ଭରତପୁର ଥାନା ନିର୍ଯାତନା ମାମଲା, ୪ ପୋଲିସ କର୍ମଚାରୀଙ୍କ ଆଗୁଆ ଜାମିନ ଆବେଦନ

ଭୁବନେଶ୍ୱର : ଭରତପୁର ଥାନା ନିର୍ଯାତନା ମାମଲା । ଥାନାର ୪ ପୋଲିସ କର୍ମଚାରୀଙ୍କ ଆଗୁଆ ଜାମିନ ଆବେଦନ । ହାଇକୋର୍ଟଙ୍କ ଅବକାଶକାଳୀନ କୋର୍ଟରେ ମାମଲାର ଶୁଣାଣି । ଘଟଣା ସମ୍ପର୍କରେ ତଥ୍ୟ ଓ ରେକର୍ଡ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ…

ଅଜୟଙ୍କ ନାଁରେ ଏତଲା ଘଟଣା; କହିଲେ, ‘ରାଜନୈତିକ ଷଡଯନ୍ତ୍ର ଚାଲିଛି’

ଭୁବନେଶ୍ବର: ଭରତପୁର ଥାନାରେ ଟଙ୍କା ଠକେଇ ଅଭିଯୋଗର ମାମଲା ରୁଜ୍ଜୁ ହେବା ଘଟଣାରେ ନିଜର ମୁହଁ ଖୋଲିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ଓଡିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର । ଏନେଇ ତାଙ୍କ ବିରୁଦ୍ଧରେ ରାଜନୈତିକ ଷଡଯନ୍ତ୍ର ଚାଲିଥିବା ଅଭିଯୋଗ…

ବୌଦ୍ଧ ଗସ୍ତରେ ପୋଲିସ ମହାନିର୍ଦ୍ଦେଶକ ୱାଇ.ବି ଖୁରାନିଆ

ବୌଦ୍ଧ : ବୌଦ୍ଧ ଗସ୍ତରେ ପୋଲିସ ମହାନିର୍ଦ୍ଦେଶକ ୱାଇ.ବି ଖୁରାନିଆ । ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଡିଜିପିଙ୍କ ସମୀକ୍ଷା ବୈଠକ ଆରମ୍ଭ । ମାଓ ଦମନ ଓ ଆଇନଶୃଙ୍ଖଳା ପରିସ୍ଥିତି ନେଇ ସମୀକ୍ଷା କରୁଛନ୍ତି । ବୈଠକରେ ଆଇଜି ଅପରେସନ୍ ଜୟ ନାରାୟଣ…

ହମାସ ମୁଖ୍ୟ ୟାହୟା ସିନଓ୍ୱାର ନିହତ, ସ୍ପଷ୍ଟ କଲେ ନେତାନ୍ୟାହୁ

ଇସ୍ରାଏଲ ସେନାକୁ ମିଳିଲା ବଡ଼ ସଫଳତା। ଇସ୍ରାଏଲର ଏୟାର ଷ୍ଟ୍ରାଇକ୍‌ରେ ଟଳିଲା ହମାସ ମୁଖ୍ୟ ୟାହୟା ସିନଓ୍ୱାର। ଏନେଇ ଇସ୍ରାଏଲ କର୍ତ୍ତୃପକ୍ଷ ଗୁରୁବାର ରାତିରେ ସ୍ପଷ୍ଟ କରିଛନ୍ତି। ହମାସ ମୁଖ୍ୟ ୟାହୟା ସିନଓ୍ୱାର ନିହତ ହୋଇଥିବା ନେଇ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌…

ଆନ୍ଦୋଳନରୁ ଉଠିଲେ ହବିଷ୍ୟାଳି: ସମସ୍ତଙ୍କ ପାଇଁ ହେଲା ବ୍ୟବସ୍ଥା

ପୁରୀ: ଆନ୍ଦୋଳନରୁ ଓହରିଛନ୍ତି ହବିଷ୍ୟାଳି । ଜିଲ୍ଲା ପ୍ରଶାସନଙ୍କ ହସ୍ଥକ୍ଷେପ ଓ ବୁଝାସୁଝା ପରେ ଆନ୍ଦୋଳନରୁ ଓହରିଛନ୍ତି ହବିଷ୍ୟାଳିମାନେ । ଏଥିସହିତ ବୃନ୍ଦାବତୀ ନିବାସ ତଳ ବେସମେଣ୍ଟକୁ ଅଣପଞ୍ଚିକୃତ ହବିଷ୍ୟାଳିମାନଙ୍କୁ ସ୍ଥାନାନ୍ତରିତ କରାଯାଇଛି । ତେବେ ଅନେକ ଦ୍ବନ୍ଦ୍ବ ଭିତରେ କିଛି…

