଡ ଖୁବଶୀଘ୍ର ପିସିସି ସଭାପତି ଚୟନ କରିବେ । ଏଥିପାଇଁ ଏଆଇସିସିର ଦୁଇ କେନ୍ଦ୍ରୀୟ ନେତାଙ୍କୁ ଦାୟିତ୍ବ…

ଓଡ଼ିଆ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତିଙ୍କ ନାଁରେ ଏଫଆଇଆର ଦେଲା ରାଜ୍ୟ ଛାତ୍ର କଂଗ୍ରେସ

ଭୁବନେଶ୍ୱର : ଓଡ଼ିଆ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତିଙ୍କ ନାଁରେ କ୍ୟାପିଟାଲ ଥାନାରେ ଏଫଆଇଆର ଦେଲା ରାଜ୍ୟ ଛାତ୍ର କଂଗ୍ରେସ ।  ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ନିଜ ଫେସବୁକ ପୋଷ୍ଟରେ ଲେଖିଥିଲେ ଳରେନ୍ସ ବିଷ୍ଣୋଇ ବାବା ସିଦ୍ଧିକିଙ୍କୁ ମର୍ଡର କଲା ପରେ ଏବେ ଓଏସି…

ଦୀପାବଳିକୁ ନେଇ ପୂର୍ବତଟ ରେଳପଥର ସ୍ୱତନ୍ତ୍ର ଅଭିଯାନ

ଭୁବନେଶ୍ୱର: ଟ୍ରେନ ଯାତ୍ରା ସମୟରେ ଦହନଶୀଳ ପଦାର୍ଥ ଯଥା ଫଟକା, ଗ୍ୟାସ୍ ସିଲିଣ୍ଡର, ଏସିଡ୍, ପେଟ୍ରୋଲ୍, କିରୋସିନି ଇତ୍ୟାଦି ଜ୍ୱଳନ୍ତ ତଥା ବିସ୍ଫୋରକ ଜିନିଷ ପରିବହନ କରିବା ରେଳବାଇ ଅଧିନିୟମ, ୧୯୮୯ ଅନୁଯାୟୀ ଦଣ୍ଡନୀୟ ଅପରାଧ ଅଟେ ଏବଂ ଅପରାଧୀ ତିନି…

କାଲି ଶେଷ ହେବ ଇସ୍ରାଏଲ-ହମାସ ଯୁଦ୍ଧ! ନେତାନ୍ୟାହୁ ଦେଲେ ବଡ଼ ଅପଡେଟ୍

ଏୟାର ଷ୍ଟ୍ରାଇକରେ ହମାସ ମୁଖ୍ୟ ୟାହୟା ସିନୱାରର ମୃତ୍ୟୁ ପରେ ଯୁଦ୍ଧ ସାଙ୍ଗ ନେଇ ଘୋଷଣା କରିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ। ଯଦି ହମାସ ବନ୍ଧକମାନଙ୍କୁ ମୁକ୍ତ କରିବା ସହ ଅସ୍ତ୍ରବିରତି କରେ ତେବେ ଆସନ୍ତାକାଲି ସୁଦ୍ଧା ଯୁଦ୍ଧ ଶେଷ…

ଖୋଲିବ ଭରତପୁର ଥାନା ମାମଲାର ସତ ! ଜଷ୍ଟିସ ଚିତ୍ତରଞ୍ଜନ ଦାସ କମିଶନଙ୍କ ନିକଟରେ ଗୃହ ସଚିବ ଓ କ୍ରାଇମବ୍ରାଞ୍ଚ ADG

ଭୁବନେଶ୍ୱର: ଖୋଲିବ ଭରତପୁର ରାତିର ସତ! ।  ଭରତପୁର ଥାନା ମାମଲାରେ ଜଷ୍ଟିସ ଚିତ୍ତରଞ୍ଜନ ଦାସ କମିଶନଙ୍କ ନିକଟରେ ଉପସ୍ଥିତ ହେଲେ ଗୃହ ସଚିବ ଓ କ୍ରାଇମବ୍ରାଞ୍ଚ ADG । ଗୃହ ସଚିବ ସତ୍ୟବ୍ରତ ସାହୁ, ସ୍ଵତନ୍ତ୍ର ସଚିବ ଗୃହ ବିଭାଗ ରାଧାକୃଷ୍ଣ…

ଭୁଶୁଡିଲା ସୁଉଚ୍ଚ ତୋରଣ: ଚାପି ହୋଇଗଲା ବାଇକ୍, କାର୍

କଟକ: ଭୁଶୁଡିଲା ଦୁର୍ଗା ପୂଜା ବେଳେ ହୋଇଥିବା ସୁଉଚ୍ଚ ତୋରଣ । କଟକ ଖାନନଗର ଦୁର୍ଗା ପୂଜା କମିଟି ପକ୍ଷରୁ ନେତାଜୀ ବସ୍ ଟର୍ମିନାଲ ନିକଟରେ ନିର୍ମାଣ ହୋଇଥିବା ତୋରଣ ଭୁଶୁଡି ପଡିଛି । ଫଳରେ ଗୋଟିଏ କାର୍ ଓ ତିନୋଟି…

ସଦଗୁରୁଙ୍କୁ ‘ସୁପ୍ରିମ୍’ ଆଶ୍ୱସ୍ଥି; ମାଡ୍ରାସ ହାଇକୋର୍ଟ ଦେଇଥିବା ତଦନ୍ତ ନିର୍ଦ୍ଦେଶ ଖାରଜ

ସଦଗୁରୁ ଜାଗି ବାସୁଦେବଙ୍କୁ ସୁପ୍ରିମକୋର୍ଟରୁ ମିଳିଛି ବଡ଼ ଆଶ୍ୱସ୍ଥି। ଈଶା ଫାଉଣ୍ଡେସନରେ ପୁଲିସ ତଦନ୍ତ ସହ ତାଙ୍କ ବିରୁଦ୍ଧରେ ଲାଗିଥିବା ସମସ୍ତ ଅଭିଯୋଗକୁ ଖାରଜ କରି ଦେଇଛନ୍ତି ସୁପ୍ରିମକୋର୍ଟ। କୋର୍ଟ କହିଛନ୍ତି ଯେ, ମାଡ୍ରାସ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପୁଲିସ ଆଶ୍ରମରେ…