ମୁମ୍ବାଇରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ମେକ ଇନ ଓଡ଼ିଶା ପାଇଁ ‘ନିବେଶକ ସମ୍ମିଳନୀ’ରେ ଦେଲେ ଯୋଗ

ମୁମ୍ବାଇରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଇଣ୍ଡିଆ କେମିକାଲ ଇଣ୍ଟରନେସନାଲ୍ କନଫରେନ୍ସରେ ଯୋଗ ଦେଇଛନ୍ତି । ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ ମଧ୍ୟ କନଫରେନ୍ସରେ ଉପସ୍ଥିତ ଅଛନ୍ତି । ଗୁଜରାଟ ଓ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ଅଛନ୍ତି । ଓଡ଼ିଶାର ପାରାଦ୍ୱୀପ,…

ଖୁବଶୀଘ୍ର ଆୟୁଷ୍ମାନ ଭାରତ; ୩ କୋଟିରୁ ଅଧିକ ଲୋକ ହେବେ ସାମିଲ୍

ଭୁବନେଶ୍ବର: ଚଳିତ ଆର୍ଥିକ ବର୍ଷରେ ରାଜ୍ୟରେ ଲାଗୁ ହେବାକୁ ଯାଉଛି ଆୟୁଷ୍ମାନ ଭାରତ । ଯେଉଁଥିରେ ୩କୋଟିରୁ ଅଧିକ ହିତାଧିକାରୀ ସାମିଲ ହେବା ନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଏନେଇ ମନ୍ତ୍ରୀ କହିଛନ୍ତି, ମୋହନ ସରକାର…

ସଲମାନଙ୍କୁ ପୁଣି ଧମକ, ବାବା ସିଦ୍ଦିକିଙ୍କଠାରୁ ବି ଅବସ୍ଥା ଖରାପ ହେବ

ବଲିଉଡର ଭାଇଜାନ ସଲମାନ ଖାନ୍‌। ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ସହ ତାଙ୍କର ଶତ୍ରୁତା ବେଶ୍‌ ପୁରୁଣା। ନିକଟରେ ଏନ୍‌ସିପି ନେତା ବାବା ସିଦ୍ଦିକିଙ୍କୁ ହତ୍ୟା ପରେ ତାଙ୍କର ଜୀବନ ପ୍ରତି ରହିଛି ଘୋର ବିପଦ। ବାରମ୍ବାର ତାଙ୍କୁ ହତ୍ୟା ଧମକ ଦେଇ…

ଚିଲିକାରେ ଆରମ୍ଭ ହୋଇଛି ନୌକାୟନ ଅଭିଯାନ, ସାମିଲ ହେଲେ ୬୦ ଜଣ କ୍ୟାଡେଟ

ଚିଲିକାର ଅକାତ ପାଣିରେ ନୌକାୟନ ଅଭିଯାନ । ଜାତୀୟ ସମର ଶିକ୍ଷ୍ୟାର୍ଥି ବାହିନୀ(ଏନ୍ ସି ସି) ଓଡ଼ିଶା ନିର୍ଦ୍ଦେଶାଳୟ ପକ୍ଷରୁ ଭାରତୀୟ ନୌସେନା ପୋତ ଚିଲିକା ନୌକାୟନ ଅଭିଯାନ ଆରମ୍ଭ ହୋଇଛି । ଚଳିତ ମାସ ୧୫ତାରିଖରୁ ଆରମ୍ଭ ହୋଇଥିବା ଏହି…

ଫେକ୍ କଲ୍ ସେଣ୍ଟର ଠାବ ଘଟଣା: ରିମାଣ୍ଡରେ ଯିବେ ୬ ସାଇବର ଠକ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରରେ ଫେକ୍ କଲ୍ ସେଣ୍ଟର ଠାବ ଘଟଣା l ଗିରଫ ୬ ସାଇବର ଠକଙ୍କୁ ୩ ଦିନିଆ ରିମାଣ୍ଡରେ ନେବ ପୋଲିସ l ସାରା ଦେଶରେ ଠକେଇର ତଦନ୍ତ ପାଇଁ ଗଠନ ହୋଇଛି ସ୍ପେଶାଲ ଟିମ୍ l ଟିମ୍‌ରେ…